ହରଭଙ୍ଗା ବ୍ଲକରେ ଗଜଲକ୍ଷ୍ମୀ ପୂଜା

75 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳ ରେ ପବିତ୍ର କୁମାର ପୁର୍ଣିମା ଅବସରରେ ବ୍ଲକ ର ହରଭଙ୍ଗା, ବାଲିସାହି, ଚାରିଛକ, କରଂଜକଟା, ଡ଼ିଆଘାଟ, ଆଣିଗଡ଼ ଆଦି ବିଭିନ୍ନ ସ୍ଥାନରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l ହରଭଙ୍ଗା କୁଲିସାହି ଠାରେ ଲକ୍ଷ୍ମୀନାରାୟଣ କ୍ଲବ ଆନୁକୂଲ୍ୟ ରେ ଏହି ପୂଜା ପାଳିତ ହେଉଛି l ଏହି ଅବସରରେ ସନ୍ଧ୍ୟାରେ ନାମ, ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ କେତେକ ମଣ୍ଡପ ନିକଟରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପୂଜା ଅନୁଷ୍ଠିତ ହୋଇପାରିନଥିଲା l ଚଳିତ ବର୍ଷ ଏହି ପୂଜା ଅନୁଷ୍ଠିତ ହୋଇଥିବାରୁ ଭକ୍ତ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି l କୁଲିସାହି ପୂଜା ମଣ୍ଡପ ରେ ହରିହର ପୁରୋହିତ ପୂଜା ପାଠ କରୁଥିବା ବେଳେ କର୍ତ୍ତା ଭାବରେ ବସୁଦ ନାୟକ, ପ୍ରଫୁଲ୍ଲ ସାହୁ, ନାରଣ ଖଡ଼ିରତ୍ନ, ପବିତ୍ର ସାହୁ, ବବୁଲୁ ଖଡ଼ିରତ୍ନ ପ୍ରମୁଖ ସହଯୋଗ କରିଥିଲେ l ଏହି ଅବସରରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ଦିଆଯାଇଥିଲା l

Related Post

କଳାହାଣ୍ଡି ରେ ରବି ଋତୁ ଧାନ କ୍ରୟ ପାଇଁ ଜିଲ୍ଲାସ୍ତରୀୟ କମିଟି ବୈଠକ

Posted by - April 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଚଳିତ ରବି ଋତୁରେ ଉତ୍ପାଦିତ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼…

ବିଶ୍ୱ ଯୁବା ଦକ୍ଷତା ଦିବସ ପାଳିତ

Posted by - July 18, 2022 0
ରାୟଗଡ। :(ରମାକାନ୍ତ ପଡାଲ) ରାୟଗଡ। ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଠାରେ ବିଶ୍ୱ ଯୁବl ଦକ୍ଷତା ଦିବସ-୨୨ ପାଳିତ ହୋଇଯାଇଛି l ଏହା ଅବସରରେ ଅତିରିକ୍ତ ଜିଲ୍ଲାପାଳ…

୭୩ତମ ବନ ମହୋତ୍ସବ ପାଳିତ

Posted by - July 2, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବନ ବିଭାଗର ଡିଆଁଘାଟ ଠାରେ ୭୩ତମ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ…

ବ୍ରଜ ପୂଜାରୀ ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା

Posted by - March 4, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀଙ୍କ ତରଫରୁ ବ୍ରଜ ପୂଜାରୀ ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା…

ଯାଜପୁର:ଶିକ୍ଷକଙ୍କ ବଦଳୀ ପ୍ରତିବାଦରେ ଛାତ୍ର ଛାତ୍ରୀଙ୍କ ଧାରଣା

Posted by - December 11, 2019 38
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପିସିବି ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ତୁଷାରକାନ୍ତ ମିଶ୍ରଙ୍କୁ ଅନ୍ୟତ୍ର ବଦଳୀ କରାଯାଇଛି । ଏହାର ପ୍ରତିବାଦ କରି…