ଧୁମଧାମ୍‌ରେ ଚାଲିଛି ଚଡ଼କ ମେଳା: ଆଜି ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ

1006 0

ଜଳେଶ୍ୱର:ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ପୀଠରେ ଧୁମଧାମରେ ଚଡ଼କ ମେଳା ଚାଲିଛି। ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଆଜି ଶେଷ ହେବ। ଅନ୍ତିମ ଦିନରେ ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ। ଏଥିପାଇଁ ମେଳା ଜନସମୁଦ୍ରରେ ପରିଣତ ହୋଇଛି।ଗତକାଲି ଲକ୍ଷାଧିକ ଶ୍ରଦ୍ଧାଳୁ ନୀଳ ପୋଖରୀରେ ସ୍ନାନ କରି ନୀଳକାଠକୁ ଛୁଇଁ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରିଥିଲେ। ଆଜି ସକାଳେ ଭକ୍ତମାନେ ପରସ୍ପରକୁ ମାଳ ଓ ଚନ୍ଦନ ଦେଇ ଆଲିଙ୍ଗନ କରିବେ। ଅପରାହ୍ନରେ ପାଟ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦେହରେ କଣ୍ଟା ଫୋଡ଼ି ବ୍ରତ ଧାରଣ କରିବେ।

Related Post

ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ପାଳିତ,

Posted by - October 2, 2019 0
କେନ୍ଦୁଝର,୨/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟ ରେ ଗାନ୍ଧୀଜୀ ଙ୍କର ୧୫୦ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ…

ଭୂର୍ଶିପାଲିରେ ନବ ନିର୍ମିତ ଶନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

Posted by - November 23, 2021 0
ବରଗଡ/ଅତାବିରା:ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଭୂର୍ଶିପାଲି ରେ ନବ ନିର୍ମିତ ଶନି ମନ୍ଦିର ଯୁବ ପିଢ଼ି ର ପ୍ରେରଣା ସାଜିଥିବା ଗ୍ରାମର ଅଜିତ…

ଓୟୁଜେ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ସାଧାରଣ ବୈଠକ ଅନୁଷ୍ଠିତ।

Posted by - November 6, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଓ.ୟୁ.ଜେ ବଲାଙ୍ଗିର ଶାଖାର ସଭାପତି ଦୀପକ ସମାଦ୍ଦ।ରଙ୍କ ସଭାପତିତ୍ବରେ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନେଇ ଶୁକ୍ରବାର ଦିନ ୧୧ଟାରେ ଏକ କାର୍ଯ୍ୟକାରିଣୀ ବୈଠକ…

ଚୁକ୍ତିଭିତ୍ତିକ ନିୟମରେ ଅନ୍ତର୍ଭୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

Posted by - November 3, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ରେ 2016 ମସିହାରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ସେମାନଙ୍କର ପାରିତୋଷିକ ବୃ୍ଦ୍ଧି କରିବା…

Leave a comment

Your email address will not be published.