ପାର୍ବଣ ଅବକାଶ କବିତା ପାଠୋତ୍ସବ ଓ ଶିଳ୍ପୀ ସମ୍ବଦ୍ଧନା କାଯ୍ୟକ୍ରମ

96 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ମଲ୍ଲୀକାପୁର ପଂଚାୟତସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁମାରପୂର୍ଣ୍ଣିମା ଅବସରରେ ପାର୍ବଣ ଅବକାଶ କବିତା ପାଠୋତ୍ସବ ଓ ଶିଳ୍ପୀ ସମ୍ବଦ୍ଧନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅନୀଳା ଆର୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଦାମୋଦର ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ୟୋଧନ ମଲିକ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସତ୍ୟ ନାୟକ ପ୍ରମୁଖ ଯୋଗଦେଇ ଆଧୁନିକତା ସମାଜରେ କବିତାର ସ୍ଥିତିକୁ ବଞ୍ଚାଇବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ କୋଣରୁ କବି ମାନେ ଯୋଗ ଦେଇ ସେମାନଙ୍କ କବିତା ପାଠ କରିଥିଲେ। ପରିଶେଷରେ ଅନ୍ତଜାତୀୟ ଭାସ୍କର୍ଯ୍ୟ ଶିଳ୍ପୀ ଜ୍ଞାନେଶ ମିଶ୍ର ଏବଂ ଅନ୍ତଜାତୀୟ ଜଉ ଚିତ୍ର ଶିଳ୍ପୀ କେଶୁ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related Post

“ପଏଁରୀ ତିହାର-୨୦୨୨” ପ୍ରସ୍ତୁତି ବୈଠକ,ଜାତୀୟ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ

Posted by - December 16, 2021 0
ସୋନପୁର ::(ଅଜିତ କୁମାର ପୁଝାରୀ) ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ନୁଆଁଦିଲ୍ଲୀ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ନୂଆଁଦିଲ୍ଲୀ,…

୨ ମାସ ପର୍ଯ୍ୟନ୍ତ ମାଗଣାରେ ଟିଭି ଦେଖିବେ ଲୋକେ: ଆଇବିଏଫ୍‌ କଲା ଘୋଷଣା

Posted by - March 31, 2020 521
ଭୁବନେଶ୍ୱର ୩୧।୦୩: ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ ଡାଉନ୍ । ସେଥିପାଇଁ ସମସ୍ତେ ଏବେ ଘରେ ।ଲୋକେ ଘରେ ରହି ବୋର୍‌ ନ…

ଯାଜପୁର ଜିଲ୍ଲା ବରିଷ୍ଠ ସାମ୍ୱାଦିକ ତଥା ଚଳଚ୍ଚିତ୍ର ଅଭିନେତା ହରିହର ସ୍ଵାଇଁ ଙ୍କୁ ସମ୍ବର୍ଦ୍ଧନା

Posted by - February 23, 2021 0
ଯାଜପୁର ଅଫିସ :ଯାଜପୁର ର ବରିଷ୍ଠ ସାମ୍ବାଦିକ ତଥା ଚଳଚ୍ଚିତ୍ର ଅଭିନେତା ହରିହର ସ୍ଵାଇଁ ଙ୍କୁ ଅସୁରାଲି ସ୍ଥିତ ମା ରଟନ୍ତି କାଳୀ ମହୋତ୍ସବ କମିଟି ପକ୍ଷରୁ…

ରାଉରକେଲା ଫିଲ୍ମ ଫେଷ୍ଟିଭାଲ୍‌ରେ ରେଙ୍ଗାଲି ବ୍ଳକ୍‌ର ସଫଳତା,‘ପାଠ’ ଓ ‘ଫାଶୀ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

Posted by - December 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ରାଉରକେଲା ଫିଲ୍ମ କ୍ଲବ ଓ ରାଉରକେଲା ଫିଲ୍ମ ଆସୋସିଏସନ ର ମିଳିତ ଆନୁକୂଲ୍ୟ ରେ ,ସିଭିସ ସେଣ୍ଟର ରାଉରକେଲା ଠାରେ ୫ମ ରାଉରକେଲା ଫିଲ୍ମ…

ସଙ୍ଗୀତ ଶାରଦା ଗ୍ରୁପ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭଜନ ‘ତୋ ରଥଯାତ୍ରା’ ର ଶୁଭ ଉନ୍ମୋଚନ

Posted by - May 3, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ସଙ୍ଗୀତ ଶାରଦା ଗ୍ରୁପ ର ପଞ୍ଚମ ଅର୍ଘ୍ୟ ଓଡ଼ିଆ ଭଜନ ” ତୋ ରଥଯାତ୍ରା” ଲୋକାର୍ପିତ ହୋଇଯାଇଛି।ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଧର୍ମଗଡସ୍ଥିତ…