Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୧୮ ଛାତ୍ର ଛାତ୍ରୀ ଅସୁସ୍ଥ, ଦୁଇ ଡାକ୍ତର ଖାନା ରେ ଭର୍ତ୍ତି

479 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରି ବ୍ଲକ ଅନ୍ତର୍ଗତ ଫୁଲୁପୁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଝିଟିପିଟି ବାହାରିବା ଖଟଣା ଓ ସେହି ଖାଦ୍ୟକୁ ଖାଇ 18ଜଣ ଶିଶୁ ବରୀ ଗୋଷ୍ଟିସ୍ୱାସ୍ତ କେନ୍ଦ୍ର ରେ ଚିକିଛିତ ଘଟଣା ବରୀ ଆଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସ୍କୁଲ ମାନଙ୍କରେ ରନ୍ଧାଯାଉଥିବା ମଧ୍ୟାହ୍ନ ଭୋଜନ ଖଦ୍ୟର ମନ ଯାଞ୍ଚ କରିବା ପାଇଁ ପ୍ରଥମେ ସ୍କୁଲ ର ଶିକ୍ଷକ କିମ୍ବା ପାଚିକା ମନେ ଖାଇ ବାର ବ୍ୟବସ୍ତା ଥିବା ବେଳେ କିନ୍ତୁ ତାହା ବରି ବ୍ଲକ ରେ ଖୋଲା ଖୋଲି ଭାବେ ଉଲଘଂନ କରା ଯାଉଛି ଯାହା ର ଜ୍ଵଳନ୍ତ ଉଦାହରଣ ଆଜି ବରି ବ୍ଲକ ଅନ୍ତର୍ଗତ ଫୁଲୁପୁର ସ୍କୁଲ ରେ ଦେଖିବାକୁ ମିଳିଛି ।

ସେହି ସ୍କୁଲ ରେ ଥିବା ପ୍ରଧାନ ଶିକ୍ଷକ ଙ୍କ ଅବହେଳା ଯୋଗୁଁ ଏହି ପରି ଆଘଟଣ ଘଟିଛି ବୋଲି ଗ୍ରାମବସି ମନେ କହିଛନ୍ତି

Facebook Notice for EU! You need to login to view and post FB Comments!

Related Post

ଦଲାଲ କବଜା ରେ ଜାତୀୟ ରାଜପଥ ଜମି, ଜାଣି ଅଜଣା ରାଜସ୍ୱ କର୍ମଚାରୀ, ଅଧିକାରୀ

Posted by - November 6, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ମନ୍ଦିରମାଳିନୀ ଏୈତିହାସିକ ସର୍ବ ପୁରାତନ ସହର ଭାବେ ପରିଚିତ ଜୁନାଗଡ ସହର ପ୍ରାୟ ଦୁଇ ଦଶନ୍ଧି ଧରି ବିକାଶ…

କ୍ଷତିପୁରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ପକ୍ଷରୁ ଯାଜପୁରରେ ରାସ୍ତାରୋକ

Posted by - September 11, 2019 0
ଯାଜପୁର ବଡଚଣା ଥାନା ବନ୍ଦାଳୋ ଛକ ନିକଟରେ ଟ୍ରଲର ଧକ୍କାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟାରେ ଦୁଇ ପହଂଚିଛି । ମୃତକଙ୍କ ପରିବାରକୁ କ୍ଷତିପୁରଣ…

ନୀଳଗିରି :ରଥ ଯାତ୍ରା ପ୍ରସ୍ତୁତି ବୈଠକ ରେ ବାକ୍ ବିତଣ୍ଡା,ସେବାୟତଙ୍କ ଉପଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର

Posted by - June 8, 2020 865
ନୀଳଗିରି:୦ ୮/୦୬(ସୌମ୍ୟା ସାଇ ବାରିକ)ଆଜି ପୂର୍ବାହ୍ନ ରେ ଶ୍ରୀ ଜଗନ୍ନାଥ ମନ୍ଦିର ର ସେବାୟତ ଓ ପୂଜକ ମାନେ ମିଳିତ ଭାବେ,ଏକ ସ୍ମାରକ ପତ୍ର ନୀଳଗିରି ଉପଜିଲ୍ଲାପାଳ…

ବନ୍ୟା ବେଳେ ଲୋକ ଙ୍କୁ ଦେଲେ ନାହିଁ, ପରେ ବାହାରେ ପକେଇଲେ

Posted by - March 29, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଗତ ମହାବନ୍ୟା ରେ ବରୀ ବ୍ଲକ ବ୍ୟାପକ କ୍ଷତି ଗ୍ରସ୍ତ ହୋଇଥିଲା । ବରୀ ଅଞ୍ଚଳର ଲୋକ ମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା…

କନ୍ଧମାଳ ପାଇଁ ୨୫୦ କୋଟି, ବିଜୁ ଯୁବ ବାହିନୀ ଆଞ୍ଚଳିକ ଯୁବ ସମାବେଶ

Posted by - February 11, 2019 0
ଫୁଲବାଣୀ:ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ୨୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା । ମୋଟ୍ ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି ନବୀନ…

Leave a comment

Your email address will not be published.