Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

୨ କୋଟିର ସୁନାପାପୁଲି ଦେଲେ ତିରୁପତି ବାଲାଜୀଙ୍କୁ ଜଣେ ଭକ୍ତ

857 0

ଶ୍ରୀ ଭେଙ୍କଟେଶ୍ୱର ବିଷ୍ଣୁଙ୍କର ଅବତାର ବୋଲି ବିଶ୍ୱାସ ରହିଛି | ଶ୍ରୀ ଭେଙ୍କଟେଶ୍ୱର ବାଲାଜୀ,ଗୋବିନ୍ଦ ଓ ଶ୍ରୀନିବାସ ନାମରେ ମଧ୍ୟ ନାମିତ | ଆନ୍ଧ୍ରପ୍ରଦେଶର ଚି଼ଟ୍ଟୁର ଜିଲ୍ଲାର ତିରୁପତିରେ ଏହି ମନ୍ଦିର ରହିଥିବାବେଳେ ବିଶ୍ୱର ଧନୀ ମନ୍ଦିର ତାଲିକାରେ ଏହି ମନ୍ଦିର ସର୍ବାଗ୍ରେ ରହିଛି |ତିରୁମାଲା ତିରୁପତି ଦେବସ୍ଥାନଂ ଟ୍ରଷ୍ଟକୁ ସେ ଏହି ସୁନା ଅଳଙ୍କାର ପ୍ରଦାନ କରିଛନ୍ତି  ଜଣେ ଭକ୍ତ। ତିରୁମାଲାରେ ଥିବା ତିରୁପତି ବାଲାଜୀଙ୍କୁ ଜଣେ ଭକ୍ତ ସୁନାର ପାପୁଲି ସାଙ୍ଗକୁ ସୁନାର ହାତ ଦାନ କରିଛନ୍ତି | ଏହି ସୁନାର ପାପୁଲି ମୂଲ୍ୟ ୨ କୋଟି ୨୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି | ମିଳିଥିବା ସୂଚନା ମୁତାବକ ତାମିଲନାଡୁର ତଂଗଦୋରେଇ ନାମକ ଜଣେ ଭକ୍ତ ଦୁଇଟି ସୁନାର ଅଳଙ୍କାର ଦାନ ସୂତ୍ରରେ ଦେଇଛନ୍ତି | ଅଭୟ ହସ୍ତମ ଓ କୋଟି ହସ୍ତମ ନାମକ ଏହି ଦୁଇଟି ସ୍ବର୍ଣ୍ଣ ଅଳଙ୍କାରକୁ ଆଜିର ସୁପ୍ରଭାତ ସେବା ଅବସରରେ ସେ ଦାନ କରିଛନ୍ତି |

Related Post

ତ୍ୱରାନ୍ୱିତ ବିକାଶପାଇଁ ପୁନର୍ଗଠିତ ହେଉ।ହରଭଙ୍ଗା ବ୍ଲକ,ସୁରକ୍ଷିତ ହେଉ ମହାନଦୀ ତଟ

Posted by - August 4, 2021 0
ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ଅତୀତରେ ଅବିଭକ୍ତ ବୌଦ୍ଧ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ଓ ବିକାସମୁଖୀ ବ୍ଲକ ଥିଲା ହରଭଙ୍ଗା।ନୌବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା।ମହାନଦୀ ତଟରେ ଅବସ୍ତିତ ଏହି ବ୍ଲକ ଡଙ୍ଗାରେ…

ଦୀପାବଳିରେ ବାଣ ନୁହେଁ ହସଫୁଟାଇବା ପାଇଁ ଏକ ନିଆରା ପ୍ରୟାସ 

Posted by - November 6, 2021 0
ଭୁବନେଶ୍ବର:ଆଲୋକର ପର୍ବ ଦୀପାବଳୀ ସମସ୍ତଙ୍କ ପାଇଁ ଖୁସି ଆଣି ଦେଇଥାଏ । ସମସ୍ତେ ବାଣ ଫୁଟାଇ ଦୀପ ଜାଳି ଦୀପାବଳି ପାଳନ କରିଥାନ୍ତି କିନ୍ତୁ ଏହା ଭିତରେ…

ସେବା ଅନୁଷ୍ଠାନ ର ଗରିବ ଙ୍କୁ ଚପଲ ପ୍ରଦାନ

Posted by - October 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସାମାଜିକ ଅନୁଷ୍ଠାନ ସେବା ପକ୍ଷରୁ ଗରିବ ବୟସ୍କ ମହିଳା ମାନଙ୍କୁ ଚପଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମାନବ ସେବା ହିଁ ମାଧବ ସେବା ନୀତିକୁ…

Leave a comment

Your email address will not be published.