ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ଅତାବିରାରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା

174 0

ସମ୍ବଲପୁର/ବରଗଡ/ଅତାବିରା (ତା:୨୨/୭)ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ “ରାଷ୍ଟ୍ରପତି” ଭାବରେ ଆମ ଓଡ଼ିଶା ମାଟିର ଗର୍ବ ଓ ଗୌରବ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ୧୫ ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ଥିବାରୁ ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀର ଅତାବିରା ଠାରେ ନଗର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସ୍ବାଇଁଙ୍କ ନେତୃତ୍ବରେ ଗତକାଲି ସନ୍ଧ୍ୟାରେ ବିଜୟ ଉତ୍ସବ ପାଳନ କରିବା ସହିତ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।


ଅନ୍ୟ ମାନଙ୍କ ମଧ୍ୟରେ ଦୀପକ ପ୍ରଧାନ,ମିଳନ ସେଠ, ବିଦ୍ୟାଧର ଭୋଇ,ଯୁବରାଜ ପ୍ରଧାନ,ଅର୍ଚ୍ଚନା ବାଗ,କ୍ଷିରେଶ୍ବରୀ ସ୍ବାଇଁ, ସୂର୍ଯ୍ୟକାନ୍ତି ସାହୁ,ନିରୋଜ ବାରିକ,ଅର୍ଜୁନ ବାଗ,ଶ୍ରବଣ ପରିଛା,ଅଶ୍ବିନୀ ତ୍ରୀପାଠି,ପୁଷ୍ପକ ଗାଇଗରିଆ,ଦଶରଥ ଭୋଇ, ଗଜେନ୍ଦ୍ର ପ୍ରଧାନ, ବିଶ୍ବ ଭୋଇ,ବୀରେନ୍ଦ୍ର ହୋତା,ବିନୋଦ ପଣ୍ତା,ରଞ୍ଜନ ସାହୁ,କୃଷ୍ଣଚନ୍ଦ୍ର ସାଥୁଆ,ରବିନାରାୟଣ ସାହୁ ,ସାଧୁ ଚରଣ ଗଡତିଆ ଏବଂ ଅନ୍ଯାନ୍ଯ କର୍ମକର୍ତ୍ତା ମାନେ ଏଥିରେ ଉପସ୍ଥିତ ଥିଲେ ।

 

Related Post

ପାରମ୍ପରିକ ଟୋକୀପର୍ବ ପାଇଁ ପାର୍କିଗୁଡ଼ାରେ ଗୁଡ଼ି ଚଘା ଯାତ୍ରା ଅନୁଷ୍ଠିତ

Posted by - December 28, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଦିମ ଜନଜାତିଙ୍କ ପାରମ୍ପରିକ ଧରଣୀପୂଜା ପାଇଁ ଉଦ୍ଧିଷ୍ଟ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଟୋକୀ ପର୍ବ ପାଇଁ କଳାହାଣ୍ଡି ଜିଲ୍ଲା କଲମପୁର…

ମହାପ୍ରଭୁ ଜଗନ୍ନାଥଙ୍କ ବିକୃତ କାର୍ଟୁନ୍ ପାଇଁ ଥାନାରେ ଏତଲା

Posted by - June 9, 2020 110
ପୁରୀ : ୧୦୮ଗଡୁ ଜଳରେ ସ୍ନାନପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ଅଣସର ଘରେ ବିଶ୍ରାମ ନେଇଛନ୍ତି। ଏଥିପାଇଁ ଶନିବାର ଠାରୁ ଆରମ୍ଭ ହୋଇଛି ପଟ୍ଟିଦିଅଁ ପୂଜା।…

ବରଗଡ ଧନୁଯାତ୍ରା ସ୍ଥଗିତ

Posted by - December 11, 2021 0
ବରଗଡ/ଅତାବିରା:ସାରା ବିଶ୍ୱରେ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସିଦ୍ଧ ଅଟେ ବରଗଡ ଜିଲ୍ଲା ।କରୋନା ପ୍ରଭାବରୁ ଏ ବର୍ଷ ଧନୁଯାତ୍ରା ହେବ କି ନାହିଁ ସଠିକ ଭାବେ କୁହାଯାଇପାରୁ…

ବିଜେଡି ନେତାମାନଙ୍କୁ ମିଳିଛି ନୂଆ ନିଯୁକ୍ତି,ବିଭିନ୍ନ ପଦବୀରେ ନିଯୁକ୍ତି 

Posted by - August 16, 2019 0
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଦଳୀୟ ନେତା ଙ୍କୁ ଥଇଥାନ କରିଛନ୍ତି।ଜାଣନ୍ତୁ କିଏ କେଉଁ ପଦବୀରେ ନିଯୁକ୍ତି ପାଇଛନ୍ତି। ପୁଷ୍ପେନ୍ଦ୍ର ସିଂହ ଦେଓ: ସଦସ୍ୟ, ପଶ୍ଚିମ ଓଡ଼ିଶା…

କ୍ରୋମାଇଟ ପରିବହନ ବିବାଦ ସାମ୍ବାଦିକ ସମ୍ମିଳନୀରେ ଗୁମର ଖୋଲିଲେ ଟ୍ରକ ମାଲିକ

Posted by - September 11, 2019 2
ଯାଜପୁର ଜିଲ୍ଲା ରେ କ୍ରୋମାଇଟ ପରିବହନ ନେଇ ଦିନକୁ ଦିନ ବିବାଦ ବଢୁଥିବା ବେଳେ ଏହା ପଛରେ ଥିବା କାରଣ ନେଇ କେତେକ ଟ୍ରକ ମାଲିକ ଗତକାଲି…