Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଶ୍ରମ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ

36 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଠାରେ ଥିବା ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ଭାଗିରଥି ଖର୍ସେଲ ୨୦ ହଜାର ଟଙ୍କା ଲାଞ୍ଚମାଗୁଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ସୁଚନା ଅନୁସାରେ ସମ୍ବଲପୁର ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରୁଥିବା ଭାଗିରଥି ଜଣେ ଠିକାଦାର ପ୍ରଦିପ କୁମାର ସିଂ ଙ୍କ ଲେବର ଠିକା ଲାଇସେନ୍ସ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ।

ଏନେଇ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଆଦିତ୍ୟ କୁମାର ଘୋଷ ନାମକ ଜଣେ ବ୍ୟକ୍ତି ଲିଖିତ ଅଭିଯୋଗ କରିବା ପରେ ଆଜି ଭିଜିଲାନ୍ସ ର ଏକ ଟିମ ଲାଞ୍ଚ ନେଉଥିବା ସମୟରେ ଭାଗିରଥି ଖର୍ସେଲ ଙ୍କୁ ୨୦ ହଜାର ଲାଞ୍ଚ ଟଙ୍କା ସହ ଧରିଛନ୍ତି । ଏନେଇ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟ କୁ ନେଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Related Post

ବାହାର ରାଜ୍ୟରୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ-ଯାଜପୁର ଜିଲ୍ଲା ପ୍ରଶାସନ

Posted by - April 26, 2020 0
ଭୁବନେଶ୍ବର: ୨୬ା୪ : କରୋନା ମହାମାରୀ (ଉଙଠଓଊ-୧୯) ଭଳି ମାରାତ୍ମକ ଦୁର୍ବିପାକର ସଠିକ୍ ମୁକାବିଲା ନିମନ୍ତେ :ଯାଜପୁର ଜିଲ୍ଲାପାଳ ଶ୍ରୀ ରଂଜନ କୁମାର ଦାସ ରାଜ୍ୟ ସରକାରଙ୍କ…

କମିସନରେଟ ପୋଲିସର “ଦାଦାବଟିକୁ ନା” କାର୍ଯ୍ୟକ୍ରମ

Posted by - October 21, 2020 0
ଭୁବନେଶ୍ବର:“ଦାଦାବଟିକୁ ନା” ମିଶନ ଆରମ୍ଭ କରିଛି କମିସିନେରେଟ ପୋଲିସ । ଦ୍ବୈତ ନଗରୀକୁ ଦାଦାବଟି ମୁକ୍ତ ଉଦେଶ୍ୟରେ  ଆରମ୍ଭ ହୋଇଥିବାଏହି ନୂଆ କାର୍ଯ୍ୟକ୍ରମ ରେ ଏକ ସ୍ବତନ୍ତ୍ର…

ହାରିଯିବା ଭୟରେ ନିର୍ବାଚନୀ ହିଂସା କରୁଛି ବିଜେପି: ପ୍ରଣବ ପ୍ରକାଶ ଦାସ

Posted by - February 16, 2022 0
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବିଜେପି ଦଳର ହିଂସା ଓ ଅରାଜକତାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି ବିଜେଡି…

ଭବାନୀପାଟଣା ଠାରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ

Posted by - April 26, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଜିଲ୍ଲା ଭବାନୀପାଟଣା ସ୍ଥିତ ସ୍ଥାନୀୟ ଡି ଆର୍ ଡି ଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦଥ ଅଧ୍ୟକ୍ଷ ଶ୍ରୀ…

ସମ୍ୱଲପୁର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ବୁଢ଼ାରଜା ପାହାଡ଼ରେ ବ୍ରୁକ୍ଷ ମାନଙ୍କୁ ରକ୍ଷାବନ୍ଧନ କାର୍ଯ୍ଯକ୍ରମ ଅନୁଷ୍ଠିତ

Posted by - August 10, 2022 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ) ସବୁଜ ବ୍ରୁକ୍ଷରାଜି ପରିବେଷ୍ଟିତ ପ୍ରାକ୍ରୁତିକ ସୌନ୍ଦର୍ଯ୍ଯରେ ଭରପୁର ଐତିହାସିକ ବୁଢ଼ାରଜା ପାହାଡ଼ ସମ୍ୱଲପୁରର ଫୁସ୍’ଫୁସ୍ ଭାବରେ ସୁପରିଚିତ । ପ୍ରତିବର୍ଷ ଭଳି ଚଳିତ ବର୍ଷ…