Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

୨୦୨୪ ନିର୍ବାଚନ ପାଇଁ କଂଗେସ ଚଳ ଚଞ୍ଚଳ

81 0

ରାୟଗଡ। : (ରାମାକାନ୍ତ ପୋଡାଲ) ରାୟଗଡ଼ା ଜିଲ୍ଲା କୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଗତକାଲି ଆଗମନ ଜିଲ୍ଲା ର କଂଗ୍ରେସ କର୍ମୀ ଙ୍କ ମନରେ ଏକ ନୁଆ ଉନ୍ମାଦନା ଭରିଦେଇଚି । ବର୍ତ୍ତମାନ୍ କଂଗ୍ରେସ ଦୁର୍ବଳ ଥିବା ବେଳେ ନୂଆ ସଭାପତିଙ୍କ କର୍ଯ୍ୟଶୈଳି କିଛି ମାତ୍ରାରେ ଆଶା ଆଣିଥିବା ଜଣା ପଡ଼ୁଚି । ଗତକାଲି ଅମ୍ଲଭଟା ଛକରୁ ଜେ କେ ବାଲାଜୀ ମନ୍ଦିର ପଦଯାତ୍ରା କରି ରାୟଗଡ଼ା ସର୍କିଟ ହାଉସ୍ ପହଞ୍ଚି ଆରାମ କରିଥିଲେ , ଏବଂ ପରେ କର୍ମୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଆଲୋଚନା କରିଥିଲେ ।

 

ଏହି ସମୟରେ ରାୟଗଡ଼ା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ପଣ୍ଡା, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, ବିଧାୟକ ପ୍ରାର୍ଥୀ ଆପଲ୍ ସ୍ଵାମୀ କାଡ୍ରାକା, ଝୁନା ପଣ୍ଡା, ସୀମାଞ୍ଚଳ ଉଲ୍ଲାକା ଉପସ୍ଥିତ ଥିଲେ । ଆଜି ରାୟଗଡ଼ା ସଦମହକୁମାରେ ମାଁ ମଝିଘରିଆଣୀ ମନ୍ଦିର ଠାରୁ ପଦଯାତ୍ରା କରି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ କୁ ନ ବର୍ କାର୍ଯ୍ୟକ୍ରମ ଥିବା ସୂଚନା ରହିଛି । ଏହି ପରି ପ୍ରେଖୀରେ ପ୍ରାୟ ୫୦୦୦ ହଜାର କର୍ମୀ ଯୋଗ ଦେବେ ବୋଲି ଜିଲ୍ଲା ସଭାପତି ଶ୍ରୀ ପଣ୍ଡା କହିଛନ୍ତି ।

Related Post

କେସିଙ୍ଗା ନଗରରେ ଲାଗିବ ସିସିଟିଭି କ୍ୟାମେରା

Posted by - May 6, 2022 0
କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ସହର ମୁଖ୍ୟ ଜାତୀୟରାଜପଥ NH-୨୬ ଉପରେ ବଢିଚାଲି ଥିବା ଦୁର୍ଘଟଣା,ଟ୍ରାଫିକ ସମସ୍ଯା,ସହରରେ ଚୋରି, ବିଭିନ୍ନ ବେଆଇନ କାରବାର, ଦୃତଗତି ରେ ଚଲାଉଥିବା ଦୁଇ ଚକିଆ…

ବରୀ ଓକିଲ ସଂଘ ଆନୁକୂଲ୍ୟରେ ମଧୁବାବୁଙ୍କ ୧୭୪ତମ ଜନ୍ମ ଜୟନ୍ତୀ ପାଳିତ

Posted by - April 28, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ସକାଳ ସମୟରେ ବରୀ ଓକିଲ ସଂଘ ଆନୁକୂଲ୍ୟରେ ମଧୁବାବୁଙ୍କ ୧୭୪ତମ ଜନ୍ମ ଜୟନ୍ତୀ , ଜନସଚେତନ ଓ ସୁରକ୍ଷା ସମ୍ପର୍କ ଆଲୋଚନା ଚକ୍ର…

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ୨୧ ଜଣ ପିଲାଙ୍କ କରାଗଲା ସାମୁହିକ ବ୍ରତୋପନୟନ

Posted by - April 23, 2022 0
ଟିଟିଲାଗଡ଼  : (ସଞ୍ଜୟ କୁମାର ନାୟକ) ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୂହିକ ବ୍ରତୋପନୟନ କରାଯାଇଥାଏ। ଏହି ବର୍ଷ ମଧ୍ୟ ସମାଜର ସଭାପତି ଶ୍ରୀ ବିଶ୍ଵରାମ…

ସଜା ମିଳିଲା ଭୈରବୀ ମୁର୍ତ୍ତି ଚୋରକୁ

Posted by - January 18, 2022 0
ମାଲକାନଗିରି:(ଅବଦୁଲ ଗନି)ଗତ ଦିନରେ ପୁରୁଣାଗୁମ୍ମା ଭୈରବୀ ମନ୍ଦିରରେ ସ୍ଥାପିତ ଭୈରବୀ ଦେବୀଙ୍କ ପ୍ରସ୍ତର ମୂର୍ତ୍ତିକୁ ଗାଦିପୁଟ ଗ୍ରାମର ଏକ ଜୈନିକ ବ୍ୟକ୍ତି ଚୋରି କରି ନେଇଯାଇଥିଲା,ଯାହାକି ସମଗ୍ର…