Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଆଜାଦି କା ଅମୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା ଦିବସ ରାୟଗଡ଼ା ଜିଲ୍ଲା ଚାଟିକଣା ପଞ୍ଚାୟତ ଅଞ୍ଚଳରେ ପାଳିତ

27 0

ରାୟଗଡ଼ା:(ରମାକାନ୍ତ ପଡାଲ) ସ୍ବାଧୀନତା ର ପଞ୍ଚସ୍ତରୀ ବର୍ଷ ପୁରଣ,ଆଜାଦି କା ଅମୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା ଦିବସ ରାୟଗଡ଼ା ଜିଲ୍ଲା, ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ଓପିଲିପି କାର୍ଯ୍ୟାଳୟ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସରସ୍ଵତୀ ଶିଶୁ ମନ୍ଦିର, ନିୟମଗିରି ଉଚ୍ଚ ବିଦ୍ୟାଳୟ ରେଲୱେ ପ୍ରାଥମିକ ବିଦ୍ୟାଳୟ ଠାରେ ବିଧିମୂତାବକ ଠିକ୍ ସମୟରେ ପତାକା ଉତ୍ତୋଳନ ପୂର୍ବକ ସ୍ବାଧୀନତା ଦିବସ ପାଳନ ହୋଇଛି।

ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ମହାପୁରୁଷଙ୍କ ବେଶରେ ସଜ୍ଜିତ ହୋଇଥିବା ଦେଖାଯାଇଥିଲା। ନିକଟସ୍ଥ ବାରିଗୁଡା ଗ୍ରାମବାସୀ ଆଜି ପରି ପବିତ୍ର ଦିନରେ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର କୁ ଜମି ପ୍ରଦାନ କରି ମହାନୁଭବତାର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଯାହା ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି।ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆଧାରରେ ଅଞ୍ଚଳର ପ୍ରତ୍ୟେକ ଘରେ ପବିତ୍ର ଜାତୀୟ ପତାକା ଲଗାଯାଇ ପ୍ରତ୍ୟେକ ବ୍ୟକ୍ତି ଜାତୀୟତା ଭାବରେ ଦୃଷ୍ଟାନ୍ତ ପ୍ରଦର୍ଶନ କରିଛନ୍ତି।

Related Post

ବିପଯ୍ୟୟ ପରିଚାଳନା ତାଲିମ୍ ଶିବିର

Posted by - July 22, 2021 0
ବୌଦ୍ଧ:୨୧/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ହାଇସ୍ଲୁଲ୍ ଠାରେ ବୌଦ୍ଧଜିଲ୍ଲା ବିପଯ୍ୟୟ ପରିଚାଳନା ପକ୍ଷରୁ ଗୋଷ୍ଠିସହଭାଗିତା ତାଲିମ୍ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାଯ୍ୟକ୍ରମରେ ବୌଦ୍ଧଜିଲ୍ଲା ବିପଯ୍ୟୟ…

ସିନ୍ଧେକେଲା ଥାନାରେ ନୂଆ ଥାନା ଅଧିକାରୀ ଙ୍କ ଯୋଗଦାନ

Posted by - December 16, 2021 0
ବଙ୍ଗୋମୁଣ୍ଡା: ତା୧୬/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନାରେ ନୂଆ ଅଧିକାରୀ ଭାବେ ବୁଧବାର ଆଲୋକ ବେହେରା ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ…

ବିପଦ କୁ ନିମନ୍ତ୍ରଣ କରୁଛି ଆର.ସି.ଏଲ ଠିକାଦାର ସଂସ୍ଥା

Posted by - May 14, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝି) କଳାହାଣ୍ଡି ଜିଲ୍ଲା ବଳଦୀଆମାଳ ଠାରୁ ସନ୍ଧିକୁଲିଆରୀ ଏନ॰ଏଚ ରାସ୍ତା ତିଆରି ହେଉଥିବା ଏହି ରାସ୍ତା ଉପରେ ହଜାର ହଜାର ଲୋକ ଯାତାୟାତ…

କେସିଙ୍ଗାରେ ପ୍ରାଥମିକ ଚକ୍ଷୁ ପରିକ୍ଷା କେନ୍ଦ୍ର ଉଦଘାଟନ

Posted by - May 24, 2022 0
କେସିଙ୍ଗା :(ପୀତେଶ ପଟେଲ) କେସିଙ୍ଗାରେ ପ୍ରାଥମିକ ଚକ୍ଷୁ ପରିକ୍ଷା କେନ୍ଦ୍ର ଉଦଘାଟନ । ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଏନ,ଏ,ସି ଅଧ୍ୟକ୍ଷ ନୃପରାଜ ଯାଦବ ଙ୍କୁ ଆମନ୍ତ୍ରିତ…