Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଓଡିଶାରାଜ୍ୟ ପରିବହନ ନିଗମର ପକ୍ଷରୁ ବଙ୍ଗୋମୁଣ୍ଡା ଠାରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣକାର୍ଯ୍ୟ ଶୁଭ ଉଦ୍ଧଘାଟନ

161 0

ବଙ୍ଗୋମୁଣ୍ଡା : (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଓଡିଶା ରାଜ୍ୟ ପରିବହ ନିଗମପକ୍ଷରୁ ନୂତନ ବସ ଷ୍ଟାଣ୍ଡ ପାଇଁ ଭୂମି ପୂଜନଓ ଗୃହ ନିର୍ମାଣ କାର୍ଯ୍ୟ ଶୁଭ ଉଦ୍ଧଘାଟନ ହୋଇଛି। ଜୁନିୟର ଇଞ୍ଜିନିୟର ସେଖିନେ ମାଝୀ,ସହକାରୀ ଇଞ୍ଜିନିୟର ଆଦିତ୍ୟ ଅମ୍ଳନ ପତି,ସରସ କୁମାର ଦାସ ବଲାଙ୍ଗୀର ,ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ, ଥାନା ଅଧିକାରୀ ସୁଶାନ୍ତ ପଧାନ,ଏସଆଇ ପଞ୍ଚାନନ ନେଗୀ ଉଦ୍ଧଘାଟନୀ ସ୍ଥଳୀ ରେ ଉପସ୍ଥିତ ରହିଥିଲେ।

କିନ୍ତୁ ବସ ଷ୍ଟାଣ୍ଡ ନିର୍ମାଣ ହେବା କୁ ଯାଉଥିବା ଜମିଟି ବଙ୍ଗୋମୁଣ୍ଡା ବ୍ଳକ ଦୀର୍ଘ ୩୦ରୁ ଉର୍ଦ୍ଧ୍ବବର୍ଷ ହେବ ଏକ ପୁଟେଲ ପରିବାର ଚାଷ ଜମି ତିଆରି କରି ନିଜ ଅକ୍ତିଆରରେ ରଖି ଚାଷ କାମ କରି ନିଜ ଛୁଆ ପିଲାଙ୍କୁ ଧରି ପେଟପାଟଣା ପୋଷୁଥିଲେ । ହେଲେ ପ୍ରଶାସନ ପକ୍ଷରୁ କେବେ ହେଲେ ତାଙ୍କୁ ତାଗିତ କରିନଥିଲେ । ସେଥିପାଇଁ ବୋଲି ଦୀର୍ଘ ବର୍ଷ ରୁ ଦଖଲକରି ଚାଷ ବାସ କରିଆସୁ ଥିବା ଅଭିଯୋଗ କରିଛନ୍ତି ଉକ୍ତ ପରିବାର । ଉପରୋକ୍ତ ଅଧିକାରୀ ମାନେ ଉଦ୍ଧଘାଟନ କରୁଥିବା ସମୟରେ ସେହି ଜମିରେ ପୁଟେଲ ପରିବାରଙ୍କ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ସେହି ଜମିରେ ମହିଳା ପୁରୁଷ ଛୋଟ ପିଲା ମାନେଙ୍କୁ ନେଇ କାମ ନ କରିବାକୁ  କହିଥିଲେ ଓ ମୌଳିକ ଅଧିକାର ଯୋଗାଇ ଦେବା କୁ ଦାବି କରିଛନ୍ତି।

Related Post

ଟ୍ରାନ୍ସଫର୍ମର ଚୋରି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଗୁରୁତର

Posted by - November 19, 2021 0
କାଶୀପୁର;(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା, କାଶୀପୁର ଥାନା ଅନ୍ତର୍ଗତ ପରଜା ଶିଳା ଗାଁ ଠାରେ ବୁଧବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ଏକ ଟ୍ରାନ୍ସଫର୍ମର କୁ ଚୋରି…

କ୍ଷତିଗ୍ରସ୍ତ ଲୋକମାନଙ୍କୁ କପଡା ବଣ୍ଟନ

Posted by - September 2, 2020 0
ବିଂଝାରପୁର:କୌଣସି ବି ବିପତ୍ତି ସମୟରେ କ୍ଷତିଗ୍ରସ୍ତ ଜନସାଧରଣଙ୍କୁ ସରକାରୀ ସହାୟତା ଲୋଡ଼ା ହେଉଥିବା ବେଳେ କିଛି ସାମାଜିକ କର୍ମୀ ମଧ୍ୟ ସହାୟତା ର ହାତ ବଢ଼ାଇ ଥିବା…

ଡୁଡ଼କିପଦର ଗାଁ ରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Posted by - July 3, 2022 0
ପାଟଣାଗଡ:୩/୭(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଡୁଡ଼କିପଦର ଗ୍ରାମରେ ନିଜ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ରବିବାର ସକାଳେ…

ଟିଟିଲାଗଡ଼ ଏସ ସି ଡ଼ି ସେଣ୍ଟରରେ ବିଶ୍ବବ୍ୟାପୀ ସଙ୍କେତ ଦିବସ ପାଳିତ

Posted by - September 24, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ନେହେରୁ ନଗର ସ୍ଥିତ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟରେ ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସମସ୍ତ ସହକର୍ମୀଙ୍କ ସହଯୋଗ ଦ୍ୱାରା “ବିଶ୍ଵବ୍ୟାପି…

ହରିଶଙ୍କର ଡିଅର ପାର୍କ ଛଟେଇ ଶ୍ରମିକଙ୍କ ଅଭିଯୋଗ,ବନବିଭାଗ କର୍ମଚାରୀ ଙ୍କ ନାମରେ ଖପ୍ରାଖୋଲ ଥାନାରେ ମାମଲା

Posted by - January 29, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଡିଅର ପାର୍କର ଛଟେଇ ଶ୍ରମିକ ମାନେ ହରିଶଙ୍କର ଫରେଷ୍ଟର ପ୍ରିୟ ବ୍ରତ ମହାକୁଡ଼ ଓ…