ନିରାଡମ୍ବର ଭାବେ ବିଜୁ ଜୟନ୍ତୀ ପାଳିତ

141 0

ମାଲକାନଗିରି :(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ତିତ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଅଛି ।

ଏହି ଅବସରରେ ଖଇରପୁଟ ଜୋନର ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ବିଜୁ ବାବୁଙ୍କ ତୈଳଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ସହ ଦ୍ୱିପ ପ୍ରଜ୍ୱଳନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ସରପଞ୍ଚ ମ°ଗଳା ମାଢୀ, ବିଜେଡି ସଭାପତି ସାଧୂ ହନ୍ତାଳ,ଗଣେଶ ପୂଜାରୀ,ହେମନ୍ତ ଦାସ, ଭଗବାନ ସାହୁ, ଗୋପୀ ପା°ଗୀ,ଶ୍ରୀଧର ଆଦବାରୀ, ଶ°କର ସ୍ୱାଇଁ,ଧରମନାଥ ପାଣ୍ଡେ, ସିତାରାମ ପା°ଗୀ ଓ ପିଣ୍ଟୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ନୂତନ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ କହିଥିଲେ ଯେ ଆମେ ସବୁ ବିଜୁ ବାବୁଙ୍କ ଆଦର୍ଶକୁ ଅନୁସରଣ କରିବା ସହ ନିଜକୁ ସମସ୍ତ ପ୍ରକାର ଜନକଲ୍ୟାଣ କାର୍ଯ୍ୟପାଇଁ ନିୟୋଜିତ କଲେ ହିଁ ତାହା ପ୍ରକୃତ ପକ୍ଷେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ହୋଇପାରିବ ।

Related Post

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଇକୋପାର୍କ (ନନ୍ଦନବନ) ପ୍ରଥମ ସାଧାରଣ ପରିଦଷ ବୈଠକ 

Posted by - July 9, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଇକୋପାର୍କ(ନନ୍ଦନବନ) ପ୍ରକଳ୍ପର ପ୍ରଥମ ସାଧାରଣ ପରିଷଦ ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ…

କୋରନା ମୁକାବିଲା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ  ଙ୍କ ସହ ଚୁକ୍ତିନାମା ସ୍ଵାକ୍ଷର

Posted by - April 1, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ କୋରୋନା ମୁକାବିଲା ପାଇଁ କଳିଙ୍ଗନଗର ରେ ଥିବା ଟାଟା ମେଡିକାକର୍ତ୍ତୃପକ୍ଷ  ଙ୍କ ସହ ଚୁକ୍ତିନାମା ସ୍ଵାକ୍ଷର କରିଛି।ଯାଜପୁର ଜିଲ୍ଲାପାଳ…

ଯାଜପୁର ଜିଲ୍ଲାରେ ସୁସ୍ଥତା ହାର ୭୬.୭ : କରୋନା ସମୀକ୍ଷା କଲେ ପର୍ଯ୍ୟବେକ୍ଷକ

Posted by - August 18, 2020 0
ଯାଜପୁର ଅଫିସ:ଜିଲ୍ଲାରେ ଅଧିକ ଟେଷ୍ଟିଂ କରାଯିବା ଏକ ସୁନ୍ଦର ପଦକ୍ଷେପ । ଏହାଦ୍ୱାରା ଆମର ଟ୍ରାକିଂ ଓ ଟ୍ରିଟମେଣ୍ଟ ସହଜ ହୋଇପାରିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ…