Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ସୌର ଚାଳିତ ଶୀତଳ ଭଣ୍ଡାର ଉଦ୍ଘାଟନ

160 0

ମୁନିଗୁଡ଼ା : (ରମାକାନ୍ତ ପଡ଼ାଲ) ରାୟଗଡ଼। ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ ଙ୍କ କରକମଳରେ କଲ୍ୟାନସିଂହପୁର୍ ବ୍ଲକ ର ଶିକରପାଇ ଠାରେ ସୌର ଚାଳିତ ଶୀତଳ ଭଣ୍ଡାର ର ଉଦ୍ଘାଟନ ହୋଇଅଛି । ଓରମାସ୍ ଓ ଜୀବିକା ମିଶନ୍ ଦ୍ଵାରା ଗ୍ରାମାଞ୍ଚଳରେ ଗଠନ କରାଯାଇଥିବା ବିଭିନ୍ନ ଉତ୍ପାଦକ ଗୋଷ୍ଠୀ ମାନେ ପନିପରିବା ଓ ଫଳମୂଳ ଚାଷ କରୁଛନ୍ତି । ଏହି ଉତ୍ପାଦର ବିକ୍ରି ବଟା ପାଇଁ ବାଜାରୀକରଣ ର ସୁବିଧା କରାଯାଇଅଛି । ବେଳେ ବେଳେ ବିକ୍ରି ବଟା ରେ ଅସୁବିଧା ଓ ମୂଲ୍ୟ ହାସ ଦ୍ଵାରା ପନିପରିବା ବଜାରକୁ ଯାଇ ପାରୁନଥିଲା ଏହାକୁ ଦୃଷ୍ଟି ରେ ରଖି ଓରମାସ୍, ଉତ୍ପାଦକ ଗୋଷ୍ଠୀ ସମୂହ ମିଶି ସେଲକୋ ଫାଉଣ୍ଡେସନ ର ସହାୟତା ରେ ଏକ ୫ ଟନ୍ ବିଶିଷ୍ଟ ଏକ ସୌର ଚାଳିତ ଶୀତଳ ଭଣ୍ଡାର ସ୍ଥାପନ କରା ଯାଇ ଅଛି ।

ଏହା ଦ୍ଵାରା ଓରମାସ୍ ଓ ମିଶନ ଶକ୍ତି ଦ୍ଵାରା ଗଠନ କରାଯାଇଥିବା ଉତ୍ପାଦକ ଗୋଷ୍ଠୀ ମାନେ ବିଶେଷ ଉପକୃତ ହେବେ। ଏହି ଶୀତଳ ଭଣ୍ଡାର ରେ ୧୫ ରୁ ୨୦ ଦିନ ପର୍ଯନ୍ତ ପନିପରିବା ସତେଜ ରହିପାରିବ। ଯାହାଦ୍ୱାରା ଚାଷୀମାନେ ବିନା ଖର୍ଚ୍ଚ ରେ ବିଶେଷ ଉପକୃତ ହେବେ । ଆଜିର ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ବିଡିଓ କଲ୍ୟାଣସିହ୍ନପୁର ଶ୍ରୀ ତାପସ ଭୋଇ, ଡିପିଏମ ଓଲେମ ହେମନ୍ତ ବାଘ,ଡେ଼ପୁଟି ସିଇଓ ମନୋଜ କୁମାର ପାତ୍ର, ସେଲକୋ ଫାଉଣ୍ଡେସନ ର ଶ୍ରୀ କ୍ରିଷ୍ଣା, ବିପିଏମ୍ କଳ୍ପତରୁ ବେହେରା,ଓରାମସ ଏକଜୁଟିଭ ଜି. ଲକ୍ଷ୍ମଣ ଏବଂ ହର୍ଷା ଟ୍ରଷ୍ଟ ର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

Related Post

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ “ଗୀତା ଜୟନ୍ତୀ” ପାଳିତ

Posted by - December 6, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପବିତ୍ର ମାର୍ଗଶିର ଶୁକ୍ଳପକ୍ଷ ତ୍ରୟୋଦଶୀ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ…

ସୁଚରିତା ପାଇଲେ ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଏକାଡେମିକ ଏୱାଡ

Posted by - May 20, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ଜିଲ୍ଲା ପଡିଆବାହାଲ ର ଝିଅ ସୁଚରିତା ହେଲେ ନିମର ଶ୍ରେଷ୍ଟ ଶିକ୍ଷାର୍ଥୀ । ଭୁବନେଶ୍ବର ଠାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ…

ଯାଜପୁର ର ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ପଂଚୁକ ବ୍ରତ ।

Posted by - November 15, 2019 223
ଯାଜପୁର(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । ସରିଲା ଧର୍ମମାସ କାର୍ତିକ । ହବିଷିଆଳି ମାନେ କରିଥିବା ରାଇ ଦାମୋଦର ବ୍ରତ ଶେଷ ହୋଇଛି ।…

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ ସଭା

Posted by - December 1, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ବଲାଙ୍ଗିର ଜିଲ୍ଲା ର ଜଣାଶୁଣା ବରିଷ୍ଠ ସାମ୍ବାଦିକ,ସାହିତ୍ୟିକ,ସଂଗଠକ ଓ ନାଟ୍ୟକାର ସତ୍ୟନାରାୟଣ ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଥିବାବେଳେ ବୌଦ୍ଧଠାରେ ଏକ ସ୍ମୃତିଚାରଣ…

ନୂତନ ସମିତି ସଭ୍ୟ ସଭା ଗୃହ ଉଦ୍ଘାଟନ

Posted by - December 24, 2021 0
କାଶୀପୁର :(ଅଞ୍ଜନ କୁମାର ନାଏକ )ପଞ୍ଚାଚୟତ ସମିତି କାର୍ଯ୍ୟଳୟ ନିକଟରେ ନୂତନ ପଞ୍ଚାୟତ ସମିତି ସଭାଗୃହ ର ଶୁଭ ଉଦ୍ଘାଟନ ହେଇଯାଇଛି ।ଏହି ଅବସରରେ ବିଧାୟକ ଶ୍ରୀ…