ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ମୃତ ଓ ଜଣେ ଆହତ

827 3
  1. କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିଜାପାଲି ଗ୍ରାମର ଶ୍ରୀ ରାମ ପୁଟେଲ ନାମକ ଜଣେ ବ୍ୟକ୍ତି ନିଜ ବାଡ଼ିରେ କାମ କରୁଥିବା ବେଳେ ବିଜୁଳି ତାର ସଂଯୋଗ ରେ ଆସି ମୃତୁ ମୁଖରେ ପଡିଥିବା ଜଣାପଡିଛି l ଉକ୍ତ ତାର ଏକ ଶାଗୁଆନ ଗଛରେ ଲାଗିଥିଲା ଓ ତାହା ପାଣି ମୋଟର ରେ ସଂଯୋଗ ହୋଇଥିଲା l ତାଙ୍କୁ ଉଦ୍ଧାର କରିବାକୁ ଯାଇ ଦେବରଚନ ପଧାନ ଗୁରୁତର ଆହତ ହୋଇଛନ୍ତି l ଖବର ପାଇ ପଲମ ଫାଣ୍ଡି ଅଧିକାରୀ ଅଶୋକ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ବ୍ୟବଛେଦ ପାଇ କେସିଙ୍ଗା ପଠାଇଛନ୍ତି l ଆହାତଙ୍କୁ ଚିକିତ୍ସ ପାଇ କେସିଙ୍ଗା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି l ￰ମୃତ ଶ୍ରୀ ରାମ ଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

Related Post

ଜୁନାଗଡ଼ ବ୍ଲକରେ ତିନିଗୋଟି କୃଷକ ପରାମର୍ଶ କେନ୍ଦ୍ର ଉଦଘାଟିତ

Posted by - October 14, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ନାନ୍ଦୋଳ, ତଳ ଜାରିଂଗ, କେନ୍ଦୁପାଟି ଗ୍ରାମ ଠାରେ ଓଡିଶା ରାଜ୍ୟ ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ…

ବରୀ ବ୍ଲକ ଅଧିନସ୍ଥ ସ୍ୱାଇଁଖଣ୍ଡ ପଂଚାୟତ ଉନ୍ନୟନ ମୂଳକ କାର୍ଯ୍ୟରେ ସଫଳତା ଲାଭ

Posted by - July 27, 2019 2
ବରୀ ୨୬/୭ ବରୀ ବ୍ଲକ ଅଧିନସ୍ଥ ସ୍ୱାଇଁଖଣ୍ଡ ପଂଚାୟତ ଉନ୍ନୟନ ମୂଳକ କାର୍ଯ୍ୟରେ ସଫଳତା ଲାଭ କରିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କୃତ କରାଯାଇ ଅଛି ।…

ସମାଜ କଲ୍ୟାଣ ପରିଷଦ ସଭା ଗୃହରେ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଗୁରୁପୂର୍ଣ୍ଣିମା ପାଳିତ

Posted by - July 14, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଟିଟିଲାଗଡ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଧୁମଧାମରେ ଏହି ଦିବସକୁ ପାଳନ କରାଯାଇଛି। ସଂସ୍ଥାର ସଭାପତି ପ୍ରମୋଦ…

ସାନ ମସିଗାଁ କ୍ଲବଗୃହ ରେ ଚାବି : ଯୁବକ ସଙ୍ଘ ଦ୍ୱାରା ଖେଳ ପଡିଆରେ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 28, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ ସାନମସିଗାଁ ଗ୍ରାମ ରେ ଯୁବକ ସଙ୍ଘ ଦ୍ୱାରା ଖେଳ ପଡିଆରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି! ସ୍ଥାନୀୟ…

Leave a comment

Your email address will not be published.