ଓଡିଶାର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ପ୍ରତାପ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଲୋକସଭାରେ ଆଜି ପ୍ରତାପ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଯେଉଁମାନେ ଭାରତକୁ ଟୁକୁଡା ଟୁକୁଡା କରିବାରେ ଲାଗିଛନ୍ତି, ପାକିସ୍ତାନ ଜିନ୍ଦାବାଦ, ଅଫଜଲ ଗୁରୁ ଜିନ୍ଦାବାଦ ନାରା ଲଗାଉଛନ୍ତି ସେମାନଙ୍କୁ ଦେଶରେ ରହିବା ଅଧିକାର ଅଛି କି ବୋଲି ପ୍ରତାପ ପ୍ରଶ୍ନ କରିଥିଲେ
Breaking News
Related Post
ବରୀରେ ତଳି ରୁହା ଧାନ ପଚି ନଷ୍ଟ , ଜଳ ନିଷ୍କାସନ ପାଇଁ ଦାବି
ଯାଜପୁର ଅଫିସ : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ଚଳିତ ବର୍ଷ ତଳି ରୁଆଧାନ ପଚି ନଷ୍ଟ ହେବାକୁ ବସିଛି । ଏ ନେଇ ଚାଷିକୂଳ…
ଅଭିନେତା ମିହିର ଦାସଙ୍କ ୬୩ ବର୍ଷ ବୟସରେ ପରଲୋକ,ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ଭୁବନେଶ୍ବର :ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ଅସୁସ୍ଥତା ଯୋଗୁ ସେ କଟକର…
ସ୍ବଧାର ଗୃହରୁ ଫେରାର୍ ହେଲେ ୧୨ ଅନ୍ତେବାସୀ,ପୋଲିସ ଦ୍ୱାରା ୬ଜଣ ଉଦ୍ଧାର
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦୁଆରଶୁନୀ ମଶାନପଡ଼ା ନିକଟରେ ଥିବା ସ୍ଵଧାର ଗୃହରୁ ୧୨ଜଣ ଅନ୍ତେବାସିନୀ ଚମ୍ପଟ ମାରିବା ଘଟଣା…
ବନ୍ଧ ଘାଇ ଭାଙ୍ଗି ଯିବାରୁ, ଧାନ ଫସଲ ନଷ୍ଟ
ବୌଦ୍ଧ:( ଚିତରଂଜନ ସିଂ)ଦୁଇ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକ କୁସଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମର ଉପର ମୁଣ୍ଡରେ ଥିବା ଉପର…
ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜମନକିରା ସିଡିପିଓ ଓ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ର ଶତାଧିକ କର୍ମୀ…
ବଡ ଖବର
- ଭୁବନେଶ୍ବର ରେ ଟ୍ରାଫିକ୍ ଜାମ୍ ଏକ ନିତିଦିନିଆ ଘଟଣାରେ ପରିଣତ
- ପ୍ରମିଳା ଦେବୀ ସ୍କୁଲରେ ୭୪ ତମ ଗଣତନ୍ତ୍ର ଦିବସ ପାଳିତ
- ଯାଜପୁର ରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ,ଦେଖନ୍ତୁ ପୁରା ଭିଡିଓ
- ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସରସ୍ଵତୀ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର ଅନୁଷ୍ଠିତ
- ଧର୍ମଗଡ଼ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ
- ସିରିଜ ଦୁର୍ଘଟଣା,୨ ମୃତ ୩ ଗୁରୁତର
- ୭୪ ତମ ଜନରାଜ୍ୟ ଦିବସ ପାଳନ ଅବସରରେ ଦେଶପ୍ରେମ କବିତା ପାଠ ଓ ସାହିତ୍ୟ ସଭା
- ପଡ଼ିଆବାହଲ ଉନ୍ନୀତ ବିଦ୍ୟାଳୟରେ ୭୪ ତମ ସ୍ବାଧିନତା ଦିବସ ଓ ସରସ୍ଵତୀ ପୂଜା ପାଳିତ
- ଟିଟିଲାଗଡ଼ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ
- ୭୪ ତମ ଗଣତନ୍ତ୍ର ଦିବସରେ ୧୧ କିଲୋମିଟର ଲମ୍ବ ତ୍ରିରଙ୍ଗା ଏକ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି