ସ୍କୁଲ୍,କଲେଜ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରାସ୍ତାରୋକ

801 0

କେନ୍ଦୁଝର ଯୋଡା ବାମେବାରୀ ଅନ୍ତର୍ଗତ ଜରିବାହାଲ ଛକ ଠାରେ ସ୍କୁଲ୍,କଲେଜ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରାସ୍ତାରୋକ,ଏଥିରେ ସରସ୍ବତୀ ଶିଶୁମନ୍ଦିର,DAV SCHOOL,ଉଚ୍ଚ ବିଦ୍ୟାଳୟ ,କଲେଜ ଭଳି ଶକ୍ଷା ଅନୁଷ୍ଠାନରେ ପଢୁଥିବା କୋମଳମୋତି ଶିଶୁ ଯେ ଆଜିର ଛାତ୍ରଛାତ୍ରୀ ଆସନ୍ତା କାଲିର ଭବିଷ୍ୟତ ବେଳେ ଏହି ରାସ୍ତାରେ ହଜାରହଜାର ଲୁହାପଥର ବୋଝେଇ ଟ୍ରକ,ଟ୍ରଲର ଯାଉଥିବା ଯୋଗୁଁ ସ୍କୁଲ୍ ପିଲାମାନେ ଠିକ୍ ସମୟରେ ଶିକ୍ଷାନୁଷ୍ଠାନ ମାନଙ୍କରେ ପହଞ୍ଚି ପାରୁନାହାନ୍ତି,ଶିକ୍ଷକ ମାନଙ୍କ ଠାରୁ ଲେଟ୍ ଯୋଗୁଁ ପରିହାସର ପାତ୍ର ହେଉ ଛନ୍ତି ତା ସହ ଶିକ୍ଷା ଦାନରୁ ବଂଚିତ ହେଉଛନ୍ତି!

ଯଦି ଦୈବାତ କୌଣସି ଜନସାଧାରଣଙ୍କ ଦେହଖରାପ କି ଦୁର୍ଘଟଣା ଘଟେ ତା ହେଲେ ରାସ୍ତାରେ ରହି ମୃତ୍ୟୁକୁ ଆପଣେଇବା ଶ୍ରେୟ। ଏଠାରେ ସୁଚାଇ ଦିଆଯାଉଛି ଯେ ନିକଟରେ ପ୍ରତିଷ୍ଠିତ ସରକାରୀ,ବେସରକାରୀ ଖଣି ଥିଲେ ମଧ୍ୟ ଆସନ୍ତା ୨୦୨୦ ରେ ସମସ୍ତ ଖଣି ଅବଧି ସରିଯାଉଥିବା ହେତୁ ତରବରିଆ ଭାବେ ଖଣି ଉତ୍ତଳନ କରି ଲୁହାପଥରକୁ ଭଡା ଗାଡି ଦ୍ବାରା ବହନ କରିବା ଯୋଗୁଁ ଅତ୍ୟଧିକ ଫଳରେ ରାସ୍ତାଘାଟ ଯାମ୍ ରହୁଛି। ଜନସାଧାରଣ ହରକତ ହେଲେ ମଧ୍ୟ ଖଣି ଲିଜ୍ଧାରିଙ୍କ କୌଣସି ପ୍ରଭାବ ପଡୁନି । ପିଲାମାନେ ମୁର୍ଖ ହେଇଯାଆନ୍ତୁ ଖଣି ଚାଲୁ। ପ୍ରଶାସନ ଅନୁରୋଧ ଏହି ଯୋଡା ଅଞ୍ଚଳରୁ କୋଟିକୋଟି ରାଜସ୍ବ ପାଉଛନ୍ତି। DMF ମାଧ୍ୟମରେ ଏହି ଆଦିବାସୀ ଅଞ୍ଚଳକୁ ରାସ୍ତାଘାଟର ପ୍ରସସ୍ତିକରଣ,ମରାମତି କଲେ କୋମଳମୋତିଶିଶୁ,ଜନସାଧାରଣଙ୍କ ଭବିଷ୍ୟତ ଉଜ୍ଜଳ ହେବ ଏବଂ ଶାନ୍ତିରେ ନିଶ୍ବାସ ମାରିବେ।

Related Post

ବକେୟା ବିଲ ନ ମିଳିବାରୁ ପାଣି ପାଇପ କାଟିଦେଲେ ଠିକାଦାର, ଜଳାଯୋଗଣ ଠପ

Posted by - May 3, 2022 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂହ)ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଜଣେ ଠିକାଦାର ତାଙ୍କ ଦ୍ୱାରା କରାଯାଇଥିବା ପାନୀୟ ଜଳ ପ୍ରକଳ୍ପର ବକେୟା ବିଲ…

ରାଜ୍ୟ ସରକାର କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି

Posted by - June 16, 2021 0
ଭୁବନେଶ୍ବର:ରାଜ୍ୟ ସରକାର କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା…

ଲଗାଣ ବର୍ଷାରେ ଚାଷୀ ବେହାଲ, ପାଣିରେ ଭାସୁଛି ଧାନ

Posted by - November 14, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଂଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।…

ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡ଼ାର CDVO ତ୍ରିଲୋଚନ ଧଳ

Posted by - August 9, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ) ଭିଜିଲାନ୍ସ ହାତରେ ଧରାପଡ଼ିଥିବା ନୂଆପଡା CDVO ତ୍ରିଲୋଚନ ଧଳଙ୍କ କଟକ ନରାଜ ଡାକବଙ୍ଗଳା ଛକ ନିକଟରେ ଥିବା ତାଙ୍କର ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ…

ଆମ୍ବୁଲାନ୍ସ୍ ରୁ ଫେରାର କରୋନା ରୋଗୀ ବାହାରେ ପଡ଼ିଛି ରୋଗୀର ଅlସବାପତ୍ର,

Posted by - June 13, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ କୋଭିଡ କେୟାର ରେ ୪ ଦିନ ଧରି  ଚିକିତ୍ସାଧୀନ ଥିବା ରୋଗୀ ର ଆସ ବାବ ପତ୍ର ଛକ ଉପରେ ପଡ଼ିରହିଛି!ସୂଚନା…

Leave a comment

Your email address will not be published.