ଗର୍ଭବର୍ତୀ ମହିଳାର ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା

343 0

ଜଳେଶ୍ବର:(ପ୍ରଭାକର ମଲ୍ଲିକ) ସରକାରୀ ଡାକ୍ତର ଖାନା ମଧ୍ୟରେ ଦାନ୍ତ ବିଭାଗର ଡାକ୍ତର ଓ ଷ୍ଟାଫ ନର୍ସ ଗର୍ଭବର୍ତୀ ମହିଳାର ପ୍ରସୂତି କରିବା ଏବଂ ନବଜାତ ଶିଶୁର ମୃତ୍ୟୁ ଘଟିବାକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା ପୋଲିସ ମୁତୟନ !ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚମାର ଗାଁ ଗ୍ରାମର ରାମଚନ୍ଦ୍ର ସାମଲଙ୍କର ସ୍ତ୍ରୀ ସଂଜିତା ସାମଲ ଗତ କାଲି ବିଳମ୍ବିତ ରାତିରେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ !

ପରିବାର ପକ୍ଷରୁ ୧୦୮ଆମ୍ବୁଲାନ୍ସ ଯୋଗେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ !ମାତ୍ର ଏହି ସମୟରେ ଡାକ୍ତରଖାନ ଦାୟିତ୍ୱରେ କୌଣସି ପ୍ରସୂତି ଡାକ୍ତର ନ ଥିଲେ ! ଦାୟିତ୍ୱରେ ଥିବା ଷ୍ଟାଫ ନର୍ସ ଭାରତୀ ଗିରି ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ !ତେବେ ଆଜି ସକାଳ ୬ଟା ସମୟରେ ଡାକ୍ତରଖାନା ଦାୟିତ୍ୱରେ ଥିବା ଦନ୍ତା ବିଭାଗର ଡାକ୍ତର ମୋନଜ ମୁର୍ମୁଙ୍କ ଉପସ୍ଥିତିରେ ଷ୍ଟାଫ ନର୍ସ ଜଣକ ମହିଳାଙ୍କର ଡେଲିଭାରି କରାଇ ଥିଲେ ! ପିଲା ଜନ୍ମ ହେବାର କିଛିସମୟ ପରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିଲା ମାତ୍ର ଡାକ୍ତର ଖାନା ପକ୍ଷରୁ ପରିବାରକୁ ନଜଣାଇ ପିଲାଟି ବଞ୍ଚିଛି ବୋଲି କହି ଘଣ୍ଟ ଘଡ଼ାଇ ଆସୁଥିଲେ

ତେବେ ଦୀର୍ଘ ସମୟ ପରେ ପିଲାଟିର ମୃତ୍ୟ ଘଟିଛି ବୋଲି ପରିବାର ପକ୍ଷରୁ ଜାଣିଲା ପରିଥିଲେ ! ପିଲାଟିର ମୃତ୍ୟ ପାଇଁ ଦାନ୍ତ ବିଭାଗର ଡାକ୍ତର ଓ ନର୍ସ ଜଣକ ଦାୟୀ ବୋଲି ପରିବାର ପକ୍ଷରୁ ଅଭିଯୋଗ କରି ଡାକ୍ତର ଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଜାରି ହୋଇ ଥିଲା ! ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରୀ ରଖିଥିଲା ବେଳେ ଡାକ୍ତର ଖାନା ଦାୟିତ୍ୱରେ ଥିବା ସୁପରି ଟେଣ୍ଡେଣ୍ଟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ! ମୃତ ନବଜାତ ଶିଶୁର ପରିବାର ପକ୍ଷରୁ ନ୍ୟାୟ ପାଇଁ ବାଲେଶ୍ୱର ଜିଲ୍ଲା ସିଡ଼ିଏମକୁ ଡାକ୍ତର ଓ ନର୍ସ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି !

 

Related Post

ଓଡ଼ିଶାର ଶିଳ୍ପନୁଷ୍ଠାନ କୁ ଶତପ୍ରତିଶତ କୋଇଲା ଯୋଗାଣ ଦାବିରେ MCL ସମୁଖରେ ଧାରଣା

Posted by - October 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଓଡିଶା ରେ ଥିବା ସବୁ ଶିଳ୍ପନୁଷ୍ଠାନ କୁ ଶତ ପ୍ରତିଶତ କୋଇଲା ଯୋଗାଣ ଦାବିରେ ଆଜି ଝାରସୁଗୁଡା ଜିଲ୍ଲା ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ…

କଳାହାଣ୍ଡି ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ଉପଦ୍ରବ, କୁମ୍ଭକର୍ଣ୍ଣ ନିଦ୍ରାରେ ବନ ବିଭାଗ।

Posted by - April 26, 2022 0
କଳାହାଣ୍ଡି: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ କ୍ରମାଗତଭାବେ ଜଙ୍ଗଳ କ୍ଷୟ ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପକାଉଥିବା ବେଳେ ବନ୍ୟପ୍ରାଣୀ…

ଖପ୍ରାଖୋଲ ରେ ବିଭିନ୍ନ ଯୋଜନା ର ବ୍ଲକ୍ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ

Posted by - November 19, 2022 0
ଖପ୍ରାଖୋଲ: ୧୮/୧୧ ( ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସହ ବିଭିନ୍ନ ଯୋଜନା ର…

ପାଣି ପାଇଁ ହନ୍ତସନ୍ତ ହେଉଥିବା ମହିଳାଙ୍କ ଗରା ଓ ବାଲ୍‌ଟି ଧରି କଟକ-ନରସିଂହପୁର ରାସ୍ତା ଅବରୋଧ

Posted by - March 22, 2021 0
ନରସିଂହପୁର: ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଲ୍ଲୀ ଇନ୍ଦିରା କଲୋନିରେ ପାନୀୟଜଳର ଉତ୍କଟ ସମସ୍ୟା ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏକମାତ୍ର ନଳକୂପ ଅଚଳ ହେବା…

ଜିଲାପାଳ ଅପିଂସ ସମ୍ମୁଖରେ ନ୍ୟାୟ ଦାବିରେ ଆମରଣ ଅନଶନ

Posted by - September 11, 2021 0
ସରକାରୀ ଜମି ଜବରଦଖଲ ପ୍ରତିବାଦରେ ଜିଲାପାଳ ଅପିଂସ ସମ୍ମୁଖରେ ଅନଶନରେ ବସିଲେ ପରିବାର ଲୋକେIଯାଜପୁର ବିଂଝାରପୁର ବ୍ଲକ କଂଟିପୁର ଅଂଚଳର ପ୍ରପୁଂଲ୍ଲ ନାୟକଙ୍କ ଘର ପାଖରେ ରହିଛି ସରକାରୀ ଜମି । ଏହାକୁ ପଡୋଶୀ ଜଣକ ଜବରଦଖଲ କରି ରହିଥିବାରୁ ପ୍ରପୁଂଲ୍ଲ ନିଜ ଘରକୁ ଯିବାକୁ ଅସୁବିଧା ଭୋଗ କରୁଛନ୍ତି । ଏ ନେଇ ସେ ସ୍ଥାନୀୟ ପ୍ରଶାସିନକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କୌଣସି ସୁପଂଳ ନମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ଆଜି ଜିଲାପାଳ ଅପିଂସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବାକୁ ଚେତାବନି ଦେଇଛନ୍ତି ପ୍ରପୁଂଲ୍ଲଙ୍କ ପରିବାର ଲୋକେ ।