ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

84 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ରେ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ରୁ ଜଣାଯାଏ ଯେ ଚିଚିଆ ଗ୍ରାମର ମୁକେଶ ଅଘରିଆ ନାମକ ଯୁବକ ଜୈନିକ ନାବାଳିକା କୁ ଏକ ତରଫା ପ୍ରେମ କରି ବାରମ୍ବାର ପ୍ରେମ ନିବେଦନ କରୁଥିଲେ, ହେଲେ ଯୁବତୀ ଜଣକ ତାକୁ ପ୍ରତ୍ୟାଖାନ କରିଥିଲେ। ପରେ ଯୁବକ ଜଣକ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ପରିବାର ର ଅଭିଯୋଗ କ୍ରମେ ପୋଲିସ ତାକୁ ରାୟଗଡା ରୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

Related Post

ଦୁଇ କୋଟି ରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ସହିତ ଲକ୍ଷାଧିକ ଟଙ୍କା ଜବତ

Posted by - October 22, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଓ ବସ୍ତା ଥାନା ପୋଲିସ ସହିତ ଅବକାରୀ ସ୍କ୍ୱାର୍ଡ ଏବଂ ସ୍ଵତନ୍ତ୍ର ଫୋର୍ସ ର ବସ୍ତା ଥାନା ବିଦ୍ୟାଧର ପୁର ବସ୍ତି…

ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

Posted by - September 9, 2019 31
ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ…

ଯାଜପୁର ବିଞ୍ଝାରପୁରରେ ବାଲିଘାଟକୁ ନେଇ ବୋମାମାଡ଼, ଜଣେ ମୃତ

Posted by - March 24, 2022 0
ଯାଜପୁର: ବାଲିଘାଟ ଲିଜକୁ ନେଇ ଯାଜପୁରରେ ଅଘଟଣ। ବାଲିଘାଟ ଲିଜକୁ ନେଇ ବଚସା ପରେ ବୋମାମାଡ଼। ବିଞ୍ଝାରପୁର ବଗମରା ବାଲିଘାଟରେ ଦୁର୍ବୁତ୍ତଙ୍କ ଦ୍ବାରା ବୋମାମାଡ଼ ହୋଇଛି। ଦୁର୍ବୁତ୍ତଙ୍କ…

ଦଶରଥପୁର ଖାନନଗର ପଞ୍ଚାୟତରେ 6ନମ୍ବର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କୁ ଆକ୍ରମଣ ।

Posted by - February 20, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଦଶରଥପୁର ଖାନନଗର ପଞ୍ଚାୟତରେ 6ନମ୍ବର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମାମିନା ମଲିକଙ୍କୁ ଆକ୍ରମଣ । ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ । ଅଭିଯୋଗ…

କୃଷି ଋଣ ଛାଡ କଥା ଚିନ୍ତା କରାଯିବ :- ନବୀନ ପଟ୍ଟନାୟକ

Posted by - December 19, 2018 30
ଭୁବନେଶ୍ବର ୧୯|୧୨: ୧୯ ନିର୍ବାଚନର ମୁଖ୍ୟ ମୁଦ୍ଦା ହେବାକୁ ଯାଉଛନ୍ତି ଚାଷୀ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ ଅନୁଧ୍ୟାନ କରୁଛୁ…