ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା

219 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଜାତୀୟ କ୍ରୀଡା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣଗାରରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅବୋଲି ସୁନୀଲ ନାରାୱଣେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ସୋନପୁର ତହସିଲଦାର ନବୀନ କିଶୋର ପାଢୀ, ଜିଲ୍ଲା କ୍ରୀଡା ଅଧିକାରୀ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସନ୍ତରଣ ସଂଘର ସଭାପତି ପ୍ରଦୀପ ମହାନ୍ତି ଓ ସଂପାଦକ ଜୟନାରାୟଣ ମେଣ୍ଡେଲି ମଞ୍ଚାସୀନ ଥିବାବେଳେ ବିଦ୍ୟାଧର ମିଶ୍ର, ମନୋରଂଜନ ମିଶ୍ର ଜାତୀୟ କ୍ରୀଡା ସପ୍ତାହରେ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଭକ୍ତି ରଂଜନ ଦଳାଇ, ପ୍ରକାଶ ମେହେର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। କୋଚ ସଂଜୟ ପାଣ୍ଡେ, ହିମେନ ବାଘ, ଶ୍ୟାମ ସୁନ୍ଦର ନାଏକ ଓ ରଘୁନାଥ ଥନାପତି ରେଫରୀ ଭାବେ ମ୍ୟାଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ସନ୍ତରଣ ସଂଘର ସଂପାଦକ ଜୟ ନାରାୟଣ ମେଣ୍ଡେଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Related Post

ଆନ୍ତ ମହାବିଦ୍ୟାଲୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଝାଡେଶ୍ୱରି କଲେଜ ବିଜୟୀ

Posted by - December 4, 2021 0
ବରଗଡ/ଅତାବିରା:ସମ୍ବଲପୁର ବିଶ୍ୱବିଦ୍ୟାଲୟ ଆନୁକୁଲ୍ୟରେ ଗତ ଚାରିଦିନ ଧରି ବରଗଡ ଜିଲ୍ଲା ଲରମ୍ଭା କଲେଜ ଠାରେ ଚାଲିଥିବା ଆନ୍ତ ମହାବିଦ୍ୟାଲୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସମାପନ ହୋଇଯାଇଛି ।ଏହାକୁ…

ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା

Posted by - December 13, 2019 0
ଭୂବନେଶ୍ୱର: ତା,(୧୧.୧୨.୧୯) ଭୂବନେଶ୍ୱରର ରଘୁନାଥପୁର ଠାରେ ଥିବା ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଏକ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି ।…

ମନ୍ମଥ ଧଳ ମେମୋରିଆଲ୍ ଆନ୍ତଃରାଜ୍ୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - February 27, 2023 0
ଯାଜପୁର:ଉଦଯାପିତ ହେଲା ଯାଜପୁର ଜିଲ୍ଲା ଦଶରଥପୁର ବିରିପଟାରେ କିଟ ଓ ବିରିପଟା ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିବା ମନ୍ମଥ ଧଳ ମେମୋରିଆଲ୍ ଆନ୍ତଃରାଜ୍ୟ ଭଲିବଲ୍…

ପ୍ରାୟ ସାତ ଦିନ ହେବ ବିଜୁଳି ନାହିଁ ହଷ୍ଟେଲ ଛାଡିଲେ କ୍ରୀଡା ଛାତ୍ର

Posted by - March 10, 2022 0
ମାଲକାନଗିରିତା:(ଅବଦୁଲ ଗନି)ବିଜୁଳି ନଥିବାରୁ ହଷ୍ଟେଲ ଛାଡିଲେ କ୍ରୀଡ଼ାଛାତ୍ର । ମାଲକାନଗିରି ଜିଲ୍ଲାର କ୍ରୀଡ଼ାଛାତ୍ରାବାସରେ ବିଜୁଳିକାଟ ସମସ୍ୟା ଦେଖିବାକୁ ମିଳିଛି। ବିଜୁଳି ବିଲ ବାକି ଥିବା ଦର୍ଶାଇ ଦୀର୍ଘ…

ପ୍ରକୃତ କ୍ରିକେଟ ପ୍ରେମୀ ଙ୍କ ହାତରେ OCA,ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନପତ୍ର ଦାଖଲ

Posted by - October 23, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି)ଓସିଏ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ । ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ ପ୍ରାଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦରେ…