ଗଞ୍ଜେଇ ସହ ଦୁଇ ଗିରଫ

114 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ଗଂଜେଇ ନେଇ ଯାଉଥିବା ଦୁଇ ଜଣଙ୍କୁ ଗିରଫ କରିଛି । ଆଜି ବିନିକା ପୋଲିସ ଗାଡ଼ି ମଟର ଯାଞ୍ଚ କରୁଥିବା ବେଳେ ଭବିଷ୍ୟ ସ୍କୁଲ ଠାରୁ ୮କେଜି ଗଂଜେଇ ସହ ଏକ ଆପାଚି ଗାଡ଼ି କୁ ଧରିଛି ।

ଅଭିଯୁକ୍ତ ଦୁଇ ଜଣ ହେଲେ କଣ୍ଟାମାଳ ର ଭୀମସେନ ବିଭାର ଓ ପ୍ରହଲ୍ଲାଦ ଭୋଇନା । ଦୁଇ ଅଭିଯୁକ୍ତ ବୌଦ ଜିଲ୍ଲା କଣ୍ଟାମାଳ ଅଞ୍ଚଳ ରୁ ବରଗଡ଼ ରାସ୍ତା ରେ ଯାଉଥିବା ବେଳେ ପୋଲିସ ଧରିବାରେ ସଫଳ ହୋଇଛି।

 

Related Post

ବିଦ୍ୟାଳୟରୁ ଚୋରି ଉଦ୍ୟମ ଘଟଣାରେ ସୂଚନା ଦାତାଙ୍କୁ ହତ୍ୟା ଧମକ 

Posted by - June 17, 2021 0
ଯାଜପୁର ମଙ୍ଗଳପୁର ଥାନା ଅଧିନ କୟାଁ ପଂଚାୟତ ଦୁବକଣସ୍ଥିତ ଜୟଚଣ୍ଡି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ସୂଚନାଦାତା ଶୁସାନ୍ତ କୁମାର ଜେନାଙ୍କୁ ହତ୍ୟା ଧମକ ନଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ସୂଚନା ମୁତାବକ ଗତ ୧୧ ତାରଖରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଚୋରି ହେବାସମୟରେ ଶୁସାନ୍ତ ଦେଖି ପୋଳିସ ଖବର ଦେଖଥିଲେ । ମଙ୍ଗଳପୁର ପୋଲିସ ଜଣେ ଚୋରକୁ ଧରିବା ସହ ବ୍ୟବହୃତ ହୋଇଥିବା ଗାଡ଼ି ଜବଦ କରିଥିଲେ ।  ଚୋରି ଘଟଣାର ଫେରାର ହୋଇଥିବା ଅନ୍ୟ ସହଯୋଗୀଙ୍କୁ ପୋଲିସ ଅନୁସନ୍ଧାନ କରିବା ସହ ଘଟଣାର ତଦନ୍ତ ଜାରି ରଖିଛିIଏହି ଘଟଣାକୁ ନେଇ ଗିରଫ ହୋଇଥିବା ପ୍ରତାପ ରାୟଙ୍କ ପରିବାର ଲୋକେ ସୂଚନାଦାତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି Iଶୁସାନ୍ତ ଏ ନେଇ ମଙ୍ଗଳପୁଚର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ,ତାଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି।

ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ

Posted by - May 28, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ । ମୃତକ ଦଶରଥପୁର ବ୍ଲକ ନୂଆପାଟଣା ଗ୍ରାମର ସଙ୍ଗୀତା ଦାସ…

ଯାଜପୁର ରେ ଡାକ୍ତର ଙ୍କୁ ଆକ୍ରମଣ

Posted by - June 25, 2020 0
ଯାଜପୁର ଅଫିସ :ଯାଜପୁର ରେ ଅବସର ପ୍ରାପ୍ତ ଡାକ୍ତର ବିପିନ ବିହାରୀ ପଣ୍ଡା ଙ୍କୁ ମରାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଡାକ୍ତର ବିପିନ ବିହାରୀ ପଣ୍ଡାଙ୍କୁ…

କବାଡିଖାନା ଉପରେ ପୋଲିସ ର ଚଢ଼ାଉ,ଘଟଣାରେ ୩ ଅଟକ

Posted by - November 7, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହର ଶିତଳେଶ୍ୱର ଠାରେ ଥିବା ଏକ କବାଡିଖାନା ଉପରେ ପୋଲିସ ର ଚଢ଼ାଉ,ଘଟଣାରେ ୩ଅଟକ।ସୂଚନା ମୁତାବକ କଟକ ଜଗତପୁର ଅଞ୍ଚଳରୁ ଏକ…

ଢାଳ ଚିକିତ୍ସା କରି ମହିଳା ଗୁରୁତର.

Posted by - April 3, 2020 55
ଅନୁଗୋଳ:(ମହେଶ ଭୋମରାଜ) ପେଟରେ ତତଲା ଢାଳ ଦେଇ ଚିକିତ୍ସା ପଡିଲା ମହଙ୍ଗା । ଗୁରୁତର ହୋଇ ମହିଳା ଜଣଙ୍କ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲେ ଭର୍ତ୍ତି ହୋଇଛନ୍ତି ।…