ଅଭାବନୀୟ ଘଟଣା , ଗଣ୍ଡଗୋଳ ହୋଇ ଜଣେ ଅନ୍ୟ ଜଣଙ୍କ କାନ କାମୁଡି ଛିଣ୍ଡେଇଲା

56 0

ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ ର କଲାପଥର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା l ଗତ କାଲି ରାତି ରେ ଗାଁ ଦାଣ୍ଡ ରେ ଲାଇଟ୍ ଲିଭାକୁ ନେଇ ଦୁଇ ଯୁବକ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ଅନ୍ୟ ଜଣଙ୍କ କାନ କାମୁଡି ଛିଣ୍ଡେଇଲା l କଲାପଥର ଗାଁର ଜିବର୍ଦ୍ଧନ ଗରିଆ ଙ୍କ କାନ ଛିଣ୍ଡି ଥିବା ବେଳେ ସେହି ଗାଁ ର ଦାଶରଥି କର୍ଣ୍ଣ କାମୁଡି ଥିବା ସୂଚନା ମିଳିଛି। ଜିବର୍ଦ୍ଧନ ଙ୍କୁ ଗାଁ ଲୋକେ ସଙ୍ଗେ ସଙ୍ଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣି ଭର୍ତି କରିଥିବା ବେଳେ ବର୍ତ୍ତମାନ ଚିକିତ୍ସା ଜାରୀ ରହିଛି।

 

Related Post

୨ ଲକ୍ଷ ୮୦ ହଜାର ମୂଲ୍ୟର ୯୬ ହଜାର କେଣ୍ଡା ଧାନ ନଡ଼ା ପୋଡ଼ିଦେଲେ ଦୁର୍ବୃତ୍ତ

Posted by - March 3, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ କନଗାଁ ର ସଞ୍ଜୀବ ବେହେରା ଙ୍କ କେନ୍ଦୁଲିଫ ରେ ଫଡ଼ି ଘର ଛାତ ନିର୍ମାଣ…

ମଦ ଗଞ୍ଜେଇ ଓ ଦେହ ବେପାର କୁ ବିରୋଧ କରି ଆଜି ସ୍ଥାନୀୟବିଭିନ୍ନ ମହିଳା ସଂଘ ଏକ ଜୁଟ

Posted by - October 24, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଜାମକୁଣ୍ଡା ଲକ ପାଖରେ ଏକ ସରକାରୀ ଜାଗାରେ ବେଆଇନ ଭାବରେ ହେଉଥିବା ମଦ ଗଞ୍ଜେଇ ଓ ଦେହ ବେପାର କୁ…

ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି

Posted by - July 13, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଏହି…

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଅନୁଗୁଳ ଗସ୍ତ

Posted by - July 28, 2020 0
ଅନୁଗୁଳ:(ମହେଶ ଭୋମରାଜ)ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନଗୁଳ ଗସ୍ତ କରି ସର୍କିଟ ହାଉସ ଠାରେ କୋଭିଡ ସମ୍ପର୍କରେ ଏକ ରିଭ୍ୟୁ…

ସ୍କୁଟିକୁ ଧକ୍କା ଦେଲା ବାଇକ୍

Posted by - June 27, 2022 0
ବେଲଗୁଣ୍ଠା : (ସୁଶାନ୍ତ କୁମାର ବେହେରା ) ସନ୍ଧ୍ୟା ୭ ଘଣ୍ଟ। ତିରିଶ୍ ମିନଟ୍ ସମୟରେ ଭଂଜନଗର ପଟରୁ ଆସୁଥିବା ଏକ ସ୍କୁଟି ଯାହାର ନମ୍ବର OD32C…