Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଦିଲ୍ଲୀ ରାଂପସୋ ରେ ଚମକିଲେ ସମ୍ବଲପୁରୀ ଡିଜାଇନର

64 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆନ୍ତର୍ଜାତୀୟ ରାଂପ ସୋ ରେ ବାଜି ମାରିଲେ ସମ୍ବଲପୁର ସହରର ଡିଜାଇନର ଅନୁଷ୍ଠାନ । ସାରା ଦେଶର ଜଣାଶୁଣା ସବୁ ଡିଜାଇନର ଙ୍କ ଡିଜାଇନକୁ ଫଛରେ ପକାଇ ବେଷ୍ଠ ଡିଜାଇନର ପୁରସ୍କାର ହାସଲ କରିଛି ସମ୍ବଲପୁର ସହର ର ଡିଯାଇନର ଅନୁଷ୍ଠାନ ସମ୍ବଲପୁରୀ ହବ୍ । ଏଥିପାଇଁ ସାରା ଜିଲ୍ଲାରେ ଏବେ ଚର୍ଚ୍ଚାରେ ରହିଛି ସମ୍ବଲପୁରୀ ଡିଜାଇନର ଅନୁଷ୍ଠାନ ସମ୍ବଲପୁରୀ ହବ୍ ।

ସମ୍ବଲପୁର ତଥା ଓଡିଶା ରାଜ୍ୟ ପାଇଁ ଏବେ ଗର୍ବ ଓ ଗୌରବ ଆଣିଛନ୍ତି ସମ୍ବଲପୁର ସହରର ସମ୍ବଲପୁରୀ ହବ୍ ଅନୁଷ୍ଠାନ। ଏବେ ସମ୍ବଲପୁରୀ ଡିଜାଇନ କ୍ଷେତ୍ରରେ କାମକରୁଥିବା ସହରର ଡିଜାଇନର ଅନୁଷ୍ଠାନ ସମ୍ବଲପୁରୀ ହବ୍ କୁ ମିଲିଛି ଆନ୍ତର୍ଜାତିକ ମଞ୍ଚରେ ବଡ ସଫଳତା । ପୁର୍ବରୁ ରାଜ୍ୟର ବିଭିନ୍ନ ମଞ୍ଚରେ ନିଜର ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଚମତ୍କାର ଡିଜାଇନ ପାଇଁ ପ୍ରଂଶସା ସାଉଟିଥିବା ସମ୍ବଲପୁରୀ ହବ୍ କୁ ଏବେ ମିଲିଛି ଆନ୍ତର୍ଜାତିକ ସ୍ତରୀୟ ବଡ ମଞ୍ଚରେ ଯଥେଷ୍ଟ ସମ୍ମାନ ଓ ଅନୁଷ୍ଠାନ ହାସଲ କରିଛି ପୁରସ୍କାର ।

ଜୁନ ୩୦ ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଠିତ ଇଣ୍ଟରନେସନାଲ ରାଂପ ରନୱେ ( ଫ୍ୟାସନ ସୋ ) ରେ ଭାଗନେଇ ଶ୍ରେଷ୍ଠ ପଦର୍ଶନ କରି ପୁରସ୍କାର ଜିତିଲା ସମ୍ବଲପୁରୀ ହବ୍ ଅନୁଷ୍ଠାନ । ଏଥିରେ ଭାଗନେବା ପାଇଁ ସମ୍ବଲପୁର ର ୩୦ ଜଣ ମଡେଲ ଦିଲ୍ଲୀ ଯାତ୍ରା କରି ସମ୍ବଲପୁର କଳା ,ସଂସ୍କୃତି , ପରମ୍ଫରା ର ସୁନ୍ଦର ଡିଜାଇନର ଝଲକ ସମ୍ବଲପୁରୀ ହବ୍ ଅନୁଷ୍ଠାନ ର ମଡେଲ ମାନେ ପଦର୍ଶନ କରିଥିଲେ ।

ଏଥିପାଇଁ ଦିଲ୍ଲୀ ଠାରେ ବେଷ୍ଠ ସମ୍ବଲପୁରୀ ଡିଜାଇନ ର ପୁରସ୍କାର ମଧ୍ୟ ଅନୁଷ୍ଠାନ କୁ ପ୍ରଦାନ କରାଯାଇଥିଲା । ଦବଙ୍ଗ -୩ ର ହିରୋଇନ ସାଇଁ ମଞ୍ଚିରିକର ଙ୍କ ହାତକୁ ଅନୁଷ୍ଠାନ ର ସଭ୍ୟ ମାନେ ବେଷ୍ଠ ଡିଜାଇନର ପୁରସ୍କାର ଗ୍ରହଣ କରିଥିଲେ ।ଦେଶରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ କାଯ୍ୟକ୍ରମ ଇଣ୍ଟରନେସନାଲ ରାଂପ ରନୱେ ( ଫ୍ୟାସନ ସୋ ) ଆନ୍ତର୍ଜାତିକ ସ୍ତରୀୟ ଥିଲା । ତେଣୁ ଏଥିରେ ଦେଶ ବାହାର ର ମଧ୍ୟ ବହୁ ଅତିଥି ମାନେ ଯୋଗ ଦେଇଥିଲେ ।

