ନୂତନବର୍ଷକୁ ସ୍ୱାଗତ କରିବାପାଇଁ ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

320 0

ସମ୍ବଲପୁର::(ରମାକାନ୍ତ ବିଶ୍ବାଳ) ରେଙ୍ଗାଲିରେ ନବ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷଭଳି ଏ ବର୍ଷ ମଧ୍ୟ୍ୟ କୋଭିଡ ନିୟମ ପାଳନ କରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି |
ଏହି ଟୁର୍ନାମେଣ୍ଟ କୁ ଉଦ୍ଘାଟନ କରିବାପାଇଁ ଅତିଥି ଭାବରେ ବିଜେଡି ର ବରିଷ୍ଠ ନେତା ଏମ. ବି. ସତ୍ୟନ (ଜଟିଆ), ଟିକୁ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ସାହୁ, ଅବସରପ୍ରାପ୍ତ ଯବାନ ଦେବ ନାରାୟଣ ତିୱାରୀ ଏବଂ ତରୁଣ ଭୋଇ ପ୍ରମୁଖ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ମିଳିତ ଭାବରେ ଉଦ୍ଘାଟନ କରିବାସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

ଚଳିତ ବର୍ଷ ଉଦ୍ଘାଟନୀ ମ୍ୟାଚ କୁ ରେଙ୍ଗାଲି ଏମବିସି କ୍ରିକେଟ୍ କ୍ଲବ୍ର ନୂତନ ବର୍ଷକୁ ସ୍ୱାଗତ କରିବା ଯେଉଁଥିରେ ଆଖପାଖର ୨୯ ଟି ଦଳ ଅଂଶଗ୍ରହଣ କରିବେ | ଯାହା ୨୫ ଡିସେମ୍ବରରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ | ରେଙ୍ଗଲି ୱେସ୍କୋ ସହ ରୟାଲ ଷ୍ଟାର ମଧ୍ୟରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଖେଳାଯାଇଥିଲା |

ଖେଳ ପଡିଆ ରେ କ୍ରିକେଟ ପ୍ରେମୀଙ୍କ ପ୍ରବଳ ଭିଡ଼ ଜମିଥିଲା l ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଡିସେମ୍ବର ୩୧ ତାରିଖ ଉଦଯାପିତ ହେବ l ବିଜେତା ଏବଂ ଉପବିଜେତାଙ୍କୁ ଆକାର୍ଷଣୀ ଟ୍ରଫି ସହ ମୋଟା ଅଙ୍କର ଅର୍ଥରାଶି ପୁରସ୍କୃତ କରିବାର ବ୍ୟବସ୍ଥା ଥିବା କମିଟି ପକ୍ଷରୁ ସୂଚନା ରହିଛି l

 

Related Post

ବିଜୟା ୟୁଥ କ୍ଲବ ନବୀନ ସ୍ମାରକୀ ଗ୍ରାମାଞ୍ଚଳ ଫୁଟବଲ ଟୂର୍ଣ୍ଣ।ମେଣ୍ଟ

Posted by - October 25, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୋୖଦ୍ଧଜିଲ୍ଲା ତାଲଷରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆଜି ବିଜୟା ୟୁଥକ୍ଲବ ଜରିଆରେ ନବୀନସ୍ମାରକୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଂଟର ଖେଳ ଉଦଯାପିତ ହୋଇଯାଇଛି। ଏହି…

ରାଜ୍ୟସ୍ତରୀୟ  ଅଶୋକ ଦାସ ସ୍ମାରକୀ କବାଡି ପ୍ରତିଯୋଗୀତା ଉଦଯାପିତ

Posted by - February 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବାଳାଶ୍ରମ ପଡିଆରେ ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ  ଅଶୋକ ଦାସ ସ୍ମାରକୀ ପୁରୁଷ ଓ ମହିଳା କବାଡି ପ୍ରତିଯୋଗୀତା । ପୁରୁଷ ବିଭାଗରେ…

ଯାଜପୁର ଠାରେ ଜାତୀୟ କ୍ରୀଡା ଦିବସରେ ସମ୍ୱର୍ଦ୍ଧିତ ହେଲେ ୬ ଜଣ କ୍ରୀଡାବିତ୍

Posted by - August 29, 2020 0
ଯାଜପୁର ଅଫିସ :ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍‌ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତ୍‌ଙ୍କୁ ବିଜୁ ପଟ୍ଟନାୟକ…

ଶୁଭମ ସ୍ମାରକୀ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣାମେଣ୍ଟ ଚତୁର୍ଥ ଦିବସ ରେ ଚାରିଶମ୍ଭୁ ବିଜୟୀ

Posted by - February 3, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୋୖଦ୍ଧ ଜିଲ୍ଲା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ମହାଳିଙ୍ଗ ଖେଳ ପଡ଼ିଆରେ ଚତୁର୍ଥ ବର୍ଷ ର ଚତୁର୍ଥ ଦିନର ଖେଳ ହୋଇଯାଇଛି ।…

ସୋନପୁର ପ୍ରିମିୟର ଲିଗ ମଣ୍ଟୁ ୱାରିୟର୍ସ ଚମ୍ପିଆନ

Posted by - April 11, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଚାଲିଥିବା ସ୍ଥାନୀୟ ଗାନ୍ଧୀ ପଡିଆରେ ସୋନପୁର ପ୍ରିମିୟର ଲିଗ ୨୦୨୨ ଗତକାଲି ଉଦଯାପିତ ହୋଇଯାଇଛି l ଗତକାଲି…