Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଜିଲାର ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ଡାଏଟ(ଖାଦ୍ୟ) ଯୋଜନାର ଶୁଭାରମ୍ଭ

31 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ରୋଗୀମାନଙ୍କ ପାଇଁ ବିଶ୍ୱ ଭୈରବୀ ମାତା ମହିଳା ସହାୟକ ସଂଘ ଦ୍ୱାରା ରୋଗୀମାନଙ୍କ ପାଇଁ ଖାଦ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ମେଡିକାଲ ଅଫିସର ଡା.ଏସ.ସ୍ୱାଇଁ,ଡା, ଚିନ୍ମୟ ମିଶ୍ର, ସିଡିପିଓ ନିରୁପମା ପାଣି,ପ୍ରୋଗ୍ରାମ କୋଅର୍ଡିନେଟର ପଲ୍ଲବୀ ମଙ୍ଗରାଜ,ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା,ମିଶନ ଶକ୍ତିି କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଳଆଡେଣୀଗଡଠାରେ ମେଡିକାଲ ଅଫିସର ଡା.ଏସ.ସ୍ୱାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆଡେଣୀଗଡର ମା ବରାଳୀ ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳନା କରାଯିବ ।

Related Post

ବିଦ୍ୟୁତ ଏସଡିଓ ବିନାୟକ ରାଉତଙ୍କ ଯୋଗଦାନର ଏକ ମାସ ଭିତରେ ୪.୫ ଲକ୍ଷ ଟଙ୍କାର ଜୋରିମାନା ଆଦାୟ

Posted by - July 16, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସବଡିଭିଜନକୁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଏସଡିଓ ବିନାୟକ ରାଉତ। ସେ ଆସିବା ଦିନଠାରୁ ଚୋରାରେ ବିଦ୍ୟୁତ ଯାଳୁଥବା ଲୋକଙ୍କ ବିରୁଦ୍ଧରେ…

ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା; ୨ଗୁରୁତର

Posted by - June 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ପାଖେଇ ଆସୁଛି ସାବିତ୍ରୀ ଅମାବାସ୍ୟା।ତେଣୁ ଏହାର ପ୍ରସ୍ତୁତି କୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର।ଏଭଳି ସମୟରେ ସୋମବାର ତାରସିଙ୍ଗି…

ଜୟପାଟଣା ରେ ସାରସ୍ଵତ ଆଶର

Posted by - November 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଜୟପାଟଣା ଚଞ୍ଚରାପଡ ସ୍ଥିତ ଓଁକାରେଶ୍ଵର ଶିବ ମନ୍ଦିର ଠାରେ ଜୟପାଟଣା ସାହିତ୍ୟ ସାଂସଦ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ସାରସ୍ଵତ ଆସର…

ବୁଡ଼ିଯାଇ ନିଖୋଜ ଥିବା ନାବାଳିକା ମୃତଦେହ ଉଦ୍ଧାର

Posted by - December 17, 2019 96
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ଖରତ୍ସୋତା ନଦୀର ତନ୍ତିଘାଇ ଠାରେ ବୁଡ଼ିଯାଇ ନିଖୋଜ ଥିବା ନାବାଳିକା ମୃତଦେହ ଉଦ୍ଧାର । ବିଝାଂରପୁର ଥାନା  ଏରଡ଼ା…

ଛତ୍ରଙ୍ଗ ଗ୍ରାମପଞ୍ଚାୟତରେ ଭୋଟ ପରବର୍ତ୍ତୀ ହିଂସା

Posted by - March 4, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ଗତକାଲି ରାତି ୦୮ଟା ସମୟରେ ନାମ ସଙ୍କୀର୍ତ୍ତନ ସାରି ନେଡିସାହିଠାରୁ ନିଜ ଗ୍ରାମ ଝାରଖମଣ ଫେରୁଥିବା ବେଳେ ଝାରଖମଣ ଛକ ନିକଟରେ ବିନୋଦ ମଲିକଙ୍କୁ ତାଙ୍କ…