ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ମୃତ ଓ ଜଣେ ଆହତ

919 3
  1. କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିଜାପାଲି ଗ୍ରାମର ଶ୍ରୀ ରାମ ପୁଟେଲ ନାମକ ଜଣେ ବ୍ୟକ୍ତି ନିଜ ବାଡ଼ିରେ କାମ କରୁଥିବା ବେଳେ ବିଜୁଳି ତାର ସଂଯୋଗ ରେ ଆସି ମୃତୁ ମୁଖରେ ପଡିଥିବା ଜଣାପଡିଛି l ଉକ୍ତ ତାର ଏକ ଶାଗୁଆନ ଗଛରେ ଲାଗିଥିଲା ଓ ତାହା ପାଣି ମୋଟର ରେ ସଂଯୋଗ ହୋଇଥିଲା l ତାଙ୍କୁ ଉଦ୍ଧାର କରିବାକୁ ଯାଇ ଦେବରଚନ ପଧାନ ଗୁରୁତର ଆହତ ହୋଇଛନ୍ତି l ଖବର ପାଇ ପଲମ ଫାଣ୍ଡି ଅଧିକାରୀ ଅଶୋକ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ବ୍ୟବଛେଦ ପାଇ କେସିଙ୍ଗା ପଠାଇଛନ୍ତି l ଆହାତଙ୍କୁ ଚିକିତ୍ସ ପାଇ କେସିଙ୍ଗା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି l ￰ମୃତ ଶ୍ରୀ ରାମ ଙ୍କ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

Related Post

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳର ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

Posted by - April 26, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସଙ୍କୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡ ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟଶାଳାର ଉଦ୍ଘାଟନୀ…

ଜଙ୍ଗଲ ସଂରକ୍ଷଣ ନିୟମ -୨୦୨୨ର ପ୍ରତ୍ୟାହାର ଦାବିରେ ଗଣ ବିକ୍ଷୋଭ

Posted by - November 13, 2022 0
ରାୟଗଡା : (ରାମାକାନ୍ତ ପୋଢଳ ) କେନ୍ଦ୍ର ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨କୁ ଆଦିବାସୀ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ବୋଲି କହି ତାର ପ୍ରତ୍ୟାହାର…

କୈବର୍ତ୍ତ ସମାଜ ପାଳିଲେ ମାଁ ମାଣିକେଶ୍ବରୀ ଯାତ୍ରା

Posted by - October 19, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୈଜ୍ଞାନିକ ଯୁଗରେ ମଧ୍ୟ ପଶୁବଳୀ କୁ ବିଶ୍ୱାସ କରୁଛି ମାନବ ସମାଜ! ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଓ…

ଗଡ଼ସନ୍ତ୍ରୀ ଡମ୍ବରୁଧର ଶିବ ମନ୍ଦିରରୁ ଚୋରୀ

Posted by - October 15, 2019 2,155
ଅନୁଗୁଳ:(ମହେଶ ଭୋମରାଜ)ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ଥିବା ଡମ୍ଭୁରୁଧର ଶିବ ମନ୍ଦିର ରୁ ଚୋରି ହୋଇଥିବାର ଖବର ମିଳିଛି। ଗତ ରାତିରେ କୌଣସି ଦୁର୍ବୁର୍ତ୍ତ ଚୋରୀ…

କେସିଙ୍ଗା ଏନ୍ ଏ ସି ର ପ୍ରଥମ ପାରିଷଦ ବର୍ଗ ବୈଠକ

Posted by - April 23, 2022 0
କେସିଙ୍ଗା :(ପୀତେଶ ପଟେଲ) କେସିଙ୍ଗା ଏନ୍ ଏ ସି ର ସଦଭାବନା ସଭାଗୃହରେ ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମ ପାରିଷଦ ବର୍ଗ ବୈଠକ…

Leave a comment

Your email address will not be published.