ଗାନ୍ଧିକେନାଲ ଅବସ୍ଥା ଶୋଚନୀୟ, ପାଣିପାଇଁ ଚାଷୀଙ୍କ ମନରେ ଅସନ୍ତୋଷ

79 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଖିଆଗରେ ଜଳ ଥାଇ ଉପଯୋଗୀ ହୋଇନପlରିବା କେତେଯେ ବିସ୍ମୟ କର ତାହା ଏହି ହରଭଙ୍ଗା ବ୍ଲକ ରେ ଦେଖିବାକୁ ମିଳିଛି!ଚିର ସ୍ରୋତ ଲଷ୍ମୀନାଲ ରୁ ଚାଷ ଜମିପାଇଁ ଜଳ ବିନିଯୋଗ କରିବାପାଇଁ ତିଲେଶ୍ୱର ପଂଚାୟତ ମୂଷାଢ଼ ଠାରେ 2011ମସିହାରେ ଏକ କେନାଲ ନିର୍ମାଣ କରାଯାଇଥିଲା ଯେଉଁ କେନାଲଟି ଗାନ୍ଧୀ କେନାଲ ନାମରେ ନାମିତ!ଏହି କେନାଲ ରୁ ତିଲେଶ୍ୱର ପଂଚାୟତ ର ମୂଷାଢ଼, ତାକୁଡ଼, ଖଜୁରିଆ, ଛେଲ ଲେଣ୍ଡି, ମାଣିକ ପୁର, କୁଟୁଣିଆପଡା, ରାମଗଡ ପଂଚାୟତ ର ମହିବାହାଲ, କୋଇଲିସୁତା, ରାମଗଡ ଆଦି ଗ୍ରାମର ହଜାର ହଜାର ଏକର ଜମିରେ ପାଣି ମଡ଼ାଇ ଚାଷ କରିବା ପାଇଁ ନିର୍ଦ୍ଧାରିତ କରା ଯାଇଛି!

କିନ୍ତୁ ଚାଷୀ ଙ୍କ ଦୁର୍ଭାଗ୍ୟ ପ୍ରତି ବର୍ଷ ଜଳକର ଦେଉଥିଲେ ବି ତଳ ମୁହଁl ରେ ଥିବା ରାମଗଡ ପଂଚାୟତ ଓ ତିଲେଶ୍ୱର ପଂଚାୟତ କିଛି ଗ୍ରାମ କହିବାକୁ ଗଲେ 80%ଜମିରେ ପାଣି ମିଳୁନି!ଏହାର କlରଣ ଇରିକେସନ ବିଭାଗ ଯାଣି ଚୁପ!ବିଗତ 13ବର୍ଷ ରେ ଥରେ ବି ସଂପୁର୍ଣ କେନାଲ କୁ ସଫା କରାଯାଇନି!ବିଭିନ୍ନ ସ୍ଥାନରର ମାଟି ଧସି ପାଣି ବାହାରକୁ ଯାଉଛି, ବହୁବାର ଚାଷୀ ଅଭିଯୋଗ ପରେ ବି କର୍ଣ୍ଣପlତ କରୁନାହାନ୍ତି ବିଭାଗୀୟ କର୍ମଚାରୀ!ବାଧ୍ୟ ହୋଇ ଚାଷୀ କିଛି କିଛି ସ୍ଥାନରେ ନିଜେ କାମକରି ପାଣି ଆଣିବାକୁ ଚେଷ୍ଟା କରୁଛନ୍ତି!ଏଣୁ ବ୍ଲକ ପ୍ରଶାସନ, ହରଭଙ୍ଗା ତହସିଲଦାର ଏହି କେନାଲ ଉନ୍ନତି କରଣ ପାଇଁ ଚାଷୀ ଦାବି କରିଛନ୍ତି!

Related Post

ଝରୀଗାଁ ଚନ୍ଦାହାଣ୍ଡି ରାସ୍ତାରେ ପୁଣି ମାଓ ପୋଷ୍ଟର

Posted by - August 22, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଝରୀଗାଁ ଚନ୍ଦାହାଣ୍ଡି ରାସ୍ତାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର l ଯାହା ମାଓବାଦୀ ଏହି ଅଞ୍ଚଳରେ ସକ୍ରିୟ ଥିବା ପ୍ରମାଣ ଦେଉଛି lଆଜି…

କ୍ଷେତରାଜପୁର ସ୍ଥିତ ପୂଜା ଇଣ୍ଡଷ୍ଟ୍ରିରେ ଜିଏଟି ଚଢାଉ

Posted by - May 20, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ)ସମ୍ବଲପୁର ସହର କ୍ଷେତରାଜପୁର ଠାରେ ଥିବା କୁଳର ଏବଂ ଆଲମିରା କାରଖାନା “ପୂଜା ଇଣ୍ଡଷ୍ଟ୍ରି”ରେ ଆଜି ରାଜ୍ୟ ସରକାରଙ୍କ ସିଟି ଜିଏସଟିର ପ୍ରବର୍ତ୍ତନ ବିଭାଗ…

ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ

Posted by - September 10, 2019 0
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ…

ଚିକିତ୍ସାରେ ଅବହେଳା, ଡାକ୍ତରଖାନା ପାଇଖାନାରେ ଜନ୍ମହେଲା ନବଜାତ ଶିଶୁ

Posted by - March 20, 2020 59
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଚିକିତ୍ସାରେ ଅବହେଳା । ଡାକ୍ତରଖାନା ପାଇଖାନାରେ ଜନ୍ମହେଲା ନବଜାତ ଶିଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦରମହକୁମା ଡାକ୍ତରଖାନାର ଏମସିଏଚ…

ସିରିୟଲ କିଲରର ପର୍ଦ୍ଦାଫାଶ,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ନାରାୟଣ ସାହୁ ହିଁ ସେଇ ନାଇଫ୍ ମ୍ୟାନ୍‌

Posted by - July 30, 2019 0
କଟକ : କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ…