Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସମ୍ବଲପୁରରେ ଗଙ୍ଗାଧର ମେହେର ଜୟନ୍ତୀ

13 0

ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଆଜି ସମ୍ବଲପୁର ଠାରେ ପାଳିତ ହୋଇଯାଇଛି । ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତି ଉପଳକ୍ଷେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସ୍ୱଭାବ କବି ଗଙ୍ଗାଧର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଏଥିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୂଳପତି, ଛାତ୍ରଛାତ୍ରୀ, ଓଡିଶା ସାଂସ୍କୁତିକ ସମାଜର ସବୁ ସଭ୍ୟ ଙ୍କ ସମେତ ସମ୍ବଲପୁର ମେହେର ଭୁଲିଆ ସମାଜର ପ୍ରତିନିଧି ମାନେ ମାଲ୍ୟାର୍ପଣ କରିବା ସହ ସ୍ୱଭାବ କବିଙ୍କ କାଳଜୟୀ କବିତା ଗୁଡିକ ମାଲ୍ୟାର୍ପଣ ସମୟରେ ଆବୄତି କରି କବି ଗଙ୍ଗାଧର ଙ୍କ ଜୟନ୍ତୀ ରେ କବି ଙ୍କ ସୄତିଚାରଣ କରିଥିଲେ ।

ଏଥିସହ ସ୍ୱଭାବ କବି ଙ୍କ ଜୟନ୍ତୀ ପାଳନ ରେ ସମ୍ବଲପୁର ମେହେର ଭୁଲିଆ ସମାଜର ସବୁ ପ୍ରତିନିଧି ମାନେ ସ୍ୱତନ୍ତ୍ର ଭାବରେ କବି ଗଙ୍ଗାଧର ଫଟୋ ଚିତ୍ର ସୁସଜ୍ଜିତ ଥିବା ଗାଡି ସହ ସୋଭାଯାତ୍ରା ରେ ସହର ପରିକ୍ରମା କରି ସ୍ୱଭାବ କବି ଙ୍କ ଗାଥା କୁ ମିଳିତ ଭାବରେ ପ୍ରଚାର କରିଥିଲେ ।

Related Post

ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବୀରେ କଂଗ୍ରେସ୍ ଦଳ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

Posted by - November 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ମମିତା ମେହେର ଙ୍କୁ ନ୍ୟାୟ ପ୍ରଦାନ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବୀ ନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ ତରଫରୁ…

ମନରେଗା ଯୋଜନାରେ ଦୁର୍ନତୀ, ଚାରିଜଣ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

Posted by - December 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପ୍ରଶାସନିକ ଅବହେଳା ଓ ରାଜନୈତିକ ହସ୍ତକ୍ଷେପ ଯୋଗୁଁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସରକାରୀ ବିଭାଗ ରେ ଦୁର୍ନତୀ ଆକାଶ ଛୁଆଁ ହୋଇଛି। ବିଶେଷକରି…

ଜୁଣଭଦ୍ରାରେ ଅସ୍ଥାୟୀ ପଟାପୋଲ ନିର୍ମାଣ ପାଇଁ ଦାବି

Posted by - June 1, 2021 0
ଯାଜପୁର: ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତସ୍ଥିତ ବଲଭଦ୍ରପୁର ଗ୍ରାମକୁ ସଂଲଗ୍ନ କରୁଥିବା ଜୁଣଭଦ୍ରା ପୋଲର ମରାମତି ଅବ୍ୟବହିତ ପୂର୍ବରୁ ବାତ୍ୟା “ୟାସ” ସହ ଉପର…

ସାଂସଦ ନିରଞ୍ଜନ ବିସି ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି ଏସସି କର୍ମଚାରୀ ସଂଘ ର ଉପଦେଷ୍ଟା

Posted by - August 21, 2022 0
ସମ୍ବଲପୁର ;(ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର କୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିସି ଙ୍କ ଗସ୍ତ ଅବସରରେ ତାଙ୍କୁ ସମ୍ବଲପୁର ସାର୍କିଟ ହାଉସ ଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ…

ଆଗାମୀ ସମବାୟ ନିର୍ବାଚନକୁ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ

Posted by - May 17, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆସନ୍ତା ଜୁନ୍ ୧୯ ଓ ୨୬ ରେ ୨ ଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ହେବ। ଏ ସମ୍ପର୍କରେ ଦଳର…