ବର୍ଷା ର ପ୍ରକୋପ କମିବା ପରେ ମାଁ ଦୂର୍ଗା ଙ୍କ ଦର୍ଶନ କରିବାକୁ ବାଲିପଦର ଅଞ୍ଚଳ ବାସୀଙ୍କ ମନରେ ଉଛାହ

168 0

ବୁଗୁଡ଼ା:ଲଘୁଚାପ ର ପ୍ରଭାବ ଓ ବର୍ଷା ର ପ୍ରକୋପ କମିବା ପରେ ମାଁ ଦୂର୍ଗା ଙ୍କ ରୂପ ଦର୍ଶନ କରିବାକୁ ବାଲିପଦର ତଥା ଅଞ୍ଚଳ ବାସୀ ଙ୍କ ମନରେ ଉଛାହ ଦେଖିବାକୁ ମିଳିଛି।ସନ୍ଧ୍ୟା ଆଳତି ବେଳେ ଅସଂଖ୍ୟ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା

ଏହି ସମୟରେ ବୁଗୁଡ଼ା ବ୍ଲକ ଚେୟାରମେନ ଶ୍ରୀମତୀ ପ୍ରିୟଦର୍ଶିନୀ ଅଚାରି ଓ ତାଙ୍କ ସ୍ଵାମୀ ଙ୍କ ସମେତ ପୂର୍ବତନ ସରପଞ୍ଚ ଶ୍ରୀ କୋକୋରାମ ଜେନା,ଏବଂ ବୁଗୁଡ଼ା ବ୍ଲକ ବିଜେପି ସଭାପତି ପ୍ରଭାକର ପଣ୍ଡା,ଓ ଅନ୍ୟାନ୍ୟ ବିଜ୍ଞ ବ୍ୟକ୍ତି ଉପସ୍ଥିତ ରହି ପୂଜା କମିଟି କୁ ଆଗାମୀ ବର୍ଷ ମାନଙ୍କରେ ମାଁ ଙ୍କ ପୂଜା କୁ ଆହୁରି ସରସ ସୁନ୍ଦର କରିବା ପାଇଁ ଉଛାହିତ କରି ଥିଲେ।

ଅଗଣିତ ଭକ୍ତମାନଙ୍କ ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଉଥିଲା।ପୂଜା କମିଟି ତରଫରୁ ଆକର୍ଷଣୀୟ ପୁରସ୍କାର ବିତରଣ କରିବାର ଆୟୋଜନ କରାଯାଇଥିଲା। କାକେରା ପ୍ରସାଦ ସ୍ୱରୂପ ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା।ଏହି ଭକ୍ତ ମାନଙ୍କ ସମାଗମ ଦେଖି ବଳିପଦର୍ ବାସୀ ଓ ପୂଜା କମିଟି ସଦସ୍ୟ ମାନଙ୍କ ମନରେ ଖୁସି ଦେଖିବାକୁ ମିଳିଥିଲା।

Related Post

ରାସ୍ତା କଡରେ ଛିଡା ହେଇଥିବା କାର୍ କୁ ପଛରୁ ପିଟିଲା ପିକପ୍, ଅଳ୍ପକେ ବର୍ତିଲେ ଚାଳକ

Posted by - July 13, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଗାନ୍ଧୀ ଗ୍ରାମ ନିକଟରେ ଆଜି ସକାଳେ ଗୋଟିଏ କାର୍ ସହ ପିକପ୍…

ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ

Posted by - October 28, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଠାରେ ବିଶିଷ୍ଟ ଗାଳ୍ପିକ ଡ. ରମେଶ ଚନ୍ଦ୍ର ବିଶ୍ଵାଳଙ୍କ  ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି।…

ଅଲ ଓଡିଶା ଇ:ପି:ଏଫ ପେନସନ ସଂଘର ବୈଠକ ଅନୁଷ୍ଠିତ

Posted by - November 2, 2021 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ନବରଙ୍ଗପୁର ଚାମୁରିଆଗୁଡା ମନ୍ଦିର ପ୍ରାଙ୍ଗଣରେ ଅଲ ଓଡ଼ିଶା ଇ.ପି.ଏଫ ପେନସନର୍ସ ଆସୋସିଏସନ ତରଫ ରୁ ସାଧାରଣ ବୈଠକ ଅନୁଷ୍ଠିତ ହେଇଥିଲା lଏହି…

ଅଲ୍ଟ୍ରାଟେକ୍ ତରଫରୁ ରାଜମିସ୍ତ୍ରୀ ତାଲିମ ଶିବିର

Posted by - February 26, 2022 0
କୁଡୁମୁଲୁଗୁମ୍ମା ସ୍ତିତ କଲ୍ୟାଣ ମଣ୍ଡପ ନିକଟରେ ଅଲ୍ଟ୍ରାଟେକ୍ ସିମେଣ୍ଟ ତରଫରୁ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅଲ୍ଟ୍ରାଟେକ୍ ର ଜୟପୁର…

ଟିଟିଲାଗଡ଼ରେ ସୂର୍ଯ୍ୟଙ୍କ ରୌଦ୍ରରୂପ, ଗରମ ସାଙ୍ଗକୁ ବିଦ୍ୟୁତ କାଟ ସାଜିଛି ଜନସାଧାରଣଙ୍କ ମୁଣ୍ଡ ବ୍ୟଥାର କାରଣ

Posted by - April 29, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ସାରା ଓଡ଼ିଶାରେ ଟିଟିଲାଗଡ଼ ସହର ପ୍ରସିଦ୍ଧ ଗରମ ପାଇଁ। । ପ୍ରକୃତରେ ସୂର୍ଯ୍ୟ ଦେବଙ୍କ ଯେମିତି ହୃଦୟ ଭିତରେ ସ୍ଥାନ ନେଇ ପକେଇଛି ଟିଟିଲାଗଡ…