Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଦୁର୍ଗା ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା

31 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଜମନକିରା ବସଷ୍ଟାଣ୍ଡ ଠାରେ ଜଗତ ଜନନୀ ମାଁ ଦୁର୍ଗା ଙ୍କ ସ୍ଥାୟୀ ମନ୍ଦିର ନିର୍ମାଣ ପାଇଁ ବହୁ ଦିନର ଦାବି ପୂରଣ ହୋଇଛି । ରବିବାର ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ଭୂମିପୂଜନ କାର୍ଯ୍ୟକ୍ରମ ବେଶ ଧୁମ ଧାମ ରେ ଅନୁଷ୍ଠିତ ହୋଇଥିଲା । ପ୍ରସ୍ତାବିତ ଜାଗାରେ ହୋମ ଓ ପୂଜାରେ ଗାଁ ଗଉନ୍ତିଆ ହେମନ୍ତ ପଟେଲ କର୍ତ୍ତା ଓ ପୂଜକ ଅଶୋକ ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ କୁଚିଣ୍ଡା ବିଧାୟକ କିଶୋର ନାଏକ ଯୋଗଦେଇ ଶିଳାନ୍ୟାସ କରିଥିଲେ ।ବିଧାୟକ ଙ୍କୁ ଗ୍ରାମ କମିଟି ଦ୍ୱାରା ବେଶ ଧୁମ ଧାମ ରେ ପାଛୋଟି ଅଣା ଯାଇ ଥିବା ଦେଖିବାକୁ ମିଳିଥିଲା l

ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ,କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସନ,ପୂର୍ବତନ ବିଧାୟକ ରବି ନାରାୟଣ ନାଏକ,ରାଜେନ୍ଦ୍ର ଛତ୍ରୀଆ,ଜମନକିରା ଜିଲ୍ଲା ପରିଷଦ ସଭ୍ୟା ତନୟା ଧୁରୁଆ, ରାଜେଶ ନାଏକ, କୁଚିଣ୍ଡା ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନେକ ବଦାନ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ ଓ ମହିଳା ପୂଜାରେ ସାମିଲ ହୋଇ ଗ୍ରାମ ଉନ୍ନୟନ କମିଟି ସଭାପତି ସୁବାଷ ସାହୁ,କାର୍ଯ୍ୟକାରୀ ସଭାପତି ବିବେକ ବହିଦାର,ସମ୍ପାଦକ ସୁବ୍ରତ ବଢ଼େଇ, ଉପସଭାପତି ରାଜେନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଯସରାଜ ସାହୁଙ୍କ ସହିତ ସୌରଭ ପଟ୍ଟନାୟକ, ସ୍ନେହାଶିଷ ପଟ୍ଟନାୟକ, ଡାକ୍ତର ବିକ୍ରାନ୍ତ ପଟେଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related Post

ପୁସ୍ତକ ମେଳା ୨୦୧୯ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - November 23, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାପାଳ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ ମିଳିତ ଉଦ୍ୟମରେ ହେବାକୁ ଥିବା ପୁସ୍ତକ ମେଳା ୨୦୧୯…

ନାରାୟଣ ଉଚ୍ଚ ବିଦ୍ୟାଳୟ, ଛତ୍ରଙ୍ଗ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

Posted by - August 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ନାରାୟଣ ଉଚ୍ଚ ବିଦ୍ୟାଳୟ ଛତ୍ରଙ୍ଗ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ଙ୍କ ପରିଚାଳନା ଓ ବିଦ୍ୟାଳୟ…

ଆର୍ନ୍ତଜାତୀୟ ଶିଶୁକନ୍ୟା ଦିବସ ପାଳିତ

Posted by - October 12, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସମ୍ମୀଳନି କକ୍ଷରେ ଆର୍ନ୍ତଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଜିଲାପାଳ ଚକ୍ରବତି ସଂ ରାଠୋର  ମୁଖ୍ୟଅତିଥିଭାବେ…

ବୌଦ୍ଧରେ ହନୁମାନ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

Posted by - April 16, 2022 0
ବୌଦ୍ଧ :(ବୌଦ୍ଧରୁ ଚିତ୍ତରଂଜନସିଂ)ପବିତ୍ର ଚୈତ୍ର ପୁର୍ଣିମା ଅବସରରେ ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ,ତରଫରୁ ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି l…

କୃଷକ କାର୍ଡ କରିବାକୁ ଯାଇ ସ୍ତ୍ରୀ ଫେରାର , ସ୍ୱାମୀ କଲା ଥାନାରେ ଅଭିଯୋଗ ,ପୋଲିସ ର ତଦନ୍ତ ଶିଥିଳତା ନେଇ ଅସନ୍ତୋଷ ପରିବାର 

Posted by - October 16, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ଘରେ ବଢିଲା ତିନି ତିନି ଟା ପୁଅ, ସ୍ୱାମୀ ଶଶୁର, ପରିବାର ଛାଡି  ଜଣେ ସ୍ତ୍ରୀ ଘର ଛାଡି ଚାଲିଯିବା ଘଟଣା…