Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ହୀରାକୁଦ ରେ ଉଦଘାଟିତ ହେଲା ମାଗଣା ବ୍ଳଡପ୍ରେସର ଓ ଡାଇବେଟିସ ଚେକ ଅଫ କ୍ଯାମ୍ପ

55 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ହୀରାକୁଦ ସହର ଠାରେ ଏଣିକି ଲୋକେ ମାଗଣାରେ ପାଇପାରିବେ ବ୍ଳଡପ୍ରେସର ଓ ଡାଇବେଟିସ ଚେକ ଅଫ କରାଇପାରିବାର ସୁବିଧା । କାହିଁକି ନା ହିରାକୁଦ ସହର ଠାରେ ଲୋକଙ୍କ ସୁବିଧା ପାଇଁ ପ୍ରଥମଥର ପାଇଁ ଆରମ୍ଭ କରାଯାଇଛି ସ୍ଥାୟୀ ବ୍ଳଡପ୍ରେସର ଓ ଡାଇବେଟିସ ଚେକ ଅଫ କ୍ଯାମ୍ପ ।ଲାୟନ୍ସ କ୍ଳବ ମହାନଦୀ ଗ୍ରୀନ ତରଫରୁ ଏକାସାଥିରେ ହିରାକୁଦ ସହର ଠାରେ ଲୋକଙ୍କ ପାଇଁ ଏକ ପଂମ ହାଉସ ଓ ସ୍ଥାୟୀ ମାଗମା ବିପି ଓ ଡାଇବେଟିସ ଚେକ ଅଫ କ୍ୟାମ୍ପ ଆଜି ଉଦଘାଟନ ହୋଇଯାଇଛି ।

ଏହାକୁ ଜିଇଟି ଡିଷ୍ଠିକ କୋଡିନେଟର ଏମଜିଏଫ ଲାୟନ୍ସ ଉମାଶଙ୍କର ଗୌଡ ଓ ଲାୟନ୍ସ କ୍ଳବ ମହାନଦୀ ଗ୍ରୀନ ଏଲ ଏନ ସଭାପତି ତପନ ନାଏକ ମିଳିତ ଭାବରେ ଉଦଘାଟନ କରିଥିଲେ । ପୁର୍ବରୁ ହୀରାକୁଦ ସହର ଠାରେ ଲୋକେ ନିଜର ବ୍ଳଡପ୍ରେସର ଓ ଡାଇବେଟିସ ଚେକ ଅଫ ସଠିକ ସମୟରେ ଓ ସୁବିଧା ରେ କରାଇବା ପାଇଁ ବହୁ ଅସୁବିଧା ହେଉଥିବା ବେଳେ ଏବେ ଏହି ସ୍ଥାୟୀ ବ୍ଳଡପ୍ରେସର ଓ ଡାଇବେଟିସ ଚେକ ଅଫ କ୍ଯାମ୍ପ ଉଦଘାଟନ ପରେ ଲୋକେ ବେଶ ସୁବିଧା ପାଇପାରିବେ ବୋଳି ଆଶା କରାଯାଉଛି ।

Related Post

ବୈବାହିକ ଜୀବନକୁ ମଧୁର କରେ ସଜନା ଛୁଇଁ ସୁପ ,ଜାଣନ୍ତୁ ସଜନା ଛୁଇଁରେ କଣ କଲେ ଭିଟାମିନ ମିଳିଥାଏ

Posted by - January 2, 2019 2
ଆପଣଙ୍କର ବାଡ଼ି ବଗିଚାରେ ସଜନା ଛୁଇଁ ଗଛ ନିଶ୍ଚୟ ଥିବ। ଏହାର ଛୁଇଁକୁ ଦୈନିକ ରୋଷେଇରେ ବ୍ୟବହାର କରୁଥିବେ। ହେଲେ ଆପଣ ଜାଣନ୍ତି କି,ଏହା କେତେ ଉପକାରୀ?…

ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର

Posted by - December 26, 2021 0
ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ସ୍ଥିତ ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟ ପରିସରରେ ରବିବାର ସିଦ୍ଧେଶ୍ୱର ମହାବିଦ୍ୟାଳୟର +୨ ବିଜ୍ଞାନ ୨୯୮୫/୧୯୮୭ ବ୍ୟାଚ…

ବରୀ ରୁ ଦୁଇ କରୋନା ପଜେଟିଭି ଚିହ୍ନଟ ପରେ ସରପଞ୍ଚ କଲେ ୨୪ ଘଣ୍ଟିଆ ଲକ ଡାଉନ

Posted by - May 12, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ରେ ମଙ୍ଗଳବାର ୨ ଜଣ କରୋନା ସଂକ୍ରମଣ ଥିବା ଜଣାପଡିଛି ।ଏହା ପରେ ଏହି ଅଞ୍ଚଳ କୁ୨୪…

ନୀଳଗିରି ର ଏକ ମାତ୍ର ସରକାରୀ ସ୍ଵୀକୃତି ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରତ୍ନାକର ବେହେରା ଙ୍କ ପରଲୋକ

Posted by - October 10, 2020 0
ନୀଳଗିରି :(ସୌମ୍ୟା ସାଇ ବାରିକ୍) ବରିଷ୍ଠ ସମ୍ବାଦିିକ          ରତ୍ନାକର ବେହେରା ଙ୍କ ଆଜି ଅପରାହ୍ନ ରେ ଦେହାନ୍ତ ହୋଇ ଯାଇଛି। ବାଲେଶ୍ୱର…

କୋଭିଡ୍ ଯୋଦ୍ଧାଙ୍କ ସମ୍ମାନ ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା କଲେ ଓଏମସି ସେରେଣ୍ଡା କର୍ମଚାରୀ

Posted by - August 6, 2020 0
ବଡ଼ବିଲ: (ସୀତାରାମ ଦୀକ୍ଷିତ) କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରି ସମ୍ମାନ ଜଣାଇଛି ଓଡ଼ିଶା। ଆଜି ସନ୍ଧ୍ୟା ୬ଟାରେ ସାରା…