ଏହି କାଯ୍ୟକ୍ରମ ରେ ଦେଶର ଜଣାଶୁଣା ୭ ଜଣ ଡିଜାଈନର ଓ ୧୦୦ ରୁ ଉଦ୍ଧ ମଡେଲ ଭାଗ ନେଇ ସେମାନଙ୍କ ସବୁ ଶ୍ରେଷ୍ଠ ଡିଜାଇନ ମଞ୍ଚରେ ମଡେଲର ମାନେ ପଦର୍ସନ କରିଥିଲେ । ଅନ୍ୟପକ୍ଷରେ ଏଥିରେ ସମ୍ବଲପୁର ରୁ ଯାଇଥିବା ସମ୍ବଲପୁରୀ ହବ୍ ଟିମ ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ବେଷ୍ଠ ଡିଜାଇନର ର ପୁରସ୍କାର ହାସଲ କରିପାରିଛି । ଏହି ସଫଳତା ପାଇଁ ସମ୍ବଲପୁର ଠାରେ ସମ୍ବଲପୁରୀ ହବ୍ ଅନୁଷ୍ଠାନ ର ସବୁ ମଡେଲ ଙ୍କ ସହ ଟିମ ର ସବୁ ସଭ୍ୟ ମାନଙ୍କୁ ମିଲୁଛି ଶୁଭେଚ୍ଛା ତଥା ଅଭିନନ୍ଦନ ।ସମ୍ବଲପୁର ସହର ଠାରୁ ନିଜର ସମ୍ବଲପୁରୀ ଡିଜାଇନ କ୍ଷେତ୍ରରେ କିଛି ନୂଆ କରିବା ପାଇଁ କରାଯାଇଥିବା ପ୍ରୟାସ ପାଇଁ ଆଜି ସମ୍ବଲପୁରୀ ହବ୍ କୁ ମିଲିପାରିଛି ବଡ ସଫଳତା ।

Related Post

କଣ୍ଟାମାଳ:ଗୋଷ୍ଠୀ ଶୌଚାଳୟ ସାଜିଛି ଭୂତ କୋଠି, କେବେ ହେବ କାର୍ଯ୍ୟକ୍ଷମ ?

Posted by - May 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗୋଷ୍ଠୀ ଶୌଚାଳୟ ଟି କାର୍ଯ୍ୟକ୍ଷମ ନ ହୋଇ ଭୂତ…

ଟିକାକରଣକୁ ନେଇ ଷଣ୍ଢପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

Posted by - May 12, 2021 0
ବାରଙ୍ଗ:( ସନ୍ତୋଷ ରାଉତ)ବାରଙ୍ଗଥାନା ଷଣ୍ଢପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୮ରୁ ୪୪ବର୍ଷର ବ୍ୟକ୍ତି ମାନଙ୍କୁ ବୁଧବାର ସାଢେ ୧୦ଟା ବେଳେ ଟିକା ନେବାକୁ ଆସି ଧାଡିରେ ଛିଡା…

ନିମ୍ନ୍ ମାନର ଛତୁଆ ଓ ଶିଶୁ ଖାଦ୍ୟ ଯୋଗାଣ, ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ପତ୍ର

Posted by - April 25, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକ, ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଷଦ ଅଧିନସ୍ଥ ଗ୍ରାମ ଗୁଡିକ ର ଗର୍ଭବତୀ, ପ୍ରସୂତୀ, କୁ…

କୃଷକ ସଂଘ ତରଫରୁ ରାଲି, ମରୁଡ଼ି ଘୋଷଣା ନିମନ୍ତେ ଦାବି ପତ୍ର

Posted by - September 4, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କ୍ରୁଷକ ସଂଘ ତରଫରୁ ରାଇଘରରେ ଆଜି କ୍ରୁଷକଙ୍କର ଅନେକ ସମସ୍ଯାକୁ ନେଇ ଏକ ରାଲି ମାଧ୍ଯମ ମାନ୍ଯବର ପ୍ରଧାନମନ୍ତ୍ରୀ,ମାନ୍ଯବର…

ଦାୟିତ୍ୱ ଗ୍ରହଣ ପରେ କେସିଙ୍ଗା ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ କଳାହାଣ୍ଡି ଜିଲ୍ଲାପାଳ

Posted by - June 29, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡିର ନୂଆ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ତାଙ୍କର ପ୍ରଥମ ଗସ୍ତରେ ଆଜି କେସିଙ୍ଗା ବ୍ଲକ ଓ ଏନଏସିର ବିଭିନ୍ନ ପ୍ରକଳ୍ପ ଓ ଉଦ୍ୟୋଗ ସଂସ୍ଥା…