ପୂର୍ବତନ ବିଧାୟକ ଙ୍କ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳ ଗ୍ରସ୍ତ, କେନ୍ଦ୍ର ସରକାର ର ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଲୋକଙ୍କ ସହ କଲେ ଆଲୋଚନା

31 0

ଖପ୍ରାଖୋଲ ୨୮/୮( ତାପସ ରଞ୍ଜନ ବେହେରା) ପାଟଣାଗଡ଼ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ l ଏହି ଅବସରରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିବା ସହ ଯୋଜନାର ସଫଳ ରୂପାୟନ ପାଇଁ କହିଥିଲେ l

ବ୍ଲକର ଲୁହାସିଂହା ପଞ୍ଚାୟତ ଗୌଡ଼ପାଲି, ଜୁରିଆ, ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହ, ତେଲେନପାଲି ପଞ୍ଚାୟତ ଯମୁନାପାଲି ,ଟଙ୍କପାଣି ପଞ୍ଚାୟତ ସୁନାମୁଦୀ ,କରୁଆଁଝର ପଞ୍ଚାୟତ ମସିଣା ଗାଁ ଗସ୍ତ କରିଥିଲେ l ଗସ୍ତ ଅବସରରେ ପଥପ୍ରାନ୍ତ ସଭା ସହ ଦଳୀୟ ସଂଗଠନ ସୁଦୃଢ ଉପରେ ବିଜେପି ଶକ୍ତିକେନ୍ଦ୍ର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ l

ଏହି ଅବସରରେ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ, ଖପ୍ରାଖୋଲ ମଣ୍ଡଳ ସଭାପତି ଦେବକାନ୍ତ ପାଣିଗ୍ରାହୀ, ଲାଠୋର ମଣ୍ଡଳ ସଭାପତି ଶଶୀ ପୁଝାରୀ, ପୂର୍ବତନ ଜିଲ୍ଲା ପରିଷଦ ବିପ୍ର ବିଶି, ବାବାଜୀ ମେହେର, ସତ୍ୟାନନ୍ଦ ସେନ୍ଦ୍ରୀଆ, କର୍ଣ୍ଣ ସିଂ ଠାକୁର, ମଧୁ ବରିହା, ଦଶରଥ ପାଣିଗ୍ରାହୀ, କାଶୀନାଥ ମେହେର ପ୍ରମୁଖ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ l

Related Post

ଦୀର୍ଘ ଚାଳିଶ ବର୍ଷ ଅପେକ୍ଷା ପରେ ନୂତନ ବସଷ୍ଟାଣ୍ଡ ର ଭୂମି ପୂଜା

Posted by - December 17, 2021 0
ମାଥିଲି:(ଅବଦୁଲ ଗନି) ତା 16/12/21ରିଖ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ ରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହୋଇ ଥିବା ସ୍ଥଳେ ମାଥିଲି ଠାରେ ବସଷ୍ଟାଣ୍ଡ ନ ଥିବାରୁ…

ହରଭଙ୍ଗାରେ ମା ସରସ୍ବତୀ ପୂଜା ଅନୁଷ୍ଠିତ

Posted by - February 5, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ସମଗ୍ର ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ମା’ସରସ୍ବତୀ ଦେଵୀ ଙ୍କୁ ପୂଜା ଅର୍ଚନା କରାଯାଇଥିଲା। କୋଭିଡ…

ତିନି ଜିଲ୍ଲା ର ପ୍ରସିଦ୍ଧ ବାହୁଡ଼ା ଯାତ୍ରା:- ଅମ୍ବାଦଳା ସହର ର ଦଧିବାମନ ମହାପ୍ରଭୁଙ୍କ ଯାତ୍ରା

Posted by - July 9, 2022 0
ମୁନିଗୁଡା:(ରାମାକାନ୍ତ ପୋଢାଲ) ଅମ୍ବାଦଳା ସହର ର ପ୍ରସିଦ୍ଧ ପବିତ୍ର ବାହୁଡ଼ା ଯାତ୍ରା ଆଜି ମହାପ୍ରଭୁ ଦଧିବାମନ ଭକ୍ତ ମାନଙ୍କ ସହ ଗୁଣ୍ଡିଚା ମନ୍ଦିର ରୁ ବାହାରି ନିଜ…

ଆଦୀବାସ ଉନ୍ନୟନ କ୍ଯାବିନେଟ ଆଇନ ମନ୍ତୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁନିଗୁଡା ବ୍ଲକ ଗସ୍ତ

Posted by - August 27, 2022 0
ମୁନିଗୁଡା : (ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆଦୀବାସୀ ହରିଜନ ଓ ପଛୁଆବର୍ଗ ତଥା ଆଇନ ମନ୍ତୀ ଶ୍ରୀଯୁକ୍ତ…

ଝସକେତନ ବଘାର ନୂତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲ ପରିଷଦ ଉପାଧ୍ୟକ୍ଷ ପଦରେ ଆଜି ବିଜେଡିର ଝସକେତନ ବଘାର ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ…