କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବଲପୁର ରେ ଅନୁଷ୍ଠିତ ହେଲା ବୋଇତ ବନ୍ଦାଣ

39 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଓଡିଆ ଜାତିର ଅନନ୍ୟ ବର୍ଷ ବର୍ଷ ର ପରଂପରା ବୋଇତ ବନ୍ଦାଣ ପର୍ବ ପାଳିତ ହୋଇଯାଇଛି । ପବିତ୍ର କାତ୍ତିକ ପୁଣ୍ଣିମା ରେ ସମ୍ବଲପୁର ସହରବାସୀ ମହନଦୀ ର ବିଭିନ୍ନ ଘାଟରେ ଡଙ୍ଗା ଭସାଇ ପରମ୍ପରା ପାଳନ କରିବା ସହ ଦେବଦେବୀ ଙ୍କ ଦର୍ଶନ କରିଥିଲେ । ତେବେ ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ପାଇଁ ଭୋର ସକାଳୁ ଏହି ଡଙ୍ଗାଭସା ପରମ୍ପରା ନିର୍ବାହ କରାଯାଇଥିଲା ।ସମ୍ବଲପୁର ସହରରେ ଚନ୍ଦ୍ରଗ୍ରହଣ ମଧ୍ୟରେ ପାଳିତ ହୋଇଯାଇଛି ପବିତ୍ର କାତ୍ତିକ ପୁଣ୍ଣିମା । ଓଡିଆ ଜାତିର ଏହି ଅନ୍ୟତମ ପ୍ରମୁଖ ପର୍ବରେ ଚନ୍ଦ୍ର ଗ୍ରହଣ ପଡିଥିବାରୁ ଭକ୍ତ ମାନେଭୋର ସକାଳୁ ଯାଇ ବିଭିନ୍ନ ମନ୍ଦିର ବାହାରେ ଦେବ ଦର୍ଶନ କରିଥିଲେ । କାରଣ ଗ୍ରହଣ ପାଇଁ ମନ୍ଦିର ବନ୍ଦ ଥିବାରୁ ପବିତ୍ର କାର୍ତ୍ତିକ ପୁଣ୍ଣିମା ରେ ଦେବଦେବୀଙ୍କ ଦର୍ଶନ ରୁ ବଞ୍ଚିତ ହେଲେ ଭକ୍ତ ।

ତେଵେ ଭୋର ସକାଳୁ ଜଳାଶୟ ରେ ଡଙ୍ଗା ଭସାଇବାର ପରମ୍ପରା ପାଳନ କରିଛନ୍ତି ସମ୍ବଲପୁର ବାସିନ୍ଦା । ତେବେ ସବୁ ମନ୍ଦିର ରେ ଦେବଦେବୀ ଙ୍କ ପୁଜା ରୀତି ନୀତି ବଢି ଭୋରସକାଳୁ ଅନୁଷ୍ଠିତ ହୋଇଥିଲା । ଏହା ସହ ସମ୍ବଲପୁର ବାସିନ୍ଦା ମହାନଦୀ ଘାଟରେ ଡଙ୍ଗା ଭସାଇ ଏହି ମହାନ ପରମ୍ପରା କୁ ପାଳନ କରିଥିଲେ । ହିନ୍ଦୁ ଧର୍ମରେ  କାର୍ତ୍ତିକ ପୁର୍ଣ୍ଣିମା ତିଥିର ବହୁତ ମହତ ଉଦ୍ଦେଶ୍ୟ ରହି ଆସିଛି । ବିଶ୍ୱାସ ରହିଛି ଯେ ଆଜି ର ଦିନରେ ମହା ସ୍ନାନ କରି ଦେବଦର୍ସନ କଲେ ପୁଣ୍ୟ ମିଳିଥାଏ ।ଏହା ସହ ମହାନଦୀ ର ବିଭିନ୍ନ ଘାଟରେ ରାତି ୩ ଟାରୁ ଏକତ୍ରିତ ହୋଇ ସ୍ୱତନ୍ତ୍ର ପୁଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ସମ୍ବଲପୁର ସହରର ଅଧିକାଂଶ ମନ୍ଦିରରେ ଭକ୍ତ ବାହାରେ ଛିଡା ହୋଇ ପବିତ୍ର ପୁଣ୍ଣିମା ତିଥିରେ ପ୍ରଭୁ ଙ୍କ ଆରାଧନା କରୁଥିବା ଦେଖାଦେଇଥିଲା । ସମ୍ବଲପୁର ସହରରେ ଲୋକେ ପରମ୍ପରାକୁ କୁ ରକ୍ଷା କରି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ନିଷ୍ଠା ସହକାରେ ପାଳନ କରିଛନ୍ତି ।

Related Post

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଦାୟ କାଳୀନ ସମ୍ବର୍ଦ୍ଧିନା।

Posted by - December 1, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ମହାପାତ୍ର ଓ ଜିଲ୍ଲା ମଗଂଳ ବିଭାଗ ର କର୍ମଚାରୀ ଦୁଃଶାସନ ବେହେରା ସରକାରୀ ଚାକିରୀ ରୁ ଅବସର ନେଇଥିବା…

ବରୀ ରେ ପୋଲିସ ଓ ସାମାଜିକ କର୍ମୀମାନଙ୍କ ସଚେତନତା କାର୍ଯ୍ୟକ୍ରମ

Posted by - January 15, 2020 415
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବୁଧବାର ୩୧ତମ ଜାତୀୟସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ କରାଯାଇଛି।…

ଅଲଣ୍ଡା ଠାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ରେ ସାଧାରଣ ଜନତାଙ୍କ ହଟ୍ଟଗୋଳ

Posted by - May 7, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ରେ ସାଧାରଣ ଜନତାଙ୍କ ଅଭିଯୋଗ…

ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Posted by - June 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ରାଉତ…

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନଗୁଳ ଶାଖା ତରଫରୁ ବ୍ରେଡ ଓ ବିସ୍କୁଟ ବଣ୍ଟନ .

Posted by - April 7, 2020 0
ଅନୁଗୁଳ: (ମହେଶ ଭୋମରାଜ)ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ, ଦିନ…