Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦି ମୁର୍ମୁ ଙ୍କ ବିଜୟ ପାଇଁ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କଲେ ବିଜେପି କର୍ମକର୍ତ୍ତା

124 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭାରତ ର ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦି ମୁର୍ମୁ ଙ୍କ ବିଜୟ ପାଇଁ ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଲଡୁଗାଁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଜରଙ୍ଗବଲି ମନ୍ଦିର ରେ ଦୀପ ପ୍ରଜ୍ଜ୍ୱଳନ କଲେ ବିଜେପି ଓ ବିଶ୍ୱ ହିନ୍ଦୁ ପରିଷଦର ଦଳୀୟ କର୍ମକର୍ତ୍ତା। ସୋମବାର ଭାରତର ରାଷ୍ଟ୍ରପତି ନିର୍ବାଚନ, ଏନଡିଏ ଦଳ ରୁ ଓଡିଶା ର ଆଦିବାସୀ ମହିଳା ଦ୍ରୌପଦି ମୂର୍ମୁ ପ୍ରାର୍ଥନୀ ରହିଛନ୍ତି । ଓଡିଶା ର ବିଜେଡି ଦଳ ସମେତ ଦେଶର ସମସ୍ତ ରାଜ୍ୟରୁ ଦ୍ରୌପଦି ମୁର୍ମୁ ଙ୍କ ପାଇଁ ସମର୍ଥନ ରହିଥିବା ବେଳେ  କୋକସରା ବିଜେପି ମଣ୍ଡଳ ପକ୍ଷରୁ ବିଜୟ ପାଇଁ ସମୁହ ପ୍ରାର୍ଥନା କରିବା ସହ ଦୀପ ପ୍ରଜ୍ଜ୍ୱଳନ କରିଛନ୍ତି।

ଏ ଅଵସର ରେ ବିଜେପି ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା , ବିଶ୍ୱ ହିନ୍ଦୁ ପରିଷଦ ସଭାପତି ସୁବାଷ ଅଗ୍ରୱାଲ, କୋକସରା ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ପ୍ରଧାନୀ, ଉପ ସଭାପତି ଗୋପାଳ ଅଗ୍ରୱାଲ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦ କୋକସରା ବ୍ଲକ ସମ୍ପାଦକ କିଶନ କୁମାର ପଟ୍ଟନାୟକ ସମେତ ସୁବାସ ଦାସ, ବୈଦ୍ୟନାଥ ମାଝୀ, ସୁଶୀଲ କୁମାର ପାଢ଼ୀ, ସୁବାସ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - May 3, 2022 0
ସୋନପୁର:(ଅଜିତ କୁମାର ପୁଜାହାରି)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ )…

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ

Posted by - October 22, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ବ୍ଲକ କାଙ୍ଗୁଲା-ବେନ୍ତପୁର ପଞ୍ଚାୟତ ମୁଣ୍ଡହତା ହରିଜନ ସାହିରେ ସନ୍ଧ୍ୟା ସମୟରେ ଆମ୍ବୁଲାନ୍ସ (OD 19 J 2340) ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣା ଫଳରେ ଦୁଇ ଗୁରୁତର…

ଭୋଟର ତାଲିକାରେ ତ୍ରୁଟି, ଶତାଧିକ ଭୋଟର ହେବେ ନିଜ ଅଧିକାରରୁ ବଂଚିତ

Posted by - January 29, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ର ବିଭିନ୍ନ ଗାଁରେ ଭୋଟର ତାଲିକା ରେ ତ୍ରୁଟି ଦେଖାଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ଯ ରେ ଅସନ୍ତୋଷ ଦେଖାଦେଇଛି।…

ବଡ଼ବିଲ: ୨୮ ପ୍ରବାସୀଙ୍କ ପଡୋଶୀ ରାଜ୍ୟ ଝାରଖଣ୍ଡ ପ୍ରଶାସନ ସହାୟତାରେ ଘର ବାହୁଡା।

Posted by - May 7, 2020 0
ବଡବିଲ:(ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ଵ ଥରହର ହେଉଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି ଏବଂ ଆମ…

ଗାଇସିଲେଟ ରେ ଗୁରୁ ଭଗବାନ ସାହୁ ଙ୍କ ଉପରେ ଆଲୋଚନା ସଭା ଅନୁଷ୍ଠିତ

Posted by - July 27, 2022 0
ସମଲପୁର:(ରାମାକାନ୍ତ ବିଶ୍ଵାଳ) ସୋମବାର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଗୁରୁ ଭଗବାନ ସାହୁ ଙ୍କ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଗୁରୁ ଭଗବାନ ସାହୁ ଙ୍କ…