Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଯାଜପୁର ଟାଉନସ୍ଥିତ ବିରଜା କଲ୍ୟାଣମଣ୍ଡପରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

402 0

ଯାଜପୁର ଟାଉନ: (ଆନନ୍ଦ ଚଦ୍ର ସାହୁ)   ଯାଜପୁର ଟାଉନସ୍ଥିତ ବିରଜା କଲ୍ୟାଣମଣ୍ଡପରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ଯୋଗଦେଇ କାଶ୍ମୀରରେ ୩୭୦ଧାରା ଉଛେଦକୁ ଭାରତ ବର୍ଷର କୋଣ ଅନୁକଣରେ ଲୋକେ ସ୍ୱାଗତ କରିଛନ୍ତି । ୩୭୦ଧାରା ଉଛେଦ ଫଳରେ ଭାରତରେ ଦେଖାଦେଇଥିବା ଆତଙ୍କବାଦ ଦମନ ହେବାରେ ସହୟକ ହୋଇଛି । କାଶ୍ମୀରରେ ଧିରେ ଧିରେ ସ୍ୱାଭାବିକ ଅବସ୍ଥା ଫେରି ଆସୁଛି । ମୋଦିଙ୍କ ଏହି ପଦକ୍ଷେପକୁ ଭାରତବର୍ଷରେ ବିପୁଳ ଜନସମର୍ଥନ
ମିଳିଥିବାରୁ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ବାର୍ତାକୁ ଘରେ ଘରେ ପହଁଚାଇବା ଲାଗି ଉପସ୍ଥିତ ବୁଦ୍ଧିଜୀବୀ ଓ ବିଜେପି କର୍ମୀଙ୍କୁ ପରାମର୍ଶର୍ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିକେପି ନେତା ଅମିୟକାନ୍ତ ମଲିକ,ସୁକିନ୍ଦା ନିର୍ବାଚନ
ମଣ୍ଡଳୀ ର ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳାର ରମେଶ ଚନ୍ଦ୍ର ପରିଡା,ବିଂଝାରପୁର ନିର୍ବାଚନ ମଣ୍ଡଳୀର ବବିତା ମଲିକ ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ଏହି
ପଦକ୍ଷେପକୁ ସ୍ୱାଗତ କରିବା ସହ ଏହାର ସୁୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ
କହିଥିଲେ । ଏଥିରେ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ବିଜେପି କର୍ମୀ ଯୋଗଦେଇଥିଲେ ।

Facebook Notice for EU! You need to login to view and post FB Comments!

Related Post

ଭାଇରାଲ ହୋଇଥିବା ଭିଡିଓ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଲେ ପ୍ରମିଳା ମଲ୍ଲିକ

Posted by - February 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ନିର୍ବାଚନ ପ୍ରଚାର ସମୟ ରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଭୋଟରଙ୍କୁ ପ୍ରଭାବିତ କରିବା ନେଇ ଭାଇରାଲ ହୋଇଥିବା ଭିଡିଓ ସମ୍ପର୍କରେ…

ସୁବର୍ଣ୍ଣପୁର ଜିଲ୍ଲାରେ କଂଗ୍ରେସ ର ଧାରଣା

Posted by - July 8, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ସାରା ଦେଶରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଜିଲ୍ଲା କଂଗ୍ରେସ…

ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

Posted by - June 22, 2020 0
ଯାଜପୁର ତା୧୯/୬(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା କମିଟି ତରଫରୁ ଏ.ଆ.ସି.ସି.ର ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା…

ତୃତୀୟ ଦିବସରେ ହରଭଙ୍ଗା ୨୫ ସରପଞ୍ଚ, ୨୦ ସମିତିସଭ୍ୟ, ୧୬୪ୱାର୍ଡ ମେମ୍ବର ପ୍ରାଥୀପତ୍ର ଦାଖଲ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆସନ୍ତା ପଂଚାୟତ ନିର୍ବାଚନରେ ହରଭଙ୍ଗା ବ୍ଲକରେ ମୋଟ ୯୪, ୮୬୭ ଜଣ ଭୋଟ ଦାତା ମତଦାନ କରିବେ । ଆସନ୍ତା ଫେବୃଆରୀ ୨୦ତାରିଖ ଦିନ…

ବୌଦ୍ଧ ଜିଲ୍ଲା ବିଜେଡି ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଟିତ

Posted by - November 29, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ) ବିରନରସିଂହପୁର ନର୍ସରୀ ଠାରେ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ବିଜେଡି କର୍ମୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା l…

Leave a comment

Your email address will not be published.