Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଭଗାମୁଣ୍ଡା ଠାରେ ଶୁଭ ଉଦଘାଟନ ହେଲା ମେଗା ସିଲ୍କପାର୍କ

756 0

କେନ୍ଦୁଝର,୧୨/୯କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଠାରେ ଗୁରୁବାର ଏକ ମେଗା ସିଲ୍କପାର୍କର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ଥିବା ସହ ସମ୍ମାନିତ ଅତିଥି ଭାବେ ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଓ ଜିଲ୍ଲାପାଳ ଆଶିଷ ଠାକରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହିଥିଲେ ।

ଭଗାମୁଣ୍ଡା ଟସର ସୋସାଇଟିର ଭଲ କାମ ପାଇଁ ରାଜ୍ୟ ଓ ଜାତୀୟ ସ୍ତର଼ରେ ପୁରଷ୍କାର ଲାଭ କରିଛି । ଏହି ଅଞ୍ଚଳର ଆଦିବସୀ ଲୋକମାନେ ଟସର ଚାଷ କରି ବେଶ ଦୁଇପଇସା ରୋଜଗାରକ୍ଷମ ହେବାସହ ଅଞ୍ଚଳର ବହୁ ମହିଳାମାନେ ଆତ୍ମନିଯୁକ୍ତି ପାଇଛନ୍ତି ।

Facebook Notice for EU! You need to login to view and post FB Comments!

Related Post

କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ଦାବି ନେଇ ବିକ୍ଷୋଭ ସମାବେଶ

Posted by - December 29, 2021 0
(ରମାକାନ୍ତ ବିଶ୍ବାଳ)ସାରା ରାଜ୍ୟ ରେ ହଜାର ହଜାର ସଂଖ୍ୟାରେ ଥିବା କେନ୍ଦୁପତ୍ର ତୋଲାଳି ତଥା କର୍ମଚାରୀ ମାନଙ୍କ ନାର୍ଯ୍ୟ ଅଧିକାର ପାଇଁ ଆରଡିସି ଅଫିସ ଆଗରେ ବିକ୍ଷୋଭ…

ରଘୁନାଥପୁରରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

Posted by - October 2, 2019 230
ଭୁବନେଶ୍ୱର ବ୍ଲକ ଅଧିନସ୍ଥ ରଘୁନାଥପୁର ଗ୍ରାମ ପଂଚାୟତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ।ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପବିତ୍ର…

ଆଞ୍ଚଳିକ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତଙ୍କ ଙ୍କ ପୂଜା ଆରମ୍ଭ

Posted by - November 6, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଜୟପାଟଣା ଆଂଚଳିକ କରଣ ସମାଜ ପକ୍ଷରୁ ସମାଜ ର କୂଳ ଦେବତା ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଙ୍କ…

ଯାଜପୁର ଯୁଗଜ୍ୟୋତି କଳାପରିଷଦର ଷଷ୍ଠ ବାର୍ଷିକ ଉତ୍ସବ

Posted by - May 28, 2019 0
ଯାଜପୁର ବ୍ଲକ ଅନ୍ତର୍ଗତ ବାଣପୁର ଠାରେ ଥିବା ଯୁଗଜ୍ୟୋତି କଳାପରିଷଦର ଷଷ୍ଠ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୈାତମବୁଦ୍ଦ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଛି ।…

ଆଞ୍ଚଳିକ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀଙ୍କ କେସିଙ୍ଗା ନଗର ଗସ୍ତ

Posted by - April 24, 2022 0
କେସିଙ୍ଗା : (ପୀତେଶ ପଟେଲ) ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ସଞ୍ଜୀବ କୁମାର ମିଶ୍ର ( ଆଇ ଏ ଏସ) କଳାହାଣ୍ଡି ଗସ୍ତରେ ଆସି କେସିଙ୍ଗା ଅଞ୍ଚଳରେ…

Leave a comment

Your email address will not be published.