Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ରାସ୍ତା ଦବିବାରୁ, ଆମ୍ବୁଲାନ୍ସ ଫସିଲା, ରୋଗୀ ୨ ଘଣ୍ଟା ଧରି ଅଟକିଲା…

111 0

ବୌଦ୍ଧ:(ଚିତ୍ତ ରଂଜନ ସିଂ) ହରଭଙ୍ଗା ଥାନା ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ ଆଜି ରୋଗୀ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସ ଗାଡି ରାସ୍ତାରେ ଦବି ଯିବାରୁ ୨ଘଣ୍ଟା ଧରୀ ରୋଗୀଟି ବହୁ ଅସୁବିଧାରେ ପଡିଥିଲା। ପ୍ରକାଶ ଥାଉକି ସୁରୁଣ୍ଡି ଗ୍ରାମଦେଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ଅଛି। ଏହି ରାସ୍ତା ଦେଇ ମେଗା -ପାଇପ ଲାଇନ ଖୋଲା ଯାଇ ପାଇପ ବିଛାଯାଇଛି। ପ୍ରକାଶ ଥାଉକି ଏହି ରାସ୍ତାଟି ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ ଅଛି କିନ୍ତୁ କମ୍ପାନୀ ଏହି ରାସ୍ତା ଖୋଲିବା ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଅନୁମତି ନ ନେଇ ମନଇଚ୍ଛା ରାସ୍ତା ଖୋଲି ତରବରିଆ ଭାବେ ପାଇପ ବିଛାଇ ମାଟି ପକାଇ ଦେଇଛି।

ଆମ୍ବୁଲାନ୍ସ ଉକ୍ତ ଗ୍ରାମକୁ ରୋଗୀ ଆଣିବା ପାଇଁ ଯାଇଥିଲା ଏବଂ ରୋଗୀ ନେଇ ଫେରୁଥିବା ବେଳେ ଉକ୍ତ ରାସ୍ତାଟି ୪ଫୁଟ ଦବିଯିବାରୁ ଆମ୍ବୁଲାନ୍ସର ଆଗଚକ ଖାଲ ଭିତରେ ଦବିଯାଇଥିଲା। ସ୍ଥାନୀୟ ଲୋକମାନେ ଆସି ଗାଡ଼ିଟିକୁ ଖାଲ ଭିତରୁ ଉଠାଇଥିଲେ ଫଳରେ ୨ଘଣ୍ଟା ଧରି ରୋଗୀଟି ବହୁ ଅସୁବିଧାର ସମୁଖୀନ ହେଉଥିଲେ।ପ୍ରକାଶ ଥାଉକି ଏଲଏଣ୍ଡଟି କମ୍ପାନୀ ଠିକା କାମ ନେଇଥିବା ବେଳେ, ଉକ୍ତ କମ୍ପାନୀ ଜିଲ୍ଲା ବାହାର ପେଟି ଠିକାଦାରଙ୍କ ଦ୍ୱାରା କାମ କରୁଅଛି। ଏଣୁ ପେଟି ଠିକାଦାର ମାନେ ମନଇଚ୍ଛା କାମ କରୁଛନ୍ତି।ଫଳରେ କାମଟି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି।  ଏ ବାବଦରେ ଗ୍ରାମ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ଇଂ ବିଦ୍ୟାଧର ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ କମ୍ପାନୀ ରାସ୍ତା ଖୋଲିବା ପାଇଁ ଅନୁମତି ନନେଇ ଖୋଲିଛି।

Related Post

ଆଦୀବାସ ଉନ୍ନୟନ କ୍ଯାବିନେଟ ଆଇନ ମନ୍ତୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁନିଗୁଡା ବ୍ଲକ ଗସ୍ତ

Posted by - August 27, 2022 0
ମୁନିଗୁଡା : (ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆଦୀବାସୀ ହରିଜନ ଓ ପଛୁଆବର୍ଗ ତଥା ଆଇନ ମନ୍ତୀ ଶ୍ରୀଯୁକ୍ତ…

ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ

Posted by - October 19, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ପରିଷଦ ଅଧ୍ୟକ୍ଷ ଓମ୍ ପ୍ରକାଶ…

ସ୍ଥାନୀୟ ଗ୍ରାମବାସୀ ଖଣି ରୁ କ୍ରୋମାଇଟ ପରିବହନକୁ ବନ୍ଦ କଲେ

Posted by - April 6, 2020 0
ଭୁବନେଶ୍ବର:ଯାଜପୁର ଜିଲ୍ଲା ଅନ୍ତର୍ଗତ ରସୁଲପୁର ବ୍ଲକର ବ୍ରହ୍ମବରଦାକୁ ସିଲ୍ କରାଯାଇଛି। ବ୍ରହ୍ମବରଦାର ୩ କିଲୋମିଟର ପରିଧି ଭିତରେ ଚଳାଚଳ ବନ୍ଦ ଲାଗି ନିର୍ଦେଶ ଦିଆଯାଇଛି।ଯାଜପୁର ସହର ଓ…

କୁଇକେଡା ଗ୍ରାମ ପଞ୍ଚାୟତ ବାସିନ୍ଦା ୨୦୨୧ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପ୍ରଦାନ ଦାବି ନେଇ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

Posted by - July 20, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସଇଁତଳା ବ୍ଲକ କୁଇକେଡ଼ା ଗ୍ରାମର ସରପଞ୍ଚ ଯୁଗଲାଲ ମାଝିଙ୍କ ନେତୃତ୍ଵରେ ଗ୍ରାମ ପଞ୍ଚାୟତର ବହୁତ ଚାଷୀ ଏକତ୍ରିତ ହୋଇ ୨୦୨୧ ମସିହାରେ…

ତୁରେକେଲା, ମମିଆଁ ଉନ୍ଦେର ନଦୀଘାଟରେ ଖରାଦିନିଆ ରାସ୍ତା ନିର୍ମାଣ ଦାବି

Posted by - December 28, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତୁରେକେଲା ମମିଆଁ ଉନ୍ଦେରନଦୀ ଘାଟରେ ଖରାଦିନିଆ ଅସ୍ଥାୟୀ ରାସ୍ତା ନିର୍ମାଣ ସ୍ଥାନୀୟ ରେ ଦାବୀ ହେଉଛି।ପ୍ରତିବର୍ଷ ନଦୀରେ…