ପାଞ୍ଚଟି ଭାଷା ରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ

880 0

ଓଡିଶାର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ପ୍ରତାପ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଲୋକସଭାରେ ଆଜି ପ୍ରତାପ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଯେଉଁମାନେ ଭାରତକୁ ଟୁକୁଡା ଟୁକୁଡା କରିବାରେ ଲାଗିଛନ୍ତି, ପାକିସ୍ତାନ ଜିନ୍ଦାବାଦ, ଅଫଜଲ ଗୁରୁ ଜିନ୍ଦାବାଦ ନାରା ଲଗାଉଛନ୍ତି ସେମାନଙ୍କୁ ଦେଶରେ ରହିବା ଅଧିକାର ଅଛି କି ବୋଲି ପ୍ରତାପ ପ୍ରଶ୍ନ କରିଥିଲେ

Related Post

କଂଗ୍ରେସ ର ନିର୍ବାଚନୀ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ,କୌଣସି ଦଳ ସହିତ ସାଲିସ କିମ୍ବା ସିଟ୍ ବୁଝାମଣା ହେବ ନାହିଁ

Posted by - October 26, 2021 0
ନୀଳଗିରି:( ସୌମ୍ୟାସାଇ ବାରିକ )ଆଗାମୀ ତ୍ରୀ – ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ, ନୀଳଗିରି ବ୍ଲକ କଂଗ୍ରେସ୍ ପକ୍ଷରୁ, ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ, କର୍ମୀ ସମ୍ମିଳନୀ…

ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ

Posted by - April 22, 2019 0
ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍‌ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ମାଜିଷ୍ଟ୍ରେଟ୍ ଓ ଜଣେ ପୁଲିସ୍‌ ଏଏସ୍‌ଆଇଙ୍କ…

ଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୟନ

Posted by - July 11, 2021 0
ବୌଦ୍ଧ 🙁 ଚିତ୍ତରଞ୍ଜନ ସିଁ)ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୟନ କାରାଯାଇଛି l ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର୍ ମିଶ୍ରଙ୍କ ସୁପାରିଶ…

ଖୋର୍ଦ୍ଧା ସହରରେ ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତି।

Posted by - August 12, 2021 0
ଖୋର୍ଦ୍ଧା :ଖୋର୍ଦ୍ଧା ରେ କ୍ରୀଡା ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟ ସରକାର ଖୋର୍ଦ୍ଧା ସମେତ ୮୯ ଟି ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ଲାଗ…

ଅରିନ୍ଦମ ଦାସ ଙ୍କ ବିୟୋଗରେ ଶୋକସଭା

Posted by - September 24, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ଆଉ ନାହାନ୍ତି ଯୁବ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । ତାଙ୍କର ଅମର ଆତ୍ମାର ସଦ୍ ଗତି ପାଇଁ ସୋନପୁର…

Leave a comment

Your email address will not be published.