ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଅକ୍ଷତ ଅବସ୍ଥାରେ ଉଦ୍ଧାର

144 0

ସୋନପୁର:(ଅଜିତ କୁମାର ପୁଝାରୀ)ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ସୋନପୁର ପୋଲିସର ପକ୍ଷରୁ ଉଦ୍ଧାର କରାଯଇଛି ।ସୋନପୁର ଜିଲ୍ଲା ଅର୍ଜୁନପୁର ଜଙ୍ଗଲରୁ ନବଜାତ ଶିଶୁକୁ ଉଦ୍ଦାର କରାଯାଇଛି ।

କାର୍ଯ୍ୟନୁଷ୍ଟାନ ଭୟରେ ଶିଶୁ ଟିକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ପୋଲିସ ପକ୍ଷରୁ ଉଦ୍ଦାର କାରାଯାଇ ସ୍ବାସ୍ଥ୍ୟ ପରିକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି ।ଶିଶୁ କନ୍ୟର ସ୍ବାସ୍ଥ୍ୟ ପରିକ୍ଷା କରାଯାଇଛି ।ଶିଶୁ କନ୍ୟ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।ଶିଶୁ କନ୍ୟକୁ ଫେରି ପାଇଥିବା ମା ବାପା ଖୁଶି ପ୍ରକାସ କରିଛନ୍ତି ।

Related Post

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି

Posted by - July 9, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ରାଜ୍ୟରେ ବଢ଼ି ଚାଲିଥିବା ଡିଜେଲ,ପେଟ୍ରୋଲ,ଇନ୍ଧନ ଗ୍ୟାସ, ଖାଇବା ତେଲ,ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ,ପିସିସି ସଭାପତି…

ନଦୀରେ ଖସିଲା କାର ସମସ୍ତେ ସୁରକ୍ଷିତ

Posted by - June 24, 2021 0
ମାଲକାନଗିରି :(ଅବଦୁଲ ଗନି)ନଦୀରେ ଖସିଲା କାର ସମସ୍ତେ ସୁରକ୍ଷିତ ମାଲକାନଗିରି ଜିଲ୍ଲା ପାଙ୍ଗମ ନଦୀରେ ଆଜି ସକାଳ ସାତଟା ସମୟ ରେ ଭୁବନେଶ୍ୱର ଠାରୁ ମାଲକାନଗିରି ଅଭିମୁଖେ…

ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା

Posted by - March 20, 2021 0
ଭୁବନେଶ୍ବର: ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା। ଏବେ ପୁଣି ଥରେ ସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି…

କୌଣସି ମତେ କ୍ରସର ଓ ପଥର କୁ୍ୱାରୀ ଚଲାଇ ଦିଆଯିବ ନାହିଁ ବୋଲି ସପଥ, କ୍ରସର ଚାଲିଲେ, ସ୍ଥିତି ଭୟାନକ 

Posted by - August 1, 2022 0
ବୌଦ୍ଧ:(ଚିତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲାପ୍ରଶାସନର ଘୋଷଣାପରେ ଆଜି ଖରଭୂଇଁଠାରେ ବନ୍ଦଥିବା କ୍ରସର ଓ ପଥର ଖାଦାନ ଗୁଡିକୁ କୌଣସି ପରିସ୍ଥିତିରେ କାର୍ଯ୍ୟକ୍ଷମ ନକରେଇବା ପାଇଁ…

ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ବିଡ଼ିଓଙ୍କୁ ଅଭିଯୋଗ

Posted by - August 23, 2020 0
ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ଜନୈକ ବ୍ୟକ୍ତି ବେଗୁନିଆପଡା ବିଡ଼ିଓଙ୍କ…