ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଆସିଲେ ଛାତ୍ରଛାତ୍ରୀ ଓ ଅବିଭାବକ

101 0

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ ) ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଆସିଲେ ଛାତ୍ରଛାତ୍ରୀ ଓ ଅବିଭାବକ। ଯାଜପୁର ପୌରପାଳିକା ଅନ୍ତର୍ଗତ ଉତ୍କଳ ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ମାନେ ଦୀର୍ଘଦିନ ହେବ ପଢିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବାରମ୍ବାର ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ  ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଅଭିବାବକ ମାନେ ଯାଜପୁର ମଙ୍ଗଳପୁର ରାସ୍ତାରେ ଧାରଣା ଦେଇଥିଲେ। ରାସ୍ତା ଅବରୋଧ ହେବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଯାଜପୁର ପୋୖରପାଳିକାର ଉପାଧ୍ୟକ୍ଷ ଆସି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

 

Related Post

ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ଗୃହ ନିର୍ମାଣ ଓ ମରାମତି ର ଟଙ୍କା ଖାଉଛି କିଏ,

Posted by - October 9, 2022 0
ଅବ୍ୟବସ୍ଥା ଭିତରେ ଚିକିତ୍ସାଳୟ ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଅସରାଏ ବର୍ଷା ରେ ବୌଦ୍ଧ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପାଣି ଗଳିବl ଏକ ଭିଡିଓ ଆଜି ଆମ କେମେରାରେ…

ଚାଷୀ ମୁଣ୍ଡ ରେ ଚଡ଼କ ଦେଲା , ଅଦିନିଆ ଲଘୁଚାପ ବର୍ଷା

Posted by - November 23, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଖପ୍ରାଖୋଲ ବ୍ଲକ ଅଞ୍ଚଳ ରେ ଆଦିନିଆ ଲଘୁଚାପ ବର୍ଷା ସୋମବାର ଦିନ ହେବରୁ ଚାଷି ମୁଣ୍ଡରେ ଚଡ଼କ ପଡ଼ିବ ସଦୃଶ୍ୟ ହୋଇଛି…

କମ ଧୂଆଁ ରେ ଏଣିକି ହେବ ରୋଷେଇ,ସମ୍ବଲପୁର ରେ ଆରମ୍ଭ ହେଲା କୋର୍ କାର୍ବନ ଚୁଲା

Posted by - July 14, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ବର୍ତ୍ତମାନ ଯୁଗରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉତ୍ତମ ପରିବେଶ ଯୋଗାଇବା ସହ ଉନ୍ନତ ମାନର ଚୁଲା ପ୍ରଦାନ ପାଇଁ ସମ୍ବଲପୁର ରେ ଆରମ୍ଭ…

ରୋଗୀଙ୍କ ଅବସ୍ଥା ଶୋଚନୀୟ,3 ମାସ ହେଲା ଡାକ୍ତର ନାହିଁ

Posted by - August 4, 2021 0
ହରଭଙ୍ଗା (ଚିତ୍ତରଂଜନସିଂ )ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଏକ ବିକାଶର ବିରଳ ଚିତ୍ର!ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ସବୁବେଳେ ପଛରେ!ଯାହାକି କହିବାକୁ ଗଲେ ସାରା ରାଜ୍ୟରେ ଓଡିଶା,…

ସାବଧାନ.. ଲକଡାଉନ କୋହଳ ହେଲା ମାତ୍ର କୋରୋନା ଯାଇନି।..ନିଶ୍ଚୟ ପଢନ୍ତୁ

Posted by - May 31, 2020 29
ଭୁବନେଶ୍ବର : ଲକ୍ଡ଼ାଉନ ୫.୦ କୁହାଯାଉ ବା ଅନଲକ୍ ୧.୦। କରୋନା ସଂକ୍ରମଣ ବୃଦ୍ଧିର ସନ୍ଧିକ୍ଷଣରେ ମୋଦୀ ସରକାର ଏବେ ଦେଶକୁ ପୁଣି ଥରେ ସ୍ବାଭାବିକତା ଆଡ଼କୁ…