ବୌଦ୍ଧ ଜିଲ୍ଲାପାଳଙ୍କ ଓସ୍ୱ।ନ ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସାମୁହିକ ଶପଥପାଠ ଅନୁଷ୍ଠିତ

28 0

ବୌଦ୍ଧ : (ଚିତ୍ତ ରଂଜନ ସିଂ)  ବୌଦ୍ଧ ଜିଲ୍ଲା ଜିଲ୍ଲାପାଳଙ୍କ ଅସ୍ୱାନ ସଭାଗୃହ ଠାରେ ସୋମବାର ଅତିରିକ୍ତ ଜିଲ୍ଲାପାଳ ବବିତା ରଣୀ ଦଲବେହେରାଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ବିରୋଧରେ ସାମୁହିକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସି ମାଧ୍ୟମରେ ଏହି ଶପଥ ପାଠ କରାଇ ଥିଲେ । ଏଥିରେ ଡେପୁଟି କଲେକ୍ଟର ଝରଣା ପ୍ରଧାନ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶାନ୍ତିସୁଧା ପାତ୍ର,ଅତିରିକ୍ତ ପି. ଡି. ପ୍ରତାପ ଚନ୍ଦ୍ର ପ୍ରଧାନ, ଏ. ବି. ଇ. ଓ. ଘନଶ୍ୟାମ ମେହେର, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ମିନତୀ ପତି,ସଂସ୍ଥାପନା ଅଧିକାରୀ ଝରଣା ପ୍ରଧାନ,ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ଚି ଧରୁଆ,ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରିୟ ଏକତା ଦିବସ ସମ୍ପର୍କିତ ଶପଥ ପାଠ ମଧ୍ୟ କରିଥିଲେ । ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇ ଶପଥ ପାଠ କରିଥିଲେ ।

Related Post

କୁଳୁତା ସମାଜର ସପ୍ତମ ଜିଲ୍ଲା ସ୍ତରୀୟ ମହାସଭା

Posted by - June 13, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସରସରା ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ସପ୍ତମ ଜିଲ୍ଲା ସ୍ତରୀୟ କୁଳୁତା ମହାସଭା ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ…

ଆନ୍ତଃଜିଲ୍ଲା ଏଟିଏମ୍‌ ଲୁଟେରା ଗ୍ୟାଙ୍ଗର ୩ ଗିରଫ

Posted by - January 28, 2019 0
ଯାଜପୁର: ଯାଜପୁର ଟାଉନ୍‌ ଥାନା ପୁଲିସ ଏକ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରେ ଏଟିଏମ୍ ବଦଳାଇ ଲୁଟ୍‌…

ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ସ୍ଵାଧୀନତା ଦିବସ ପାଳିତ

Posted by - August 18, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ସମାରୋହର ସହ ୭୬ ତମ ସ୍ଵାଧୀନତା ଦିବସ…

ଟିଟିଲାଗଡ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ପାଇଁ ବିକ୍ଷୋଭ ପ୍ରଦର୍ଶନ

Posted by - February 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଛାତ୍ରକ୍ରିୟାନୁଷ୍ଠାନ କମିଟି ତରଫରୁ ଚଳିତବର୍ଷର ଯୁକ୍ତଦୁଇ ବୋର୍ଡ଼ ପରୀକ୍ଷା ବାତିଲ ଦାବି ନେଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏଥିରେ…

ଲରମ୍ଭା ମହାବିଦ୍ୟାଲୟରେ ବିଶ୍ୱ ଏଡସ ଦିବସ ପାଲିତ

Posted by - December 2, 2021 0
ବରଗଡ/ଅତାବିରା:ଡିସେମ୍ବର ୧ ତାରିଖ ବୁଧବାର ଦିନ ବିଶ୍ୱ ଏଡସ ଦିବସ ଅବସରରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଲୟଠାରେ ବିଶ୍ୱ ଏଡସ ଦିବସ ପାଲିତ…