Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ମୁନିଗୁଡା ବଗିଚା ସାହିରେ ଆଜି ଧୂମ ଧାମରେ ପାଳିତ ହେଉଛି ସନ୍ତୋଷୀ ମାତାଙ୍କ ଜନ୍ମ ଉତ୍ସବ

48 0

ରାୟଗଡ଼ା:(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ସଦର ମହକୁମା ଵଗିଚା ସାହିରେ ମାତା ସନ୍ତୋଷୀ ଦେଵୀଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ଏହି ଉତ୍ସବ ଗତ କାଲିଠାରୁ ଆରମ୍ଭ ହୋଇ ଶନିବାର ଦିନ ପୂର୍ଣ୍ଣାହୁତୀ କରାଯିବ ଵୋଲି କମିଟି ତରଫରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ବଗିଚା ସାହି ଧର୍ମ ନିଷ୍ଠାପର ଓ ଭକ୍ତି ଭାବ ହୋଇ ଉଠିଛି, ସାହିକୁ ଆମିଶ ଓ ମାଦକ ଦ୍ରବ୍ୟ ଆଦିକୁ,ଉତ୍ସବ ସରିବା ପର୍ଯ୍ୟନ୍ତ ସମସ୍ତଙ୍କୁ ବାରଣ କରାଯାଇଛି।

ଗତକାଲି ସକାଳ ପ୍ରାୟ ୯ ଘଟିକା ପରେ ସମସ୍ତ ଘରର ଝିଅ ଵୋହୁମାନେ ନିଷ୍ଠାପର ଭାଵେ ରହି କଳସ ଧରି ଯାତ୍ରାରେ ଯାଇ ଥିଲେ ଏବଂ ଜଳଧରି ମାଙ୍କ ଜନ୍ମ ଉତ୍ସବ ପିଠକୁ ଆଣିଥିଲେ। ସେଠାରେ ପୁଜକ ତାଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଆଜି ମା ସନ୍ତୋଷୀ ମାତାଙ୍କ ଜନ୍ମ ଉତ୍ସବ କରାଯାଇ ପୂଜାର୍ଚ୍ଚନା ହୋମ ଯଜ୍ଞ ଆଦି ନିତିନିୟମ ଅନୁସାରେ କରାଯାଉଥିବା ଵେଳେ ଵର୍ଷାକୁ ଖାତିରୀ ନକରି ଶହଶହ ମହିଳାଓ ପୁରୁଷ ଭକ୍ତ ମାଙ୍କ ଜନ୍ମ ଉତ୍ସବ ପିଠରେ ଭକ୍ତି ଭରା ମନରେ ଜମାହେଉଥିବା ଦେଖିବାକୁ ମିଳିଛି। ବିଶେଷକରି ମହିଳାମାନେ ଅଧିକ ପରିମାଣରେ ଉପସ୍ଥିତ ରହି ଜନ୍ମ ଉତ୍ସବରେ ସହଯୋଗ କରୁଛନ୍ତି।

Related Post

ଯାଜପୁର ଜିଲାରେ ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ

Posted by - February 8, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ । ଜିଲାର ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ରାସ୍ତାରେ…

ପିଇବା ପାଣି ଟୋପାଏ ପାଇଁ ହନ୍ତ ସନ୍ତ ଛତ୍ରଙ୍ଗ ଗ୍ରାମବାସୀ

Posted by - November 10, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ରାଜ୍ୟ ସରକାର ଲୋକଙ୍କ ପିଇବା ପାଣି ପାଈଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ପାଖକୁ ଯୋଗାଉଛନ୍ତି ପାଣି…

ବ୍ରାହ୍ମଣୀ ଗାଁ ରେ ହାତୀ ଆତଙ୍କ ଭାଙ୍ଗିଲା ଦୁଇ ଘର , ଫସଲ ନଷ୍ଟ

Posted by - September 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗାଁ ରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗନ୍ଧମାର୍ଦ୍ଦନ ପାହାଡ଼…

ଅମିଲିପାଲି ଠାରେ ବିଦ୍ୟୁତ ତାର ଲାଗି ହାତୀ ମୃତ

Posted by - November 9, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ବ୍ଳକର ଆମିଲିପାନି ଠାରେ ବିଦ୍ୟୁତ ତାର ଲାଗି ଆଜି ଭୋର ସକାଳୁ ମାଇ ହାତୀର ମୃତ। ଖବର…