ବିଜେବି କଲେଜ ର ଛାତ୍ରୀ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି

94 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ବହୁଚର୍ଚ୍ଚିତ ବିଜେବି କଲେଜ ର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିସ ଆଚାର୍ଯ୍ୟ । ଆଜି ସମ୍ବଲପୁର ଠାରେ ଇରାଶିସ କହିଛନ୍ତି ଯେ ଏହି ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୄଣ ଘଟଣା ଲୋକଳୋଚନ କୁ ଆସିବ । ତେବେ କଲେଜ ରେ ରାଗିଙ୍ଗ ପାଇଁ ଯେଉଁ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ସେଥିପାଇଁ ଦାୟୀ ସବୁ ବ୍ୟକ୍ତି ବିଶେଷ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ଏପରିକି ଅନ୍ୟ ରାଜ୍ୟ ରେ ରାଗିଙ୍ଗ ରୋକିବା ପାଇଁ ଯେଉଁ ସବୁ ବ୍ୟବସ୍ଥା ଅଛି ତାହା ଓଡ଼ିଶାରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି ।ଆଗକୁ ଯେପରି ଏପରି ଘଟଣା ନହେବ ସେଥିପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ରାଜ୍ୟ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିସ ଆଚାର୍ଯ୍ୟ ଆଜି ଦାବି କରିଛନ୍ତି ।

 

Related Post

ଭୁବନେଶ୍ବର ରେ ହୋଇ ନାହି ତ ଗୋଷ୍ଠୀ ସଂକ୍ରମଣ,ପଢନ୍ତୁ ଏହି ରିପୋର୍ଟ

Posted by - July 21, 2020 0
ଭୁବନେଶ୍ବର :ଦିନ କୁ ଦିନ ଭୁବନେଶ୍ବର ପରିସ୍ଥିତି ଖରାପ ହେବାରେ ଲାଗିଛି । ବିଏମ୍‌ସି ପକ୍ଷରୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ତାଲିକା ପ୍ରକାଶ ପାଉଥିବା ବେଳେ ଏଥିରୁ…

ସାବିତ୍ରୀରେ ସୂର୍ଯ୍ୟଙ୍କୁ ଲାଗିବ ପରାଗ; ପୂଜା ସମୟ ନେଇ ଦ୍ୱନ୍ଦରେ ସାବିତ୍ରୀ

Posted by - June 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସଧବା ଓଡି଼ଆଣିଟିଏ ଉତ୍କଣ୍ଠାର ସହିତ ଚାହିଁ ରହିଥାଏ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିକୁ I ଏହି ଦିନ ସେ ତାର ଜନ୍ମଜନ୍ମାନ୍ତରର ସାଥୀ…

ଓଡିଶାରେ ଏବେ ‘ଅଛେ ଦିନ୍’ ଅନୁଭବ କରୁଛନ୍ତି ଲୋକ :-ଅମିତ ଶାହା

Posted by - August 8, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି )ଜାତୀୟ ସ୍ତରରେ ଓଡିଶାର ସର୍ବାଧିକ ପ୍ରତିନିଧୀ ଅଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

ନକ୍ସଲ ମୁକ୍ତ ହେଲା ଅନୁଗୁଳ ଜିଲ୍ଲା

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ) ଦିନଥିଲା ଅନୁଗୁଳ ଜିଲ୍ଲାର ପାଲଲହଡା , ଛେଣ୍ଡିପଦା ଓ ଆଠମଲ୍ଲିକ ଅଞ୍ଚଳରେ ମାଓବାଦୀ ମାନଙ୍କ ପାଇଁ ଚରାଭୂମି ପାଲଟିଥିଲା। ବିଶେଷ କରି ସାତକୋଶିଆ ଅଭୟାରଣ୍ୟ…

ବୁଥରେ ଇଭିଏମ୍ ଭଙ୍ଗାରୁଜା

Posted by - April 24, 2019 40
ବ୍ରହ୍ମଗିରି କମାଶାସନର ବୁଥ ନମ୍ବର ୨୨୨ରେ ଗୋଟିଏ ଇଭିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ବେଳେ ସତ୍ୟବାଦୀ ବୀରକିଶୋରପୁରରେ ୨ଟି ଇଭିଏମ୍‌ ଭାଙ୍ଗି ଦେଇଛନ୍ତି।  ଏନେଇ ଦୁଇ ବୁଥ୍‌ର…