ଗରିବ ମୋହନ କୁ କେବେ ମିଳିବ ଆବାସ ଯୋଜନା

316 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜ୍ଜୁନ ପଟ୍ଟନାୟକ)ବାସହୀନଙ୍କ ଥଇଥାନ ପାଇଁ ସରକାର ବ୍ୟାପକ ଯୋଜନାମାନ ପ୍ରଣୟନ କରୁଥିଲେ ହେଁ କେତେକ କ୍ଷେତ୍ରରେ ଏହା ଲୋକଙ୍କ ପାଇଁ ସାତ ସପନ ହୋଇଛି। ଏହିଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସଦର ମହକୁମା ରେ। ନିଜସ୍ୱ ଘରଡିହ ଓ ଘର ଅଭାବରୁ ମୋହନ ଦାସ ନାଏକ (୭୫)ଏବଂ ସୁଲୋଚନା ଦେଇ ନାଏକ (୫୬)ଧର୍ମଗଡ଼ ଏନ୍ ଏ ସି ର ତିନି ନମ୍ବର ୱାର୍ଡରେ ଦୟନୀୟ ଭାବେ ଗୋଟିଏ ଫଟା ପଲିଥିନ୍ ତଳେ ରହୁଛନ୍ତି।

ଏ ସମ୍ପର୍କରେ ସୁନୀଲ ଚନ୍ଦ୍ର ଦୁରିଆ,ଅଙ୍କିତ ସେଠି ତହସିଲଦାର ଙ୍କୁ ଜଣେଇବା ପରେ ତହସିଲଦାର ଏକ ପଲିଥିନ୍ ଦେଇଥିଲେ ପରେ ଦିଗାମ୍ବର ଦୁରିଆ ଙ୍କ ସହ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ରୁ ସେମାନଙ୍କ ପାଇଁ ଶିଘ୍ର ଏକ ଗୃହ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୋହନ ସୁଲୋଚନା ଙ୍କ ଦୁଃଖ କେବେ ଦୂରହେବ ଦେଖିବାକୁ ବାକି ରହିଲା।

Related Post

ଏହି ସାତଟି ଉପାୟ ଦେବ କରଜରୁ ମୁକ୍ତି

Posted by - February 24, 2023 0
ସଭିଏଁ ନିଜ ପରିବାର ପାଇଁ ତଥା ନିଜ ପାଇଁ ପରିଶ୍ରମ କରି ଟଙ୍କା ରୋଜଗାର କରିଥାଆନ୍ତି। ଘରେ ସୁଖସମୃଦ୍ଧି ପାଇଁ ସର୍ବଦା ଚେଷ୍ଟା କରିଥାଆନ୍ତି। ମାତ୍ର କେତେକ…

ବରୀ -ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟ ରେ ସଡକ ଦୁର୍ଘଟଣା ର LIVE

Posted by - January 2, 2020 0
ବରୀ: ସ୍ନେହାଂଶୁ ଶେଖର ମହାନ୍ତି ଗୁରୁବାର ବରୀ -ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟ ରେ ପୁଣି ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ…

୧୦ ବର୍ଷର ପୁରୁଣା ଆମ୍ବୁଲାନ୍ସ ଉଦଘାଟନକୁ କରିବାକୁ ନିମନ୍ତ୍ରଣ

Posted by - October 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଖିଣ୍ଡାଠାରେ NLC IL କମ୍ପାନୀ ତରଫରୁ ଆମ୍ବୁଲାନ୍ସ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା l ପରେ ଜଣା ପଡିଲା ଜେ ଆମ୍ବୁଲାନ୍ସ ଟି ଦଶବର୍ଷ ର…

ଯୁବତୀଙ୍କୁ ସାଙ୍ଗରେ ହାଇଦ୍ରାବାଦ ନେଇ ଆଇନ ଉଲଂଘନ କରିନାହିଁ : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Posted by - November 28, 2019 7
ଭୁବନେଶ୍ୱର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଆଜି ବିଧାନସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବି…

ଚାଲିଲା ଘୋଡା ଦୌଡ।୨୦୧୯ ପାଇଁ ନେତା ଡେଇଁଲେ ଏ ଦଳ ରୁ ସେ ଦଳ।

Posted by - December 19, 2018 1,744
ରାଜ୍ୟ ରାଜନୀତିରେ ବିଦ୍ରୋହୀ ନେତାଙ୍କୁ ନେଇ ଅନେକ ସମୟରେ ଜୋରଦାର ଚର୍ଚ୍ଚା ହୋଇଛି। କ୍ଷମତା ହାତେଇବା ପାଇଁ ଅଭିସନ୍ଧି ହେଉ କି ରାଜନୀତିରେ ପ୍ରଭାବ ବିସ୍ତାର, ଦଳ…