ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ

34 0

କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ସିର୍ଜାପାଲି, ହାତୀଖୋଜ ଏବଂ କର୍ଲାମୁଣ୍ଡା ବ୍ଳକର ସର୍ଗୁଲ ମାଲପଡା ଠାରେ ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ କରାଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ଐତିହାସିକ ଶୈବ ପୀଠ ବେଲଖଣ୍ଡି ମନ୍ଦିର ପ୍ରାଙ୍ଗଣରେ ଆଗାମୀ ଦିନ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, କର୍ଲାମୁଣ୍ଡା ବ୍ଳକ ବିଜେଡି ସଭାପତି ସୁର ସାହୁ, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ସାହୁ, ଯୁବ ନେତା ଚିନ୍ମୟ ମିଶ୍ର, ସଂଗୀତ ଭୋଇ, ଲୋକେସ ସାହୁ, ସୁଭେନ୍ଦୁ ସାହୁ, ବିଶ୍ବ ଦୀପକ ପାତ୍ର, ଆର୍ତ ସିଂ, ଛାତ୍ର ବ୍ଳକ ସଭାପତି ସଲିମ ଶେଖର ରଣା, ପିଣ୍ଟୁ ରଣା, ଦେବେନ୍ଦ୍ର ପ୍ରସାଦ କୁମାର, ଅନିଲ ଦାସ, ସୋନୁ ରଣା, ଲାଲବାହାଦୂର ନାଏକ, ମାନସ ନାଏକ ପ୍ରମୁଖ ଯୋଗଦେଇଥିଲେ ।
#ଆସଗଢ଼ିବାସବୁଜଓଡିଶା

Related Post

ସିଆରପିଏଫ ଯବାନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 25, 2021 0
ମୁନିଗୁଡ଼ା:(ରମାକାନ୍ତ ପଢା଼ଳ)ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପାତାଳେଶ୍ୱର ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ ମିଶନ ଅଭିଯାନ ରେ ବ୍ଲକ ପ୍ରଶାସନ ଏବଂ ଯବାନ…

କଳିଙ୍ଗନଗର ଗୁଳିକାଣ୍ତକୁ ୧୩ ବର୍ଷ,କଟା ପାପୁଲିର ଡିଏନ୍‌ଏ ଟେଷ୍ଟ କରାଅ, ଗୁଳିକାଣ୍ଡ ତଦନ୍ତ ରିପୋର୍ଟ ପୁନଃ ପ୍ରକାଶ କର

Posted by - January 4, 2019 26
ଡୁବୁରି :୨୦୦୬ ଜାନୁଆରି ୨ ଗୁଳିକାଣ୍ତରେ ମୃତକଙ୍କ ପାଇଁ ଆଦିବାସୀ ପରମ୍ପରା ଅନୁଯାୟୀ ସକାଳେ ବୀରଭୂମି ଆମ୍ବଗଡିଆ ଠାରେ ଦରି ଦୁଲସନମ ଅନୁଷ୍ଠିତ ହୋଇଥିଲା। ଏହାପରେ ହଇରାଚାମ…

ଗାଙ୍ଗପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୈଠକ

Posted by - November 14, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ଗାଙ୍ଗପୁର ଥାନା ଆମ ପୋଲିସ ସମିତି ତରଫରୁ ବଡ଼ବୋରୋସିଙ୍ଗି ଗ୍ରାମ ଠାରେ ଶନିବାର ଦିନ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି…

ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ଟାଙ୍କି ଫାଟି ଦୋକାନୀ ଆହତ

Posted by - November 27, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ) ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଗ୍ୟାସ ଟାଙ୍କି ଫାଟି ଦୋକାନୀ ଆହତ ହୋଇଛନ୍ତି!ସୂଚନା ଅନୁଯାଇ NH 57 ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଥିବା…