ଗରିବ ମୋହନ କୁ କେବେ ମିଳିବ ଆବାସ ଯୋଜନା

260 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜ୍ଜୁନ ପଟ୍ଟନାୟକ)ବାସହୀନଙ୍କ ଥଇଥାନ ପାଇଁ ସରକାର ବ୍ୟାପକ ଯୋଜନାମାନ ପ୍ରଣୟନ କରୁଥିଲେ ହେଁ କେତେକ କ୍ଷେତ୍ରରେ ଏହା ଲୋକଙ୍କ ପାଇଁ ସାତ ସପନ ହୋଇଛି। ଏହିଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସଦର ମହକୁମା ରେ। ନିଜସ୍ୱ ଘରଡିହ ଓ ଘର ଅଭାବରୁ ମୋହନ ଦାସ ନାଏକ (୭୫)ଏବଂ ସୁଲୋଚନା ଦେଇ ନାଏକ (୫୬)ଧର୍ମଗଡ଼ ଏନ୍ ଏ ସି ର ତିନି ନମ୍ବର ୱାର୍ଡରେ ଦୟନୀୟ ଭାବେ ଗୋଟିଏ ଫଟା ପଲିଥିନ୍ ତଳେ ରହୁଛନ୍ତି।

ଏ ସମ୍ପର୍କରେ ସୁନୀଲ ଚନ୍ଦ୍ର ଦୁରିଆ,ଅଙ୍କିତ ସେଠି ତହସିଲଦାର ଙ୍କୁ ଜଣେଇବା ପରେ ତହସିଲଦାର ଏକ ପଲିଥିନ୍ ଦେଇଥିଲେ ପରେ ଦିଗାମ୍ବର ଦୁରିଆ ଙ୍କ ସହ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ରୁ ସେମାନଙ୍କ ପାଇଁ ଶିଘ୍ର ଏକ ଗୃହ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୋହନ ସୁଲୋଚନା ଙ୍କ ଦୁଃଖ କେବେ ଦୂରହେବ ଦେଖିବାକୁ ବାକି ରହିଲା।

Related Post

ଏହି ବୃକ୍ଷ ଘର ଅଗଣାରେ ଥିଲେ କାମ କରେ ନାହିଁ ଯନ୍ତ୍ରତନ୍ତ୍ର, ଜାଣନ୍ତୁ ଏହାର ଗୁଣ

Posted by - January 13, 2020 0
ଆଜିର ଦିନରେ ବି ଲୋକେ ତନ୍ତ୍ରମନ୍ତ୍ରକୁଭୟ କରୁଛନ୍ତି। ଏଭଳି କିଛି ନାହିଁ ବିଜ୍ଞାନ କହୁଛି। ହେଲେ ଲୋକେ ଏଥିଯୋଗୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରାପ ନଜରରେ…

ଯାଜପୁର ରେ ଛୋଟ ଛୋଟ ଦଳ ପକ୍ଷରୁ ସମାଜକୁ ସ୍ୱତନ୍ତ୍ର ବାର୍ତା ପ୍ରଚାର ।

Posted by - April 26, 2019 564
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଲିଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏହା ଏମିତି ଏକ ପର୍ବ ଯେଉଁଥିରେ ପ୍ରତ୍ୟେକ ନାଗରିକ ହୋଇଥାନ୍ତି ସାମିଲ । ବର୍ତମାନ ସାଧାରଣ…

ଅଭିଜ୍ଞ ବୈଦ୍ୟଙ୍କ ଚେଙ୍କ ଚିକିତ୍ସା

Posted by - February 9, 2020 1,033
ମୟୁରଭଞ:09/02( ସୀତାରାମ ଦୀକ୍ଷିତ)ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ମୁକୁଳି ପାରୁନି ବିଂଶ ଶତାବ୍ଦୀର ମଣିଷ।ଏବେ ଚକିତ୍ସ୍ୟ। ଚିକିତ୍ସାବିଜ୍ଞାନୀ ମାନେ ବହୁ ଦୁରାରୋଗ୍ୟ ଉପରେ ନିୟନ୍ତ୍ରଣ ପାଇ ନୂଆ ନୂଆ…

ବରୀ -ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟ ରେ ସଡକ ଦୁର୍ଘଟଣା ର LIVE

Posted by - January 2, 2020 0
ବରୀ: ସ୍ନେହାଂଶୁ ଶେଖର ମହାନ୍ତି ଗୁରୁବାର ବରୀ -ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟ ରେ ପୁଣି ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ…

ଯୁବତୀଙ୍କୁ ସାଙ୍ଗରେ ହାଇଦ୍ରାବାଦ ନେଇ ଆଇନ ଉଲଂଘନ କରିନାହିଁ : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Posted by - November 28, 2019 0
ଭୁବନେଶ୍ୱର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଆଜି ବିଧାନସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବି…