ଯାଜପୁର ଦାନଗଦୀ ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

1580 0

ଯାଜପୁର ଦାନଗଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି। ପିସି କାରବାର ବନ୍ଦ କରିବା ତଥା ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରି ଗୋଟିଏ ଗୋଷ୍ଠୀ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି,ଏକ  ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷା ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ବିଜେଡି କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଦୁର୍ନୀତି ଓ ପିସି କାରବାର ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ଏ ନେଇ ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Related Post

ଜିଲ୍ଲା ରେ ପ୍ରତ୍ୟେକ ଶନି ଓ ରବିବାର ଦିନ ହେବ ଶତ ପ୍ରତିଶତ ହେଲମେଟ ଦିବସ ସୁରକ୍ଷା କମିଟିର ନିଷ୍ପତ୍ତି

Posted by - July 7, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଁ ଗତ ଜୁନ 0୧ ତାରିଖ ଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲ…

୧୨ତମ ଜାତୀୟ ଭୋଟର ଦିବସ -୨୦୨୨ ଉପଲକ୍ଷେ ପ୍ରତିଯୋଗିତା

Posted by - January 25, 2022 0
ମାଲକାନଗିରି:(ଅବଦୁଲ ଗନି)ଜାତୀୟ ଭୋଟର ଦିବସ ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସର ୨୫ ତାରିଖ ଦିନ ପ୍ରତ୍ୟେକ ବୁଥ ସ୍ଥରୀୟ , ବ୍ଲକ ସ୍ଥରୀୟ , ସବଡ଼ିଭିଜନ ସ୍ଥରୀୟ…

କଳାହାଣ୍ଡି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - June 7, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି…

ଅତିସ୍ଟ ଗ୍ରୀଷ୍ମ ପ୍ରବାହ ଜନଜୀବନ ଅସ୍ତବ୍ୟସ୍ତ

Posted by - May 1, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୨୬ଟି ପଞ୍ଚାୟତ ର୧୦୦ରୁ ଉର୍ଦ୍ଧ୍ବ ଗାଁ ଗଣ୍ଡା ରେ ପ୍ରଚଣ୍ଡ ରୁଦ୍ର ତାପ ଗ୍ରୀଷ୍ମ ପ୍ରବାହର ପ୍ରକୋପରେ…

ହାତୀକୁଚ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକବଣ୍ଟନମେଳା

Posted by - October 24, 2019 0
କେନ୍ଦୁଝର,୨୩/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତିକୁଚ଼ା ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନମେଳା ରେ ପୋଷାକ ଜୋତା ମୈାଜା…

Leave a comment

Your email address will not be published.