ଯାଜପୁରରେ ମାଟ୍ରିକ ପରିକ୍ଷା

212 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା  ଯାଜପୁର ଜିଲାର ୧୬୧ଟି ପରିକ୍ଷା କେନ୍ଦ୍ରରେ ୨୬ହଜାର ୬୨୨ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି ଆଜି ସକାଳ ୮ଟାରେ ପରିକ୍ଷା କେନ୍ଦ୍ର ଗେଟ ଖୋଲିବା ପରେ ପରିକ୍ଷାର୍ଥୀ ମାନେ ଧାଡିବାନ୍ଧି ପରିକ୍ଷାକେନ୍ଦ୍ରକୁ ଯାଇଥିଲେ ଗତକାଲି ଠାରୁ ପ୍ରଶ୍ନପତ୍ର ପ୍ରତ୍ୟେକ ପରିକ୍ଷାକେନ୍ଦ୍ରରେ ପହଂଚିସାରିଛି  ଶୃଙ୍ଖଳିତ ପରିକ୍ଷା ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି କପି ରୋକିବା ପାଇଁ ୫ଟି ସ୍କାର୍ଡ ଗଠନ କରାଯାଇଛି 

ଯାଜପୁର ଜିଲା ଶିକ୍ଷାଅଧିକାରୀ ଜିଲାପାଳ ରଂଜନ କୁମାର ଗିରି ବିଭିନ୍ନ ପରିକ୍ଷା କେନ୍ଦ୍ରକୁ ଯାଇ ପରିକ୍ଷା ବ୍ୟବସ୍ଥାର ଯାଂଚ କରିଥିଲେIପରିକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳ ସହିତ ଟଏଲେଟ୍ ବ୍ୟବସ୍ଥାର ଯାଂଚ ମଧ୍ୟ କରିଥିଲେ ଆଜି ପ୍ରଥମେ ଇଂରାଜି ପରିକ୍ଷା ଥିବା ବେଳେ ଏଥିପାଇଁ ପରିକ୍ଷାର୍ଥୀ ସଂପୁର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଆସିଥିବା ସୂଚନା ଦେଇଥିଲେ 

Related Post

ମୋରାଲ୍ ପେଂଟିଙ୍ଗରେ ସଜେଇ ହୋଇଛି ଗୋଟିଏ ଗାଁ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ଶାଢି ର ଡିଜାଇନ ରେ ସଜାଇଲେ ଚିତ୍ରକର ଓ ବୁଣାକାର ଗୋଟିଏ ଗାଁକୁ । ସାରା ଗାଁରେ ଦେଖାଦେଲା ସମ୍ବଲପୁରୀ ଡିଜାଇନ ର ଅପୁର୍ବନିୟ…

ଯାଜପୁର : ବିସ୍ଫୋରଣ ର ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର

Posted by - December 26, 2018 4
ଯାଜପୁର ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ମୈଥାନ ଇସ୍ପାତ କାରଖାନାରେ।କଳିଙ୍ଗନଗରସ୍ଥିତ…

କୁମ୍ଭିପଡ଼ାର ନରେଶ ବାଗ ନିଖୋଜ ମାମଲା,ଭୋଇପଡ଼ା ନିକଟରୁ ବାଇକ ଓ କଙ୍କାଳ ଠାବ, ନରେଶ ଏବେ କେଉଁଠି ?

Posted by - February 1, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଡିସେମ୍ବର ୧୨ ତାରିଖ ଦିନ ଟିଟିଲାଗଡ ନିକଟସ୍ଥ କୂମ୍ଭିପଡ଼ା ଗ୍ରାମରୁ ପାଖାପାଖି ୪.୩୦ ସମୟରେ ନରେଶ ବାଗ ( ନେତ୍ରାନନ୍ଦ ବାଗ), ବିବେକ ପ୍ରଧାନୀ,…

ନନ୍ଦନକାନନ,ଚୁଡାଙ୍ଗଗଡ଼, ଓ ଚନ୍ଦକା ଅଭୟାରଣ୍ୟର ବିକାଶ ପାଇଁ ଦାବି

Posted by - June 27, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ନନ୍ଦନକାନନ, ଚୁଡଙ୍ଗଗଡ଼ ଓ ଚନ୍ଦକା ଅଭୟାରଣ୍ୟର ବିକାଶ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତଥା ଆଞ୍ଚଳିକ ବିକାଶ କମିଟିର ମୁଖ୍ୟ ଉପଦେଷ୍ଟା…

ବଲାଙ୍ଗୀରରେ ଉଦ୍ଧାର ହେଲେ ବନ୍ଧକ ଥିବା ପରିବାରର ୩ ଜଣ ; ପୁଲିସ ତଦନ୍ତ ଜାରି

Posted by - June 15, 2021 0
ବଲାଙ୍ଗୀର : ବଲାଙ୍ଗୀରରେ ଆଜି ଦେଖାଦେଇଥିଲା ବନ୍ଧୁକଧାରୀର ଆତଙ୍କରାଜ। ଦୀର୍ଘ ସମୟର ପ୍ରୟାସ ପରେ ଘରୁ ଭିତରୁ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ଉଦ୍ଧାର ହେଲେ…