ବିରଜା ଜ୍ୟୋତି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

224 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଙ୍କୁ ଆଧ୍ୟାତ୍ମିକ ପତ୍ରିକା ବିରଜା ଜ୍ୟୋତି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ପତ୍ରିକା ର ସମ୍ପାଦକ ଡ ଜ୍ଞାନ ରଞ୍ଜନ ପତି ଓ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ଶ୍ରୀ ସେଠି ଙ୍କୁ ପୁଷ୍ପଗୁଚ୍ଛମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଉପସ୍ଥିତ ଅନ୍ୟ ସଦସ୍ୟ ମାନେ ତାଙ୍କ ବ୍ୟକ୍ତିତ୍ୱ ଓ ଦକ୍ଷତା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଚାକିର ଜୀବନ ର ଉଜ୍ଜ୍ୱଳ କାମନା କରିଥିଲେ।

Related Post

ବ୍ୟାସନଗର କୁ ସ୍ଥାନାନ୍ତରୀତ ହେଲା ଆଂଚଳିକ ଶିଳ୍ପ କେନ୍ଦ୍ର

Posted by - July 4, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ୟାସନଗର ମୁନିସିପାଲିଟି ଅନ୍ତର୍ଗତ ଛନ୍ଦମା ଠାରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର କଳିଙ୍ଗନଗର ର ତା ୧. ୭. ୨0 ରିଖ ଦିନ…

ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ନିର୍ବାଚନ ସଂପନ୍ନ

Posted by - August 22, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସହ ଅନୁବନ୍ଧିତ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ସଂପୂର୍ଣ୍ଣ ସାମ୍ବିଧାନିକ ଓ ଗଣତାନ୍ତ୍ରିକ…

ବରିଷ୍ଠ ନାଗରିକ ମଞ୍ଚ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ

Posted by - October 28, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ସାଧାରଣ ବୈଠକ ଚାରିଛକ କେଦାରେଶ୍ୱର…

ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ

Posted by - August 19, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ , ପୂର୍ବାହ୍ନରେ ଅମ୍ବିକା ମଣ୍ଡପ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ…

ଭବାନୀପାଟଣା ଦକ୍ଷିଣ କାଳୀ ମନ୍ଦିର ରେ ଚଣ୍ଡି ଯଜ୍ଞ ଅନୁଷ୍ଠିତ

Posted by - November 6, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପବିତ୍ର ଦୀପାବଳି ଓ ଶ୍ୟାମାକାଳୀ ଜନ୍ମମହୋତ୍ସବ ଉପଲକ୍ଷେ ଭବାନୀପାଟଣା ସ୍ଥିତ ମାଁ ଦକ୍ଷିଣ କାଳୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଏକ ଦିବସିୟ ଚଣ୍ଡି…