Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସ୍ୱାଧୀନତା ଦିବସରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳାହାଣ୍ଡିର ୫ ସ୍ଥାନରେ ଦେଶାତ୍ମବୋଧକ କବିତା ପାଠୋତ୍ସଵ

31 0

ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସହିତ୍ୟି ଏକାଡେମୀ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୫ ଗୋଟି ସ୍ଥାନ ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, କେସିଙ୍ଗା ଓ ଥୁ. ରାମପୁର ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସଵ ଅୟୋଜିତ ହୋଇଥିଲା। ଭବାନୀପାଟଣାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମର ଆୟୋଜକ ଡ଼ ପଲ୍ଲିଶ୍ରୀ ପଟ୍ଟନାୟକ ଓ ସଂଯୋଜକ ସତ୍ୟନାରାୟଣ ମୁଣ୍ଡଛିନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଦେଶାତ୍ମବୋଧକ କବିତା ପାଠୋତ୍ସଵ ରେ ଭବାନୀପାଟଣାର ୨୦ ଜଣ ନିମନ୍ତ୍ରିତ କବି ସ୍ଵରଚିତ ଦେଶାତ୍ମବୋଧକ କବିତା ଆବୃତ୍ତି କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ୨୫ ଟି ଜିଲ୍ଲାରେ ୧୨୫ ଟି ସ୍ଥାନରେ ୨୫୦୦ କବିଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠୋତ୍ସଵ ଅୟୋଜିତ ହୋଇଥିଲା ଯାହାକି ଦେଶରେ ପ୍ରଥମ ଓ ଅଭିନଵ ଢଙ୍ଗରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା।

Related Post

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଡଃ ବି.ଆର. ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ.

Posted by - April 15, 2022 0
ବୌଦ୍ଧ :(ଚିତ୍ତରଂଜନସିଂ) ଡଃ ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସକାଳ ୭ ଘଟିକା ସମୟରେ ଏଲ.ଆଇ.ସି. କଲୋନୀ ସ୍ଥିତ ଗାଈଗୋଠ…

ଗାଧୋଇବାକୁ ଯାଇ ନାଳରେ ବୁଡ଼ି ୧ ମୃତ

Posted by - December 16, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ଥାନା ଅନ୍ତର୍ଗତ ସଙ୍କୁଲୋଇ ଗ୍ରାମ ପଂଚାୟତର ବରଝୁଲି ଗ୍ରାମର ଧର୍ମୁ ପ୍ରଧାନ( ୬୦) ଗ୍ରାମ ନିକଟରେ ଥିବା ଶଗଡିଆ ନାଳ କୁ ଆଜି…

ଆମ ଗାଁ ଆମ ତହସିଲ ଦ୍ୱାରା ପଟ୍ଟା ବଣ୍ଟନ ଓ ଜମି ଜମା ର ସମାଧାନ

Posted by - December 30, 2021 0
ମାଥିଲି:(ଅବଦୁଲ ଗନି)ବୁଧବାର ଦିନ ମାଲକାନଗିରି ଜିଲ୍ଲା ମାଥିଲି ତହସିଲ ଅନ୍ତର୍ଗତ କିଆଙ୍ଗ ଆର. ଆଇ. ସର୍କଲ ର କର୍ତ୍ତନ ପାଲି ଓ କିଆଙ୍ଗ ଗ୍ରାମ ପଂଚାୟତ ରେ…

ସିଆରପିଏଫ ଯବାନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 25, 2021 0
ମୁନିଗୁଡ଼ା:(ରମାକାନ୍ତ ପଢା଼ଳ)ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପାତାଳେଶ୍ୱର ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ ମିଶନ ଅଭିଯାନ ରେ ବ୍ଲକ ପ୍ରଶାସନ ଏବଂ ଯବାନ…

ବାପଘରେ ବିବାହିତା ମହିଳାଙ୍କ ମୃତ୍ୟୁ, ଥାନାରେ ଅଭିଯୋଗ କଲେ ସ୍ଵାମୀ

Posted by - July 18, 2021 0
ବୌଦ୍ଧ:୧୮/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ଫୁଲଝରି ଗ୍ରାମରେ ବାପଘରକୁ ବୁଲି ଆସିଥିବା ଜଣେ ବିବାହିତା ମହିଳା ଗତ ବୁଧବାର ସନ୍ଧେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି…