Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜଗା ପ୍ରେମରେ ମେଧାବୀ ଛାତ୍ର ଜନ୍ମେଜୟ

108 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଜଗା ପ୍ରେମରେ ମେଧାବୀ ଛାତ୍ର ଜନ୍ମେଜୟ । ପିଲାଟି ଦିନରୁ ଜଗା ପ୍ରତି ରହିଥିବା ଆକର୍ଷଣ ଯୋଗୁଁ ନିଜ ହାତରେ ତିଆରି କରୁଛନ୍ତି ଚତୁର୍ଦ୍ଧା ମୂର୍ତି ଓ ୩ ରଥ । ପ୍ରତିବର୍ଷ ରଥଯାତ୍ରା ଆସିଲେ ଯାଜପୁର ଟାଉନର ଜନ୍ମେଜୟ ରାଉତ ଲାଗିପଡନ୍ତି ରଥ ତିଆରିରେ । ନିଜ ହାତ ର ସ୍ପର୍ଶରେ ତିଆରି କରନ୍ତି ରଥ ଓ ଚତୁର୍ଦ୍ଧା ମୂର୍ତି ।

ସୋଲ,କାଠ ସହିତ ବିଭିନ୍ନ ରଂଗବେରଂଗର କପଡା ବ୍ୟବହାର କରି ଆକର୍ଷଣୀୟ ରଥ ନିର୍ମାଣ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଜନ୍ମେଜୟ ସେହିଭଳି ଆକର୍ଷଣୀୟ ରଥ ନିର୍ମାଣ କରିଛନ୍ତି । ଏବେ ସେ ଯାଜପୁର ଏନ ସି କଲେଜରେ ବିସିଏ ର ଛାତ୍ର ଅଟନ୍ତି । ରଥଯାତ୍ରା ଦିନ ସେ ନିଜ ଘରେ ପୂଜା ପାଉଥିବା ଦିଅଁକୁ ରଥାରୁଢ଼ କରି ନିଜ ଘର ଭିତରେ ରଥଟାଣିଥାନ୍ତି । ପଡୋଶୀ ଘରକୁ ମାଉସୀ ଘର ଭାବେ ବ୍ୟବହାର କରାଯାଏ ।

ଜନ୍ମେଜୟ ମଧ୍ୟ ନିଜେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହିତ ଭୋଗ ଅର୍ପଣ କରିଥାନ୍ତି । ଆଗକୁ ସେ ଜଗନ୍ନାଥଙ୍କ ମନ୍ଦୀର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ପରିବାର ଲୋକେ ସମସ୍ତ ପ୍ରକାର ସହଯୋଗ କରିଥାନ୍ତି । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଅ ଏଭଳି କିଛି କରିପାରୁଛି ବୋଲି ମା କହିଛନ୍ତି । କୌଣସି ତାଲିମ ନ ନେଇ ସେ ଆକର୍ଷଣୀୟ ରଥ ଓ ଦିଅଁ ତିଆରି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ।

ଏଠାରେ ଭିଡିଓ ଦେଖନ୍ତୁ (ଜନ୍ମେଜୟ ରାଉତ,ଶିଳ୍ପୀ)

 

 

 

Related Post

୫ଟି ସଚିବ ଏବଂ ରାଜ୍ୟ ମୂଖ୍ୟଶାସନ ସଚିବଙ୍କ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କୋଭିଡ୍ ହସପିଟାଲ ପରିଦର୍ଶନ।

Posted by - April 16, 2020 0
କେନ୍ଦୁଝର:( ସୀତାରାମ ଦିକ୍ଷୀତ)କରୋନା ସଂକ୍ରମଣ ରୋକିବା ସହିତ ଆକ୍ରାନ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ରାଜ୍ୟସରକାର। ଯୋଉଥିପାଇଁ ସାରା…

ଭାଇ କୁ ନ୍ୟାୟ ଦେବାକୁ ଏସପି ଏବଂ ଏସଡିପିଓଙ୍କ ଦ୍ଵାରସ୍ଥ ହେଲେ ପୁଟିଆପାଲିର ରତନ କୁମାର ଶର୍ମା

Posted by - August 30, 2022 0
ସମ୍ବଲପୁର:୩୦/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧମାଥାନା ଅନ୍ତର୍ଗତ ପୁଟିଆପାଲି ଗ୍ରାମର ରତନ କୁମାର ଶର୍ମା ଆଜି ନିଜ ଭାଇ ମୋହନ କୁମାର ଶର୍ମା ଏବଂ ବୀରେନ୍ଦ୍ର ସିଂଙ୍କୁ…

ପିଇଓ ସ୍ମିତାରାଣି ବିଶ୍ୱାଳ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ଜାମିନ ଆବେଦନକୁ ଆସନ୍ତା ୨୯ ତାରିଖକୁ ଘୁଂଚାଇଲେ ଯାଜପୁର ଜିଲା ଓ ଦୌରାଜଜ

Posted by - November 26, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣି ବିଶ୍ୱାଳ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ଜାମିନ ଆବେଦନକୁ ଆସନ୍ତା ୨୯ ତାରିଖକୁ ଘୁଂଚାଇଛନ୍ତି ଯାଜପୁର ଜିଲା ଓ…

ନଭେମ୍ବର ରେ କଳାହାଣ୍ଡି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ, ପ୍ରଶାସନ ତତ୍ପର

Posted by - November 3, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଆଗାମୀ ନଭେମ୍ବର ଦ୍ଵିତୀୟ ସପ୍ତାହ ରେ ସରକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ କଳାହାଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ବିନା ସୂଚନା ଫଳକରେ ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ ଅଭିଯୋଗ

Posted by - June 18, 2021 0
ବୌଦ୍ଧ::(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାର କାନ୍ତମାଳ ବ୍ଲକର କୁଳୁତଯୋର ପଞ୍ଚାୟତର ଫସେଡ ଗ୍ରାମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାବେଳେ ତାହା ଅତି ନିମ୍ନମାନର କାମ ହୋଇଥିବର ଅଭିଯୋଗ…