ମେଗା ଲିଫ୍ଟ କେନାଲରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା

59 0

ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରେ ଭଣା ଡଙ୍ଗରି ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଶବ ଦେଖିବାକୁ ମିଳିଥିଲା । ଦେଖଣାହାରୀ ମାନେ କୋକସରା ପୋଲିସ ଓ ଦମକଳ ବାହିନୀ କୁ ଖବର ଦେଇଥିଲେ।

ପୋଲିସ ଦମକଳବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ ମହିଳା ଜଣକ ଜୟପାଟଣା ବ୍ଲକ ସର୍ଗିଗୁଡା ପଞ୍ଚାୟତ ସାନପୁଝାରି ଗୁଡା ଗ୍ରାମର ନୀଳ ଯାନୀ ଙ୍କ ସ୍ତ୍ରୀ ଶନିବାରି ଯାନୀ (୪୫)ବୋଲି ଚିହ୍ନଟ ହୋଇଛି । ସକାଳେ ଶୌଚ ପାଇଁ ଗାଁ ନିକଟରେ ଥିବା କେନାଲକୁ ଯାଇଥିବା ବେଳେ କେନାଲର ପ୍ରବଳ ସ୍ରୋତରେ ପଡି ପ୍ରାୟ ୩୦ କିଲୋମିଟର କେନାଲ ପାଣିରେ ଭାସିଯାଇ ମେଗାଲିଫ୍ଟ କେନାଲର ଶେଷ ମୁଣ୍ଡ ନେଗିଗୁଡା ନିକଟରେ ଥିବା ଚେନାଲ ଗେଟରେ ତାଙ୍କ ଶବ ଲାଗିଥିଲା।

କୋକସରା ପୁଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ନିଆଯାଇଥିଲା। ବ୍ୟବଚ୍ଛେଦ ପରେ ଶୁକ୍ରବାର ପରିବାରଙ୍କୁ ହସ୍ତାନ୍ତର କରିଥିବା ନେଇ ତଦନ୍ତକାରୀ ପୁଲିସ ଅଧିକାରୀ ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।

Related Post

ଜଣେ ପୋଲିସ କର୍ମଚାରୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ।

Posted by - September 12, 2019 0
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଲୋକେ।ଏଭଳି ଏକ ଲଜ୍ଜା ଜଣକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା SP ଙ୍କ…

ଗଞ୍ଜେଇ ଚୋରା ଚାଲାଣ ବେଳେ ୩୭୫ କେଜି ଗଞ୍ଜେଇ ଜବତ,ଦୁଇ ଗିରଫ

Posted by - November 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଗଞ୍ଜେଇ ଚୋରା ଚାଲାଣ ବେଳେ ୩୭୫ କେଜି ଗଞ୍ଜେଇ ଜବତ,ଦୁଇ ଗିରଫ। କୌଣସିି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜୟପାଟଣା ପୋଲିସ ଟିମ୍…

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗ୍ୟାଙ୍ଗ୍ ଗିରଫ

Posted by - July 25, 2021 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା)ଦୁଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗ୍ୟାଙ୍ଗ୍ କୁ ଯଥାକ୍ରମେ ଗାଙ୍ଗପୁର ପୋଲିସ୍ ଏବଂ ଆସ୍କା ପୋଲିସ୍…

ସିନେମା ହଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ,୩ ଗିରଫ

Posted by - January 27, 2019 0
ସାମ୍ବାଦିକକୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ପରେ ସହିଦ ନଗର ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି ।ସେମାନେ ହେଲେ ସୌମ୍ୟ ରଞ୍ଜନ ମହାପାତ୍ର, ଅନନ୍ତ ନାରାୟଣ…

ବିଳମ୍ବିତ ରାତିରେ ଗୁଳିମାଡ – ଜଣେ ଆହତ

Posted by - November 25, 2019 0
ଛେଣ୍ଡିପଦା:(ମହେଶ ଭୋମରାଜ)ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୁଳିମାଡ ହୋଇଛି । ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର…