ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଶୃଙ୍ଖଳା ର ସହ ସମାପ୍ତ ହୋଇଥିବାରୁ ପୋଲିସ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଲେ DCP ପିନାକ ମିଶ୍ର

95 0

ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବହୁ ପ୍ରତୀକ୍ଷିତ ବାରବାଟୀ ର ଆନ୍ତର୍ଜାତୀୟ ଟି ୨୦ ମ୍ୟାଚ ସୁରୁଖୁରୁରେ ସମାପ୍ତ ହୋଇଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ତେବେ ଟିକେଟ ବିକ୍ରି ସମୟରେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲେ ହେଁ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ଶୃଙ୍ଖଳା ର ସହ କମିଶନରେଟ ପୋଲିସ ତାର ଦାୟିତ୍ଵ ନିର୍ବାହ କରିଥିଲେ।

ଯାହାଦ୍ୱାରା ମ୍ୟାଚ ବେଳେ ଦର୍ଶକ ଙ୍କୁ କୌଣସି ସମସ୍ଯା ସ୍ରୁଷ୍ଟି ହୋଇନାହିଁ।ତେବେ ମ୍ୟାଚ ପାଇଁ କମିଶନରେଟ ପୋଲିସ ପକ୍ଷରୁ ମାସକ ଆଗରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଟ୍ରାଫିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ଖେଳାଳି ମାନଙ୍କ ସୁରକ୍ଷା ଦାୟିତ୍ବ ବହନ କରିଥିଲା କମିଶନରେଟ ପୋଲିସ। ସମସ୍ତ ପୋଲିସ କର୍ମଚାରୀ ଆନ୍ତରିକତାର ସହ ଦାୟିତ୍ଵ ନିର୍ବାହ କରି ଥିବାରୁ ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି କଟକ DCP ପିନାକ ମିଶ୍ର।

Related Post

ଶ୍ରୀଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା

Posted by - February 27, 2019 0
ଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା। ନୟାଗଡ଼ର ସୌଭାଗ୍ୟ କୁମାର ରଥଙ୍କୁ ମିଳିଛି ଏହି ସଫଳତା। ‘ଆଇରନ୍‌ ମ୍ୟାନ୍‌ ୭୦.୩’ କୁ…

ଶୁଭମ ସ୍ମାରକୀ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣାମେଣ୍ଟ ଚତୁର୍ଥ ଦିବସ ରେ ଚାରିଶମ୍ଭୁ ବିଜୟୀ

Posted by - February 3, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୋୖଦ୍ଧ ଜିଲ୍ଲା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ମହାଳିଙ୍ଗ ଖେଳ ପଡ଼ିଆରେ ଚତୁର୍ଥ ବର୍ଷ ର ଚତୁର୍ଥ ଦିନର ଖେଳ ହୋଇଯାଇଛି ।…

ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଓଡିଶା ପାଇଁ ଟେକ ରଖିଲେ ଯୁଯୋମୁରାର ପ୍ରତିଯୋଗୀ ,ସରକାରୀ ପ୍ରୋତ୍ସାହନ ପାଇଁ ଦାବି

Posted by - May 26, 2022 0
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)ପ୍ରତିଯୋଗୀଙ୍କ ମଧ୍ଯରେ ସବୁଠୁ ସାନ ବୟସ (୭) ହେଲେବି ଜାତୀୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତାର ଶିଶୁ ବିଭାଗରେ ଓଡିଶା ପାଇଁ ଟେକ ରଖିଛନ୍ତି ଯୁଯୋମୁରାର ୨…

OCA ଭିଜନ୍-୨୪ ଆନ୍ତଃଜିଲ୍ଲା ସିନିୟର କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - December 16, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ଆୟୋଜିତ OCA ଭିଜନ୍ -୨୪ ଆନ୍ତଃ ଜିଲ୍ଲା ସିନିୟର…

ରାଜ୍ୟସ୍ତରୀୟ କିକ ବକ୍ସିଂ ରେପଂରି ସେମିନାର ଉଦଯାପିତ

Posted by - October 28, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସଂସ୍କୃତି ଭବନ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ କିକ ବକ୍ସିଂ ରେପଂରି ସେମିନାର ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି…