Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ସ୍କୁଲ୍,କଲେଜ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରାସ୍ତାରୋକ

1022 0

କେନ୍ଦୁଝର ଯୋଡା ବାମେବାରୀ ଅନ୍ତର୍ଗତ ଜରିବାହାଲ ଛକ ଠାରେ ସ୍କୁଲ୍,କଲେଜ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରାସ୍ତାରୋକ,ଏଥିରେ ସରସ୍ବତୀ ଶିଶୁମନ୍ଦିର,DAV SCHOOL,ଉଚ୍ଚ ବିଦ୍ୟାଳୟ ,କଲେଜ ଭଳି ଶକ୍ଷା ଅନୁଷ୍ଠାନରେ ପଢୁଥିବା କୋମଳମୋତି ଶିଶୁ ଯେ ଆଜିର ଛାତ୍ରଛାତ୍ରୀ ଆସନ୍ତା କାଲିର ଭବିଷ୍ୟତ ବେଳେ ଏହି ରାସ୍ତାରେ ହଜାରହଜାର ଲୁହାପଥର ବୋଝେଇ ଟ୍ରକ,ଟ୍ରଲର ଯାଉଥିବା ଯୋଗୁଁ ସ୍କୁଲ୍ ପିଲାମାନେ ଠିକ୍ ସମୟରେ ଶିକ୍ଷାନୁଷ୍ଠାନ ମାନଙ୍କରେ ପହଞ୍ଚି ପାରୁନାହାନ୍ତି,ଶିକ୍ଷକ ମାନଙ୍କ ଠାରୁ ଲେଟ୍ ଯୋଗୁଁ ପରିହାସର ପାତ୍ର ହେଉ ଛନ୍ତି ତା ସହ ଶିକ୍ଷା ଦାନରୁ ବଂଚିତ ହେଉଛନ୍ତି!

ଯଦି ଦୈବାତ କୌଣସି ଜନସାଧାରଣଙ୍କ ଦେହଖରାପ କି ଦୁର୍ଘଟଣା ଘଟେ ତା ହେଲେ ରାସ୍ତାରେ ରହି ମୃତ୍ୟୁକୁ ଆପଣେଇବା ଶ୍ରେୟ। ଏଠାରେ ସୁଚାଇ ଦିଆଯାଉଛି ଯେ ନିକଟରେ ପ୍ରତିଷ୍ଠିତ ସରକାରୀ,ବେସରକାରୀ ଖଣି ଥିଲେ ମଧ୍ୟ ଆସନ୍ତା ୨୦୨୦ ରେ ସମସ୍ତ ଖଣି ଅବଧି ସରିଯାଉଥିବା ହେତୁ ତରବରିଆ ଭାବେ ଖଣି ଉତ୍ତଳନ କରି ଲୁହାପଥରକୁ ଭଡା ଗାଡି ଦ୍ବାରା ବହନ କରିବା ଯୋଗୁଁ ଅତ୍ୟଧିକ ଫଳରେ ରାସ୍ତାଘାଟ ଯାମ୍ ରହୁଛି। ଜନସାଧାରଣ ହରକତ ହେଲେ ମଧ୍ୟ ଖଣି ଲିଜ୍ଧାରିଙ୍କ କୌଣସି ପ୍ରଭାବ ପଡୁନି । ପିଲାମାନେ ମୁର୍ଖ ହେଇଯାଆନ୍ତୁ ଖଣି ଚାଲୁ। ପ୍ରଶାସନ ଅନୁରୋଧ ଏହି ଯୋଡା ଅଞ୍ଚଳରୁ କୋଟିକୋଟି ରାଜସ୍ବ ପାଉଛନ୍ତି। DMF ମାଧ୍ୟମରେ ଏହି ଆଦିବାସୀ ଅଞ୍ଚଳକୁ ରାସ୍ତାଘାଟର ପ୍ରସସ୍ତିକରଣ,ମରାମତି କଲେ କୋମଳମୋତିଶିଶୁ,ଜନସାଧାରଣଙ୍କ ଭବିଷ୍ୟତ ଉଜ୍ଜଳ ହେବ ଏବଂ ଶାନ୍ତିରେ ନିଶ୍ବାସ ମାରିବେ।

Related Post

ସବୁଦିନ ପାଇଁ ନିଜ ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ ଲତା ମଙ୍ଗେସକର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - February 6, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ )ଆର ପାରି ରେ କୋକିଳ କଣ୍ଠି ସ୍ୱର ସାମ୍ରା ଜ୍ଞୀ ଲତା ମଙ୍ଗେସକର।ନୀରବି ଯାଇଛି ତାଙ୍କ ସ୍ୱର।ଫେବୃୟାରୀ…

ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଗୋଲଡେନ ବୟ ପ୍ରମୋଦ ଭଗତ ଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାର ଚେକ ଦେଲା ସମ୍ବଲପୁର ଜୀବନ ବୀମା ନିଗମ।ଟୋକିଓ ପାରା ଅଲିମ୍ପିକ  ୨୦୨୦ ବେଡ଼ମିଣ୍ଟନ…

ମାଲକାନଗିରି ରେ ବନ୍ୟା, ବିପଦ ସଙ୍କେତ ଉପରେ ଶାବେରୀ ଓ ସିଲେରୁ ନଦୀ, ରାସ୍ତା ଉପରେ ୮ ଫୁଟ ର ବନ୍ୟାଜଳ

Posted by - July 15, 2022 0
ଭୁବନେଶ୍ବର;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କିଛିଦିନ ର ଲଗାଣ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ଅକସ୍ମାତ୍ ନିଆଁ ଲାଗି ଜଳି ଗଲା ଘର

Posted by - March 30, 2021 0
ନୀଳଗିରି :(ସୌମ୍ୟା ସାଇ ବାରିକ୍ପ୍ର)ଚଣ୍ଡ ଖରା ରେ ଅଗ୍ନି ବୃଷ୍ଠି ହେଉଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅକସ୍ମାତ୍ ନିଆଁ ଲାଗି ଏକ ଆଦିବାସୀ ପରିବାର ସର୍ବସ୍ୱାନ୍ତ…

Leave a comment

Your email address will not be published.