ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା

38 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଜାତୀୟ କ୍ରୀଡା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣଗାରରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅବୋଲି ସୁନୀଲ ନାରାୱଣେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ସୋନପୁର ତହସିଲଦାର ନବୀନ କିଶୋର ପାଢୀ, ଜିଲ୍ଲା କ୍ରୀଡା ଅଧିକାରୀ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସନ୍ତରଣ ସଂଘର ସଭାପତି ପ୍ରଦୀପ ମହାନ୍ତି ଓ ସଂପାଦକ ଜୟନାରାୟଣ ମେଣ୍ଡେଲି ମଞ୍ଚାସୀନ ଥିବାବେଳେ ବିଦ୍ୟାଧର ମିଶ୍ର, ମନୋରଂଜନ ମିଶ୍ର ଜାତୀୟ କ୍ରୀଡା ସପ୍ତାହରେ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଭକ୍ତି ରଂଜନ ଦଳାଇ, ପ୍ରକାଶ ମେହେର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। କୋଚ ସଂଜୟ ପାଣ୍ଡେ, ହିମେନ ବାଘ, ଶ୍ୟାମ ସୁନ୍ଦର ନାଏକ ଓ ରଘୁନାଥ ଥନାପତି ରେଫରୀ ଭାବେ ମ୍ୟାଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ସନ୍ତରଣ ସଂଘର ସଂପାଦକ ଜୟ ନାରାୟଣ ମେଣ୍ଡେଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Related Post

ଜାତୀୟ ଖେଳ ଦିବସ ଅବସରରେ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ମିନି ମାରାଥନ

Posted by - August 27, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଆସନ୍ତା ଅଗଷ୍ଟ 29ତାରିଖ ଜାତୀୟ ଖେଳ ଦିବସ ଅବସରରେ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ମିନି ମାରାଥନ । ଏଥିରେ ବିଭିନ୍ନ ଜିଲ୍ଲାରୁ ଖଳାଳୀ…

ବନ୍ଧୁମିଳନ ବ୍ୟାଡମିଣ୍ଟନ ଟୁର୍ଣାମେଣ୍ଟ ଉଦଯାପିତ

Posted by - January 1, 2022 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ଅମ୍ବାଦଳା ମା ଗ୍ରାମ ଦେବତୀ ବ୍ୟାଡମିଣ୍ଟନ ପ୍ରତଷ୍ଠାନ ଦ୍ୱାରା ଆୟୋଜିତ ବନ୍ଧୁମିଳନ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଡବଲ ମ୍ୟାଚରେ ସୌମ୍ୟ ରଞ୍ଜନ ପାତ୍ରଓ…

ଟାଟା ଷ୍ଟିଲ୍ ଭୁବନେଶ୍ବର ହାଫ୍ ମାରାଥନ୍‌

Posted by - January 14, 2019 28
ନିଜକୁ ଫିଟ୍‌ ରଖିବା, ସୁସ୍ଥ ରହିବା ସହିତ ଏକ ଉନ୍ନତ ଭବିଷ୍ୟତର ପ୍ରତିଶ୍ରୁତି ରଖୁଥିବା ହାଫ୍ ମାରାଥନ୍‌ରେ ଏକାଧିକ ଅତିଥି ଆସିବା ଉଲ୍ଲେଖନୀୟ ଥିଲା। ଓଲିଉଡ୍‌ର ସଫଳ…

ଜାତୀୟ ମୁଏଥାଇ ପ୍ରତିଯୋଗିତାରେ ମେଡାଲ ଜିତିଲେ ଦେବାଶିଷ

Posted by - June 25, 2022 0
ଯାଜପୁର:୨୩/୦୬ : ମଧ୍ୟ ପ୍ରଦେଶ ରାଜ୍ୟରେ ଆୟୋଜିତ ଜାତୀୟ ମୁଏଥାଇ ଚମ୍ପିୟାନ ସିପ -୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିବା ବେଳେ ଓଡିଶା ଅଲମ୍ପିକ୍ ଆସୋସିଏସନ ଦ୍ୱାରା ସ୍ଵିକୃତିପ୍ରାପ୍ତ…

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ

Posted by - June 15, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋକସରା ବ୍ଲକ ଲଡୁଗାଁ ଅପେରା ପଡିଆ ଠାରେ ଗତ ୨୯ ତାରିଖ ରୁ ଆରମ୍ଭ ହୋଇଥିବା ଏଲ.ବି.ସି.ସି ପ୍ରୀମିୟର…