ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

199 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଳାହାଣ୍ଡି ଜିଲ୍ଲା କେସିଙ୍ଗା ସଦର ମହକୁମା ଜଗନ୍ନାଥ ପଡା କମ୍ପ୍ଲେକ୍ସ ନିକଟରେ ଜୈନିକ ଅଜଣା ବ୍ଯକ୍ତି ସଂଜ୍ଞାହୀନ ଅବସ୍ଥା ରେ ଥିବା ଖବର ପାଇ କେସିଙ୍ଗା ଆଦର୍ଶ ଥାନା ପୋଲିସ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।

ହେଲେ ଚିକିତ୍ସିତ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ତାଙ୍କର ବୟସ ଆନୁମାନିକ ୫୦ ପାଖା ପାଖି ହୋଇଥିବା ବେଳେ ଗୋରା ରଙ୍ଗ ଓ ପତଳା ଅଟନ୍ତି। ସେହି ଅଜଣା ବ୍ଯକ୍ତି ଙ୍କ ଶବ କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶବ ଗୃହରେ ରଖାଯାଇଛି।

Related Post

ମାଇକ୍ରୋଫାଇନାସ୍ କମ୍ପାନିର କର୍ମଚାରି ମହିଳାଙ୍କୁ ଜୁଲମ୍

Posted by - July 4, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ରବିବାର ଦିନ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କ ରୁ ସତାଧିକ ମହିଳା micro finance କମ୍ପାନୀ ବିରୋଧ ରେ ଯୁଦ୍ଧନ୍ଦେହୀ ଡାକରା ଦେଇ…

ଶିଶୁ ପାଇଁ ଦିନ ଟିଏ ପାଳିତ ହୋଇଯାଇଛି

Posted by - December 25, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସର ରେ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପ୍ରମିଲା ମହାନ୍ତି ଙ୍କ ସଭାପତିତ୍ୱ ରେ…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

Posted by - June 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗାଙ୍ଗପୁର ଥାନା ଅଧିନ ନେଟେଙ୍ଗା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣ ହେଲେ ଅରୁଣ କୁମାର ନାୟକ…

ଭଜନ କ୍ୟାସେଟ ଯୁଗେଯୁଗେ ସୋମନାଥ ଉନ୍ମୋଚିତ

Posted by - March 10, 2021 0
କଟକ:ମହାଶିବରାତ୍ରି ଉପଲକ୍ଷେ ସତ୍ୟ ସନ୍ଧାନ ୱେବଚ୍ୟାନେଲ ଓ ମା ଯୋଗମାୟା ଟ୍ରାଭେଲ୍ସର ମିଳିର ଉଦ୍ୟମରେ ଯୁଗେଯୁଗେ ସୋମନାଥ ନାମକ ଭାବପୁର୍ଣ ଭଜନ କ୍ୟାସେଟ ରଘୁନାଥପୁର ସତ୍ୟସନ୍ଧାନ କାର୍ଯ୍ୟାଳୟଠାରେ…

ଧଳପୁର ଆଠମଲ୍ଲିକ ମହାନଦୀ ସେତୁର,ସଂଯୋଗୀକରଣ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଧଳପୁର -ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗୀକରଣ ରାସ୍ତାର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି।ଏହି ରାସ୍ତା ୨କୋଟି ବ୍ୟୟ…