Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଧର୍ମଗଡ଼ ସର୍ଵ ପୂରାତନ ଦୁର୍ଗା ପୂଜା ଭସାଣୀ ଉତ୍ସବ

58 0

ଧର୍ମଗଡ଼: ତା୬/୧୦/୨୨( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସର୍ବ ପୂରାତନ ଦୁର୍ଗା ଭସାଣୀ ଉତ୍ସବ ମହା ସମାରୋହରେ କରାଯାଇଛି। ମାଁ ଙ୍କ ମେଢ଼ ଦିନ ଦୁଇ ଘଣ୍ଟା ସମୟରୁ ବାହାର କରି ସହର ପରିକ୍ରମା କରି ସବୁଠାରୁ ଆକର୍ଷଣୀୟ ଥିଳା ସ୍ଥାନୀୟ ପଡ଼ାର ଘଣ୍ଟ ବାଦ୍ୟ ଏବଂ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇ ସହର ପରିକ୍ରମା କରିଥିଲେ ।

ଏହି ଅନୁଷ୍ଠାନ ର କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖି ବା ପାଇଁ ଶହ ଶହ ଲୋକ ଙ୍କ ସମାଗମ ହୋଇଥିଲା ମାଁ ଙ୍କ ମୂର୍ତ୍ତି କୁ ଭସାଇବା ପାଇଁ ଧର୍ମଗତ ରୁ ଅଠର କିମି ଜୁନାଗଡ଼ କୁ ନିଆଯାଇ ଭସାଣୀ କରାଯାଇଥିଲା

 

Related Post

୯ କୋଟିରୁ ଉର୍ଦ୍ଧ ଟଙ୍କା ର ଗଂଜେଇ ଗଛ ନଷ୍ଟ

Posted by - December 24, 2021 0
ମାଥିଲି:(ଅବଦୁଲ ଗନି)  ଗୁରୁବାର ଦିନ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆର. ଏସ.ସି.14ଓ ବୁରଡ଼ି ପୁଟ ନିକଟରେ ଥିବା…

ଜିଲ୍ଲାସ୍ତରୀୟ ବୁଦ୍ଧ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Posted by - May 7, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲ।ରେ ମହାସମାରୋହରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ…

ଆର୍ଟ ଅଫ ଲିଭିଂ ପକ୍ଷରୁ ମନମୁଣ୍ଡାଠାରେ ହେପିନେସ ଶିବିର ଉଦଘାଟିତ

Posted by - September 11, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମlଳ ବ୍ଲକ ମନମୁଣ୍ଡା RMC ଗେଷ୍ଟ ହାଉସ ଠାରେ ଆର୍ଟ ଅଫ ଲିଭିଂ ପକ୍ଷରୁ୬ ଦିନିଆଁ ଯୋଗ ଶିବିର ଉଦଘାଟିତ…

ଶଗଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Posted by - August 29, 2022 0
ବୌଦ୍ଧ:୨୯ା୮ : (ଚିତ୍ତରଂଜନସିଂ)ବୌଦ୍ଧଜିଲ୍ଲା ବୌଦ୍ଧ ବ୍ଳକର ଶଗଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ…

କାଶୀପୁର ବିଦେଶୀ ଠିପି ଖୋଲା ମଦ ଦୋକାକନରେ ଦକ୍ଷିଣାଞ୍ଚଳ ଡେପୁଟି କମିଶନରଙ୍କ ଗସ୍ତ

Posted by - October 15, 2022 0
ରାୟଗଡା ।: (ଅଞ୍ଜନ କୁମାର ନାଏକ ) ରାୟଗଡା ଜିଲ୍ଲା କାଶୀପୁର ସଦରରେ ଏକ ବିଦେଶୀ ଠିପି ଖଲା ମଦ ଦୋକାନ ରେ ଗତ କାଲି ସନ୍ଧ୍ୟା…