ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରି ବ୍ଲକ ଅନ୍ତର୍ଗତ ଫୁଲୁପୁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଝିଟିପିଟି ବାହାରିବା ଖଟଣା ଓ ସେହି ଖାଦ୍ୟକୁ ଖାଇ 18ଜଣ ଶିଶୁ ବରୀ ଗୋଷ୍ଟିସ୍ୱାସ୍ତ କେନ୍ଦ୍ର ରେ ଚିକିଛିତ ଘଟଣା ବରୀ ଆଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସ୍କୁଲ ମାନଙ୍କରେ ରନ୍ଧାଯାଉଥିବା ମଧ୍ୟାହ୍ନ ଭୋଜନ ଖଦ୍ୟର ମନ ଯାଞ୍ଚ କରିବା ପାଇଁ ପ୍ରଥମେ ସ୍କୁଲ ର ଶିକ୍ଷକ କିମ୍ବା ପାଚିକା ମନେ ଖାଇ ବାର ବ୍ୟବସ୍ତା ଥିବା ବେଳେ କିନ୍ତୁ ତାହା ବରି ବ୍ଲକ ରେ ଖୋଲା ଖୋଲି ଭାବେ ଉଲଘଂନ କରା ଯାଉଛି ଯାହା ର ଜ୍ଵଳନ୍ତ ଉଦାହରଣ ଆଜି ବରି ବ୍ଲକ ଅନ୍ତର୍ଗତ ଫୁଲୁପୁର ସ୍କୁଲ ରେ ଦେଖିବାକୁ ମିଳିଛି ।
ସେହି ସ୍କୁଲ ରେ ଥିବା ପ୍ରଧାନ ଶିକ୍ଷକ ଙ୍କ ଅବହେଳା ଯୋଗୁଁ ଏହି ପରି ଆଘଟଣ ଘଟିଛି ବୋଲି ଗ୍ରାମବସି ମନେ କହିଛନ୍ତି
Facebook Notice for EU!
You need to login to view and post FB Comments!